କାହିଁକି ଓ କେମିତି ବୁଡିଥିଲା ଦ୍ୱାରକା ? Garuda Purana

ଦ୍ୱାରକା ଏକ ଏମିତି ପ୍ରାଚୀନ ଧାର୍ମିକ ନଗରି ଅଟେ ଯାହାକୁ ଦିନେ ଭଗବାନ ଶ୍ରୀ କୃଷ୍ଣଙ୍କୁ ତିଆରି କରିଥିଲେ । ଏହି ସହରର ଚତୁର୍ଦିଗରେ ବହୁତ ବଡ ବଡ ପାଚେରି ଥିଲା, ଯେଉଁଥିରେ ବହୁତ ଦ୍ଵାର ଥିଲେ । ବହୁତ ଦ୍ଵାରର ସହର ହେବା କାରଣରୁ ଏହି ନଗରୀର ନାଁ ଦ୍ୱାରକା ପଡିଥିଲା । କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଆସୁଛି କି ଶ୍ରୀ କୃଷ୍ଣଙ୍କ ମୃ-ତ୍ୟୁ ପରେ ଅଚାନକ ଏମିତି କଣ ହେଲା ଏହି ପୁରା ନଗରୀ ଜଳମଗ୍ନ ହୋଇଗଲା । ଏମିତିରେ ଆଜି ଆମେ ଆପଣଙ୍କୁ କେହିବୁ କି କେମିତି, କେବେ ଓ କାହିଁକି ବୁଡିଲା ଶ୍ରୀ କୃଷ୍ଣଙ୍କ ନଗରୀ ଦ୍ୱାରକା ।

କଥା ଅନୁସାରେ ମଥୁରାରୁ ବାହାରିବା ପରେ ଶ୍ରୀ କୃଷ୍ଣ ଏକ ଏମିତି ନଗରର ସ୍ଥାପନା କରିଲେ ଯାହା ବି-ଶା-ଳ ଓ ସୁ ସଙ୍ଗତ ଥିଲା । ଏହି ନଗରର ନାଁ ଥିଲା ଦ୍ଵାରକା ନଗରି । କୁହାଯାଏ କି ଶ୍ରୀ କୃଷ୍ଣ ନିଜର କୂଳ ବନ୍ଧୁଙ୍କ ସହ ଦ୍ଵାରକାରେ ବହୁତ ଖୁସିରେ ରହୁଥିଲେ ।

ସମୟ ବିତିବା ସହ ୩୬ ବର୍ଷ ରାଜ କରିବା ପରେ ଶ୍ରୀ କୃଷ୍ଣଙ୍କ ମୃ-ତ୍ୟୁ ହୋଇଗଲା ଓ ଦ୍ୱାରକା ନଗରି ପାଣିରେ ଲୀନ ହୋଇଗଲା । ପୌରଣିକ ଗ୍ରନ୍ଥରେ ଦ୍ୱାରକା ସମୁଦ୍ରରେ ଲୀନ ହେବା ପଛରେ ଦୁଇଟି କାରଣ କୁହାଯାଇଛି । ପ୍ରଥମ ମାତା ଗାନ୍ଧାରୀଙ୍କ ଦ୍ଵାରା ଦିଆଯାଇଥିବା ଶ୍ରୀ କୃଷ୍ଣଙ୍କୁ ଅ-ଭି-ଶା-ପ ଓ ଦ୍ଵିତୀୟ ରୁଷିମାନଙ୍କ ଦ୍ଵାରା ଦିଆଯାଇଥିବା ଶ୍ରୀ କୃଷ୍ଣଙ୍କ ପୁତ୍ର ସାଂ-ବଙ୍କୁ ଅ-ଭି-ଶା-ପ ।

କଥା ଅନୁସାରେ ମହାଭାରତରେ କୌରବ ବି-ରୁ-ଦ୍ଧ-ରେ ବିଜୟ ହାସଲ ପରେ ଯେତେବେଳେ ହସ୍ତିନାପୁର ରାଜ ମହଲରେ ଯୁଧିଷ୍ଠିରଙ୍କ ରାଜତିଳକ ହେଉଥିଲା ତେବେ ସେହି ସମୟରେ ମାତା ଗାନ୍ଧାରୀ ନିଜର ୧୦୦ ପୁତ୍ରଙ୍କ ବ-ଧ ଓ ମହାଭାରତ ଯୁଧ୍ୟ ପାଇଁ ଶ୍ରୀ କୃଷ୍ଣଙ୍କୁ ଦୋ-ଷୀ କହି ଅ-ଭି-ଶା-ପ ଦେଲେ କି ଯେଉଁଭଳି ଭାବରେ କୌରବ ବଂଶ ନ-ଷ୍ଟ ହୋଇଛି ଠିକ ସେହିଭଳି ଯଦୁ ବଂଶ ବି ନ-ଷ୍ଟ ହୋଇଯିବ । ଦ୍ଵିତୀୟ କଥା ଅନୁସାରେ ମହାଭାରତର ୩୬ ବର୍ଷ ପରେ ଦ୍ୱାରକା ନଗରିରେ ଭିନ୍ନ ଭିନ୍ନ ପା-ପ କାର୍ଯ୍ୟ ହେବାକୁ ଲାଗିଲା ।

ଶ୍ରୀ କୃଷ୍ଣଙ୍କ ମୃ-ତ୍ୟୁ ପରେ ଶ୍ରୀ କୃଷ୍ଣଙ୍କ ସାରଥି ଅର୍ଜୁନଙ୍କୁ ଶ୍ରୀ କୃଷ୍ଣଙ୍କ ବଂଶଜମାନଙ୍କ ମୃ-ତ୍ୟୁ ବିଷୟରେ କହିଲେ ଓ ଶ୍ରୀ କୃଷ୍ଣଙ୍କ ମୃ-ତ୍ୟୁ ବିଷୟରେ ବି କହିଲେ । ଅର୍ଜୁନ ଦ୍ୱାରକାର ସମସ୍ତ ନଗରବାସୀଙ୍କୁ ନେଇ ଇନ୍ଦ୍ରପସ୍ତ ଆଡକୁ ଚାଲିଗଲେ । ଦେଖୁ ଦେଖୁ ପୁରା ନଗରି ସମୁଦ୍ର ମଧ୍ୟରେ ଲୀନ ହୋଇଗଲା । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ୨୦୦୫ ଓ ୨୦୦୭ରେ ଭାରତୀୟ ନୌସେନାର କିଛି କର୍ମଚାରୀମାନେ ସମୁଦ୍ରରେ ଥିବା ଦ୍ୱାରକାର ଅବଶେଷକୁ ଖୋଜି ବାହାର କରିଛନ୍ତି ।

ଯାହା ପୌରାଣିକ କଥାରେ ବର୍ଣିତ ସମସ୍ତ କଥାକୁ ପ୍ରମାଣିତ କରିସାରିଛି । ଏଠି ସେମାନଙ୍କୁ ୫୬୦ ମିଟର ଲମ୍ବା ଦ୍ୱାରକାର କାନ୍ଥ ମିଳିଛି । ଏହା ଛଡା ପୌରାଣିକ ସମୟର କିଛି ବାସନ ମଧ୍ୟ ମିଳିଛି । ଯାହା ୧୫୨୮ ଇଶା ପୂର୍ବ ଠାରୁ ୩୦୦୦ ଇଶା ପୂର୍ବ ଅଟେ । କୁହାଯାଏ କି ସମୁଦ୍ରର ମଧ୍ୟରେ ଥିବା ଏହି ନଗରି ପାଖାପାଖି ୯୦୦୦ ବର୍ଷ ପୁରୁଣା ଅଟେ ।

Leave a Reply

Your email address will not be published. Required fields are marked *