ବର୍ଷା ଦିନରେ ସା-ପମାନଙ୍କର ଗତିବିଧି ବଢିଯାଏ ଏମିତିରେ ଆପଣ ଅଳ୍ପ ସାବଧାନ ରୁହନ୍ତୁ । କହିବାକୁ ଗଲେ ଗୋଟିଏ ଗାଁରେ ଗୋଟିଏ ଛୋଟ ପରିବାର ମଧ୍ୟରେ ଗୋଟିଏ ସା-ପ ଲୁଚି ରହିଥିଲା । ଏହି ଛୋଟ ଘର ଭିତରେ ଗୋଟିଏ ସା-ପ ଲୁଚି ରହିଥିଲା । ଯାହା ବିଷୟରେ ଘର ଲୋକମାନେ ବି ଜାଣି ନ ଥିଲେ । ଯେଉଁଠି ମଣିଷ ରୁହନ୍ତି ସେଠି ମୂଷା ମଧ୍ୟ ରହିଥାଏ ଓ ମୂଷା ଖାଇବା ପାଇଁ ସା-ପ ମଧ୍ୟ ବେଳେ ବେଳେ ଘର ଭିତରକୁ ଚାଲି ଆସନ୍ତି ।
ଏହି ସା-ପ ବହୁତ ସମୟ ଆଗରୁ ହିଁ ମୂଷା ଖାଇ ସେହି ସ୍ଥାନରେ ଲୁଚି ବସି ଥିଲା ଓ ମୂଷା ଖାଇ ଥିବା କାରଣରୁ ସା-ପ ଟି ଅନ୍ୟ କୌଣସି ସ୍ଥାନକୁ ଯାଇ ପାରୁ ନାହିଁ । ସେଥିପାଇଁ ସା-ପଟି ଏହି ସ୍ଥାନରେ ଲୁଚି ବସିଛି ।
ସା-ପକୁ ଘର ଲୋକମାନେ ଦୁଇ ତିନି ଦିନ ପୂର୍ବରୁ ଦେଖି ସାରିଥଲେ ଓ ସ୍ନେକ ହେଲ୍ପ ଲାଇନ ନମ୍ବରକୁ ଫୋନ କରି ସା-ପ ଧରାଳିମାନଙ୍କୁ ଡାକିଛନ୍ତି । ଯେଉଁମାନେ କି ବର୍ତ୍ତମାନ ଏହି ସା-ପକୁ ଧରିବାକୁ ଚେଷ୍ଟା କରୁଛନ୍ତି ।
କଥା କହି ପାରୁ ନ ଥିବା ଏହି ଜୀବକୁ ବାହାର କରିବା ସହ ଏଠିକାର ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ଅଧିକାରୀମାନେ ଚେଷ୍ଟା କରୁଛନ୍ତି । ଏହାକୁ ଦେଖି ନିଜେ କେବେ ବି ସା-ପ ଧରିବାକୁ ସାହାସ କରିବେ ନାହିଁ ନଚେତ ଆପଣ ଦୁର୍ଘଟଣାର ଶିକାର ହୋଇ ପାରନ୍ତି ।
ଏହା ବହୁତ ଛୋଟ ସା-ପ ଅଟେ କିନ୍ତୁ ବହୁତ ବଡ ବଡ କାମ କରିଥାଏ । ଏହି ସା-ପଟି ଗୋଟିଏ ମୂଷା ଖାଇଛି ଓ ନିଜ ଶରୀରର ଅପକ୍ଷା ବହୁତ ବଡ ମୂଷା ଖାଇ ଦେଇଛି । ଏହିଭଳି ସ୍ଥିତିରେ ସା-ପ ପାଖକୁ କେବେ ବି ଯିବାକୁ ଚେଷ୍ଟା କରିବେ ନାହିଁ । କାରଣନ ଏହା ଆପଣଙ୍କ ପାଇଁ ବହୁତ ଭୟଙ୍କର ହୋଇପାରେ । ସା-ପ କାଟିବା ପରେ ବ୍ୟକ୍ତିକୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନେଇ ଯାଆନ୍ତୁ । ସା-ପକୁ ବି ମଣିଷଙ୍କ ଭଳି ଏହି ଦୁନିଆରେ ବଞ୍ଚିବା ପାଇଁ ଜରୁରୀ ଅଟେ । ଶେଷରେ ସା-ପ ଧରାଳି ଏକ ଡବା ମଧ୍ୟରେ ସା-ପକୁ ଭର୍ତ୍ତି କରିଦେଲେ ।
ବେଳେ ବେଳେ ସା-ପ ନିଜ ଠାରୁ ୪ ଗୁଣା ଅଧିକ ଜୀବର ଶିକାର କରିଦିଅନ୍ତି । ଯାହାକୁ ହଜମ କରିବାରେ କଷ୍ଟ ହୋଇଥାଏ । ଶେଷରେ ସେମାନେ ସେହି ଜୀବ କିମ୍ବା ଖାଦ୍ୟକୁ ପୁଣି ଥରେ ମୁହଁରୁ ବାହାର କରି ଦିଅନ୍ତି । ଏହି ଦୃଶ୍ୟରେ ବି ଆପଣ ଏହିଭଳି କିଛି ଦେଖି ପାରିବେ । ଏହିଭଳି ସ୍ଥିତିର ସା-ପର ମୃତ୍ୟୁ ବି ହୋଇଯାଏ । ନଚେତ ସା-ପକୁ କିଛି ଅସୁବିଧା ହେଲେ ବି ସା-ପ ପୁଣି ଥରେ ଖାଦ୍ୟକୁ ବାହାରକୁ ବାହାର କରିଦିଏ । କହିବାକୁ ଗଲେ ସା-ପଟି ବହୁତ ବଡ ମୂଷାକୁ ଖାଇ ଦେଇ ଥିଲା । ଯେଉଁ କାରଣରୁ ନା ହିଁ ସେ ସେହି ସ୍ଥାନରୁ କେଉଁଠି ଯାଇ ପାରୁଥିଲା ଓ ଶେଷରେ ସେ ସା-ପକୁ ମୁହଁରୁ ବାହାରି ଦେଲା ପରେ ।