ଯୌ-ନ ସ-ମ୍ପ-ର୍କ କେତେବେଳେ ଓ କେତେ ଥର ରଖିବା ଉଚିତ ?

ଆପଣ ମାନେ ଜାଣିଥିବେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଅ-ତୁ-ଟ ସ-ମ୍ପ-ର୍କ ରହିଥାଏ । କିଛି କ୍ଷେତ୍ରରେ ଦା-ମ୍ପ-ତ୍ୟ ଜୀବନରେ କୌଣସି କାରଣ ଯୋଗୁ ଅନେକ ସ-ମ-ସ୍ଯା ସୃଷ୍ଟି ହୋଇଥାଏ । ବିଶେଷ କରି ଯଦି ବିବାହ ପରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଠିକ ଭାବେ ଶା-ରୀ-ରି-କ ସ-ମ୍ପ-ର୍କ ନ ରହିଲା ତେବେ କଳହ ଆରମ୍ଭ ହୋଇଥାଏ । ଯାହା ଦ୍ଵାରା ବିବାହିତ ଜୀବନ ପ୍ରଭାବିତ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଦାଂପତ୍ଯ ଜୀବନରେ ଯୌ-ନ ସ-ମ୍ପ-ର୍କ କେଉଁ ସମୟରେ ଓ କେତେ ଥର ରଖିବାକୁ ପଡିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ବିବାହ ପରେ ଦ-ମ୍ପ-ତି ମାନେ ଶା-ରୀ-ରି-କ ସ-ମ୍ପ-ର୍କ ରଖିବାକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି । କିଛି କ୍ଷେତ୍ରରେ ଏହା ସଠିକ ହେବା ବେଳେ ଅନ୍ୟ କ୍ଷେତ୍ରରେ ଭୁଲ ହୋଇଥାଏ । କାରଣ ବିବାହ ପରେ ପ୍ରଥମେ ସ୍ଵାମୀ ଓ ସ୍ତ୍ରୀ ପରସ୍ପରକୁ ଭଲ ଭାବେ ଜାଣିବା ଦରକାର । କିନ୍ତୁ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ଦ୍ଵାରା ବୈବାହିକ ଜୀବନ ଅଧିକ ଦୃଢ ହୋଇଥାଏ । ଯେଉଁ ମାନେ ବିବାହ ପରେ ସ୍ତ୍ରୀ ବିଷୟରେ କିଛି ନ ବୁଝି ସ-ମ୍ପ-ର୍କ ରଖିଥାନ୍ତି ସେମାନେ କେବେ ଖୁସିରେ ରୁହନ୍ତି ନାହି ।

କିଛି ଦ-ମ୍ପ-ତି ବିବାହ ପରେ ପରସ୍ପରକୁ ବୁଝିବାକୁ କମ ସମୟ ନେଇଥିବା ବେଳେ ଆଉ କିଛି ଅଧିକ ସମୟ ନେଇଥାନ୍ତି । ଏହା ସଂପୂର୍ଣ୍ଣ ଭାବେ ଉଭୟଙ୍କ ମାନସିକ ସ୍ଥିତି ଉପରେ ନିର୍ଭର କରିଥାଏ । ଯୌ-ନ ସ-ମ୍ପ-ର୍କ ରଖିବାର କୌଣସି ସଠିକ ସମୟ ନାହି । ବିଶେଷ କରି ଆପଣଙ୍କର ବୟସ ଉପରେ ଏହା ନିର୍ଭର କରିଥାଏ । ବିଶେଷଜ୍ଞଙ୍କ ମ-ତରେ ୨୦ ବର୍ଷରୁ ଅଧିକ ବୟସର ଯୁବକଙ୍କ ଠାରେ ଯୌ-ନ ଲା-ଳ-ସା ଅଧିକ ମଧ୍ୟାହ୍ନ ସମୟରେ ରହିଥାଏ । ୨୦ ବର୍ଷ ଯୁବକ ଏହି ବୟସରେ ଯୌ-ନ ସ-ମ୍ପ-ର୍କ କିଛି ଅସୁବିଧା ନାହି । ୩୦ ବର୍ଷ ପରେ ବ୍ୟକ୍ତିର ଅନେକ ପରିବର୍ତ୍ତନ ହୋଇଥାଏ ।

ଏହି ବୟସରେ ଉଭୟ ଦ-ମ୍ପ-ତି ସକାଳ ସମୟରେ ଯୌ-ନ ସ-ମ୍ପ-ର୍କ ରଖିବା ଉଚିତ । ଏହା ପରେ ୪୦ ବର୍ଷର ବ୍ୟକ୍ତି ରାତି ସମୟରେ ଯୌ-ନ ସ-ମ୍ପ-ର୍କ ଶୋଇବା ପୂର୍ବରୁ ରଖିବା ଉଚିତ । ତା ସହ ଯେଉଁ ମାନଙ୍କର ବୟସ ୫୦ ବର୍ଷର ବ୍ୟକ୍ତି ରାତି ସମୟରେ ଯୌ-ନ ସ-ମ୍ପ-ର୍କ ରଖିବା ଉଚିତ । ଯେଉଁ ମାନଙ୍କର ବୟସ ୬୦ ବର୍ଷ ସେମାନେ ରାତି ୧୦ଟା ପରେ ଯୌ-ନ ସ-ମ୍ପ-ର୍କ ରଖିବା ଉପଯୁକ୍ତ ବୋଲି ବିଶେଷଜ୍ଞ ମ-ତ ଦେଇଛନ୍ତି । ୭୦ ବର୍ଷର ବ୍ୟକ୍ତି ରାତି ସମୟରେ ଯୌ-ନ ସ-ମ୍ପ-ର୍କ ଶୋ-ଇ-ବା ପୂର୍ବରୁ ରଖିବା ଉଚିତ ବିଶେଷଜ୍ଞ ମ-ତ ଦେଇଛନ୍ତି ।

ଅଧିକ ଗରମ ସମୟରେ ବା ଦେହ ଅସୁସ୍ଥ ଥିବା ସମୟରେ ବା ଜଳ ବାୟୁ ପରିବର୍ତ୍ତନ ସମୟରେ ଯୌ-ନ ସ-ମ୍ପ-ର୍କ ରଖିବା ଅନୁଚିତ । ମାସିକ ଋ-ତୁ-ସ୍ରା-ବର ୧୪ ଦିନ ପରେ ସ-ମ୍ପ-ର୍କ ରଖିବା ଉଚିତ । ଯଦି ଆପଣ ବ୍ୟାୟାମ ପରେ ସ-ମ୍ପ-ର୍କ ରଖିବେ ତେବେ ଏହା ଭଲ ହୋଇଥାଏ । କାର୍ଯ୍ୟ ବ୍ୟସ୍ତତାରୁ ମୁ-କ୍ତି ପାଇବା ପାଇଁ ଦ-ମ୍ପ-ତି ସ-ହ-ବା-ସ କରିଲେ ଉପଯୁକ୍ତ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *