ଏହି 3 ଟି କାମ କରିବାରେ ପୁରୁଷମାନଙ୍କୁ ଲାଜ କରିବା ଉଚିତ ନୁହେଁ, ବିବାହିତମାନେ ଥରେ ନିଶ୍ଚୟ ଦେଖନ୍ତୁ- Chanakya Niti

ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ, ଯେଉଁଥିରେ ଜୀବନକୁ ସୁଖମୟ ଓ ସଫଳ କରିବା ପାଇଁ କିଛି ଉପଦେଶ ଦିଆଯାଇଛି । ଜାଣନ୍ତୁ ଚାଣକ୍ୟଙ୍କ ଏହିଭଳି କିଛି ନୀତି ଯାହା ଜୀବନରେ ଆପଣଙ୍କୁ କୌଣସି ନା କୌଣସି ମୋଢରେ ନିଶ୍ଚିତ ରୂପରେ କାମରେ ଆସିପାରେ । ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବୁ ଯାହାକୁ ମାଗିବା ଦ୍ଵାରା କିମ୍ବା ତାକୁ ନେବା ପାଇଁ ଲଜ୍ୟା କରିବା ଉଚିତ ନୁହେଁ । ବିଶେଷ କରି ପୁରୁଷମାନେ ।

ସ୍ଵାମୀ ସ୍ତ୍ରୀ ମଧ୍ୟରେ ସ-ମ୍ପ-ର୍କ

କୌଣସି ବି ସ୍ଵାମୀ ସ୍ତ୍ରୀକୁ ଶାରୀରିକ ସ-ମ୍ପ-ର୍କ ରୂପରେ ଏହି ସବୁ ଭୁଲ କରିବା ଉଚିତ ନୁହେଁ । ପ୍ରେମ ସ-ମ୍ପ-ର୍କକୁ ମଜବୁତ କରିବା ପାଇଁ ଦୁଇ ଜଣଙ୍କ ମଧ୍ୟରେ ବିଶ୍ଵାସ ଓ ବୁଝିବା ଶକ୍ତି ଥିବା ଦରକାର । ଯେଉଁ ପ୍ରେମୀ ଯୋଡି ପରସ୍ପର ଠାରୁ ଲଜ୍ୟା କରନ୍ତି ଓ ସ-ମ୍ପ-ର୍କ ସମୟରେ ଭୟ କରନ୍ତି ତାଙ୍କ ମଧ୍ୟରେ ଅନ୍ୟ ପୁରୁଷ କିମ୍ବା ମହିଳା ନିଜର ଘର କରି ପାରେ । ସେଥିପାଇଁ ସମ୍ବନ୍ଧ ସମୟରେ ଲଜ୍ୟା ବିଲକୁଲ ବି କରନ୍ତୁ ନାହିଁ । ସ୍ଵାମୀ ସ୍ତ୍ରୀ ପରସ୍ପରକୁ ଭଲ ପାଆନ୍ତୁ । ଏଥିରେ ଆପଣଙ୍କର ଲାଭ ଅଛି ।

ଭୋଜନ କରିବା ସମୟରେ ଲଜ୍ୟା

ଚାଣକ୍ୟ ଅନୁସାରେ ଭୋଜନ କରିବା ସମୟରେ କୌଣସି ବି ବ୍ୟକ୍ତିକୁ ଲଜ୍ୟା କରିବା ଉଚିତ ନୁହେଁ । ଯେଉଁ ଲୋକମାନେ ଖାଇବା ସମୟରେ ଲଜ୍ୟା କରନ୍ତି ସେମାନେ ରାତିରେ ଭୋକିଲା ଶୁଅନ୍ତି । ଏହି ସମସ୍ୟା ସେମାନଙ୍କ ପାଇଁ ବହୁତ ବଡ ହୋଇଥାଏ । ଭୋକିଲା ବ୍ୟକ୍ତି ପ୍ରାୟତଃ ରାଗିଥାଏ । ସେଥିପାଇଁ ତାକୁ ପେଟ ଭର୍ତ୍ତି ଖାଇବା ଉଚିତ । ଭୋଜନ କରିବା ସମୟର ଲାଜ କରିବା ଅର୍ଥାତ ଭୋଜନର ଅପମାନ ହୋଇଥାଏ ।

ଜ୍ଞାନ ଗ୍ରହଣ କରିବା ସମୟରେ ଲଜ୍ୟା

ଗୁରୁଙ୍କ ଠାରୁ ଜ୍ଞାନ ନେଉ ଥିବା ସମୟରେ କିମ୍ବା ଅନ୍ୟ କାହା ଠାରୁ କିଛି ସୂଚନା ନେବା ସମୟରେ କେବେ ବି ଲଜ୍ୟା କରନ୍ତୁ ନାହିଁ । ଯେଉଁ ବ୍ୟକ୍ତି ଜ୍ଞାନ ଗ୍ରହଣ କରିବା ସମୟରେ ଲଜ୍ୟା କରିଥାଏ ତାର ଜ୍ଞାନ ସବୁବେଳେ ଅଧାରେ ରାହିଯାଏ । ଏହିଭଳି ବ୍ୟକ୍ତି ନିଜ ଜୀବନରେ କେବେ ବି ସଫଳ ହୋଇ ପାରେ ନାହିଁ । ସେଥିପାଇଁ କୁହାଯାଏ ଅଧୁରା ଜ୍ଞାନ ସବୁବେଳେ ପରାଜୟ ସମାନ ହୋଇଥାଏ ।

ଧାର ଦେଇଥିବା ଟଙ୍କା

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯଦି ଆପଣ କାହାକୁ ଟଙ୍କା ଦେଇଛନ୍ତି ତେବେ ତାକୁ ନିଜର ଟଙ୍କା ଅବଶ୍ୟ ମାଗିବା ଉଚିତ । ଯେଉଁ ବ୍ୟକ୍ତି ନିଜ ପଇସା ମାଗିବାରେ ଲଜ୍ୟା କରିଥାଏ ସେ କେବେ ବି ଧନୀ ହୋଇ ପାରିବ ନାହିଁ । ଆପଣ ବର୍ବାଦ ବି ହୋଇ ପାରନ୍ତି । ସେଥିପାଇଁ ଧାର ଦେଇଥିବା ଟଙ୍କାକୁ ମାଗିବା ସମୟରେ କେବେ ବି ଲଜ୍ୟା କରିବେ ନାହିଁ । କାରଣ ତାହା ଆପଣଙ୍କ ଟଙ୍କା ଅଟେ ।

Leave a Reply

Your email address will not be published. Required fields are marked *