Tiger Shroffଙ୍କ ମା Ayesha Shroff ଏବଂ Sahil Khan ଙ୍କ Affairର ପୁରା କାହାଣୀ

ବଲିଉଡରେ କଳାକାର ମାନଙ୍କର ପ୍ରେମ କାହାଣୀ ବେଶ ଚର୍ଚ୍ଚା ରେ ରହିଥାଏ । ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନଙ୍କର ପ୍ରେମ କାହାଣୀ ସଫଳ ହୋଇଛି ତ ଆଉ କିଛି କ୍ଷେତ୍ରରେ ଅସଫଳ ହୋଇଛି । ତେବେ ବଲିଉଡର ଅଭିନେତା ଟାଇଗର ଶ୍ରଫଙ୍କ ମା ଆଇସା ଶ୍ରଫଙ୍କ ପ୍ରେମ କହନ୍ତି କିଛି ଅଲଗା ରହିଥିଲା । ଆଇସା ଶ୍ରଫ ହେଉଛନ୍ତି ଅଭିନେତା ଜ୍ୟାକି ଶ୍ରଫଙ୍କ ସ୍ତ୍ରୀ ଭାବେ ପରିଚିତ । ତାଙ୍କର ଲଭ ଷ୍ଟୋରି କିଛି ନିଆରା ରହିଥିଲା ଯାହା ପୁରା ବଲିଉଡରେ ବେସ ଚର୍ଚ୍ଚା ରେ ବିଷୟ ହୋଇଥିଲା ।

ଆଜି ଆମେ ଆପଣ ମନାଙ୍କୁ ତାଙ୍କର ପ୍ରେମ କାହାଣୀ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ଆଇସା ଶ୍ରଫଙ୍କ ପ୍ରେମ କାହାଣୀ ସାହିଲ ଖାନଙ୍କ ସହ ଥିଲା ଯାହାଙ୍କ ସହ ସେ ଡେ-ଟ କରୁଥିଲେ । ସାହିଲ ଖାନ ବଲିଉଡରେ ସଫଳତା ନ ପାଇବାରୁ ମ୍ୟାରେଜ କରିଥିଲେ । କିନ୍ତୁ ତାଙ୍କର ବୈବାହିକ ଜୀବନ ମଧ୍ୟ ଅସଫଳ ହୋଇଥିଲା । ଏହା ପରେ ସାହିଲ ପ୍ରଡ଼କସନ ହାଉସରେ ଏଣ୍ଟ୍ରି କରିଥିଲେ । ସେହି ସମୟରେ ତାଙ୍କର ସାଥ ଦେଇଥିଲେ ଆଇସା ଶ୍ରଫ । ୨୦୦୯ରେ ସାହିଲ ଓ ଆଇଶା ପ୍ରଡ଼କସନ ହାଉସ ଆରମ୍ଭ କରିଥିଲେ ।

ଦୁହେ ରାତି ସାରା ପାର୍ଟିରେ ମସ୍ତି କରିବା ସହ ପରସ୍ପରକୁ ଡେ-ଟ କରିବା ଆରମ୍ଭ ଅକରିଥିଲେ । ଦୁହିଙ୍କର ଫୋଟୋ ମଧ୍ୟ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବା ପରେ ପ୍ରଡ଼କସନ ହାଉସ ମଧ୍ୟ ସଫଳ ହେଲା ନାହି । ଏହା ପରେ ଦୁହିଙ୍କ ମଧ୍ୟରେ ବି-ବା-ଦ ହେବା ପରେ ଆଇସା ସାହିଲଙ୍କ ବି-ରୁ-ଦ୍ଧରେ କୋ-ର୍ଟ-ରେ କେ-ସ କରିଥିଲେ । ଆଇସାଙ୍କ କହିବା ମୁତାବକ ସାହିଲ ପ୍ରଡ଼କସନ ହାଉସରେ ପଇସା ଲଗାଇବାକୁ ଚାହୁଁ ନାହାନ୍ତି କିନ୍ତୁ ଏହାର ଅପବ୍ୟବହାର କରୁଛନ୍ତି । ଏହାର ପ୍ରତି ଉତ୍ତରରେ ସାହିଲ କୋ-ର୍ଟ-ରେ କହିଥିଲେ ଏହି କଥାଟି ମିଥ୍ୟା ଅଟେ ।

କାରଣ ଆଇଶା ସେହି ଟଙ୍କା ବିଷୟରେ କହୁଛନ୍ତି ଯାହା ସେ ସାହିଲଙ୍କ ପଛରେ ଲଗାଇଥିଲେ । ଏହା ପରେ ସାହିଲ ତାଙ୍କର ଓ ଆଇସାଙ୍କର କିଛି ଖରାପ ଫୋଟୋ କୋ-ର୍ଟ-ରେ ପେ-ଶ କରିବା ପରେ ଆଇସା ଅନ୍ୟ ଏକ କେ-ସ ସାହିଲ ଉପରେ ଲଗାଇଥିଲେ । ଏହି ଫୋଟୋ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବା ପରେ ଜଣା ପଡିଲା ଆଇସା ନିଜ ଫାଇଦା ପାଇଁ ସାହିଲଙ୍କ ସହ ରିଲେସନରେ ରହିଥିଲେ । ଆଇସାଙ୍କ ବଦନାମୀ ହେବା ଦେଖି ଜ୍ୟାକି ଶ୍ରଫ ଏହି ମାମଲାର ଇଣ୍ଟରନାଲି ସମାଧାନ କରିବାକୁ ଯାଇ ସାହିଲଙ୍କୁ ଅନେକ ଟଙ୍କା ଦେଇ ମୁହଁ ବ-ନ୍ଦ କରାଇଥିଲେ ।

ଏହା ପରେ ଆଇସା ଓ ସାହିଲ ଦୁହେଁ କେ-ସ ବ-ନ୍ଦ କରିବାକୁ ନିସ୍ପତି ନେଇଥିଲେ । ଏହା ପରେ ଦୁହେଁ ଅଲଗା ହୋଇଥିଲେ । ଦେଖିବାକୁ ଗଲେ ଜ୍ୟାକି ଶ୍ରଫ ଆଇସାଙ୍କ ସାଥ ସେତେବେଳେ ଦେଇଥିଲେ ଯେବେ ଆଇସା ତାଙ୍କୁ ଧୋ-କା ଦେଇଥିଲେ । ସେହି ସମୟରେ ଟାଇଗର ଶ୍ରଫଙ୍କର ବଲିଉଡରେ ଏଣ୍ଟ୍ରି ହେବାର ଥିଲା ଯାହା ପାଇଁ ଜ୍ୟାକସି ଶ୍ରଫ ଏହି ମାମଲାର ସମାଧାନ କରିଥିଲେ । ଏହିପରି ଭାବେ ସାହିଲ ଓ ଆଇସାଙ୍କ ବି-ବା-ଦ ରହିଥିଲା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *