ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ବଡ ଖବର ହେଉଛି ବିନ୍ଦୁ ସାଗରରୁ ମିଳିଛି ଯୁବକଙ୍କ ମୃ-ତ ଦେହ । ଗତ କାଲି ରାତିରୁ ଖୋଜାଖୋଜି କରୁଥିଲା ଅଗ୍ନିସମ ବାହିନୀ । ବିନ୍ଦୁ ସାଗର କୂଳରେ ସ୍କୁତି ଓ ଚପଲ ଦେଖି ଆ-ତ୍ମ-ହ-ତ୍ୟା କରିଥିବା ସନ୍ଦେହ କରା ଯାଉଛି । ଆଜି ସକାଳ ୫ଟା ରୁ ସର୍ଚ୍ଚ ଅପରେସନରେ ମିଳିଛି ମୃ-ତ ଶରୀର । ମୃ-ତ-କ ହେଉଛନ୍ତି ସାଇ ଶ୍ରୀ ସାମନ୍ତରାଏ ଯିଏ ପୁରୀରେ ରହୁଥିଲେ । ତାଙ୍କର ଜଣେ ବନ୍ଧୁ ମତ ଦେଇଛନ୍ତି ଯେ ଗତ କାଲି ସେ ଟିଉସନ ସାରିବା ପରେ ଜିମ ଯାଇଥିଲେ ।
ଏହା ପରେ ତାଙ୍କ ବନ୍ଧୁ ତାଙ୍କୁ ଫୋନ କରି ଘରକୁ ଡ଼ାକିଥିଲେ କାରଣ ସାଇ ଶ୍ରୀ ଡିପ୍ରେସନ ରେ ଥିଲେ ବୋଲି କହିଛନ୍ତି । ଏହା ପରେ ରାତି ୯ଟା ବେଳକୁ ସାଇ ଶ୍ରୀ ତାଙ୍କ ମାଙ୍କୁ ଫୋନ କରି କହିଥିଲେ ଯେ ମୁଁ ଯାଉଛି ବାଏ ବାଏ । ଏହା ପରେ ତାଙ୍କ ପରିବାର ଓ ବନ୍ଧୁ ମିଶି ପୋଲିସରେ ଅ-ଭି-ଯୋ-ଗ କରିଥିଲେ । ସେତେ ବେଳକୁ ସାଇଙ୍କର ଫୋନ ବନ୍ଦ ଆସିଥିଲା । ଏହା ପରେ ରାତି ସାରା ତାଙ୍କୁ ଖୋଜାଖୋଜି କରିବା ପରେ ଆଜି ସାକାଳୁ ତାଙ୍କର ମୃ-ତ ଶରୀର ଉଧାର କରା ଯାଇଛି ।
ଅନ୍ୟ ଜଣେ ବ୍ୟକ୍ତି ମତ ଦେଇଛନ୍ତି ଯେ ସାଇଙ୍କ ବାପା ରେଲୱେରେ ଚାକିରି କରିଛନ୍ତି । ତାଙ୍କ ବାପା ଗତ କିଛି ବର୍ଷ ହେବ ସାଇ ଓ ତାଙ୍କ ମାଙ୍କୁ ପଚାରୁ ନାହାନ୍ତି । ଏଥିପାଇଁ ସାଇଙ୍କ ମା ଅନ୍ୟ ଠାରୁ ସାହାଜ୍ଯ ମାଗି ସାଇଙ୍କ ପାଠ ପଢା ଖର୍ଚ୍ଚ ଉଠାଉଥିଲେ । ତାଙ୍କ ବାପାଙ୍କ ନାଁ ହେଉଛି ବିକାଶ ନନ୍ଦ । ସାଇଙ୍କ ବାପା ନିଜ ପୁଅ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତି । ସାଇ କିପରି ପାଠ ପଢୁଛନ୍ତି ତାଙ୍କ ବାପା ଖବର ରଖିଥିଲେ । ସାଇ ପୁରୀରେ ସ୍କଲାରସିପ ଛାତ୍ର ଭାବେ ଅଧ୍ୟୟନ କରୁଥିଲେ ।
ଏହା ପରେ ସାଇ ଭୁବନେଶ୍ଵରରେ ପାଠ ପଢୁଥିଲେ । ତେବେ ସାଇ ଶ୍ରୀ ନିଜର ମୃ-ତ୍ୟୁ ପୂର୍ବରୁ ନିଜର ଇଂଷ୍ଟାଗ୍ରାମରେ ଏକ ପୋଷ୍ଟ କରି କିଛି ଲେଖି ଯାଇଛନ୍ତି ଯେ ସେ କିପରି ଭାବେ ଡିପ୍ରେସନରେ ରହୁଥିଲେ ଏମିତି ଅନେକ କିଛି । ତେବେ ସାଇଙ୍କ ମୃ-ତ୍ୟୁର ପ୍ରକୃତ କାରଣ କଣ ତାହା ଏ ଯାଏଁ ପୋଲିସ ତଦନ୍ତ ଚଲାଇଛି ।
ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।