ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବଲିଉଡ କିଂ ଖାନ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ମୁମ୍ବାଇ ଡ୍ର-ଗ୍ସ ମା-ମ-ଲାରେ ବର୍ତ୍ତମାନ ଆର୍ଥନ ଜେ-ଲରେ ଦିନ କାଟୁଛନ୍ତି । ତାଙ୍କ ସହ ତାଙ୍କର ବନ୍ଧୁ ମାନେ ମଧ୍ୟ ଏହି ମା-ମ-ଲାରେ ସାମିଲ ଥିବାରୁ ଜେ-ଲରେ ଅଛନ୍ତି । ତେବେ ଶାହରୁଖ ନିଜର ପୁଅକୁ ମୁକୁଳାଇବା ପାଇଁ ନିଜର ପ୍ରାଣପ୍ରଣେ ଉଦ୍ୟମ ଜାରି ରଖିଛନ୍ତି । ବର୍ତ୍ତମାନ ଡ୍ର-ଗ୍ସ ମା-ମ-ଲାରେ ଏକ ବଡ ଖବର ଆସି ପହଞ୍ଚିଛି । ସୂଚନା ଅନୁସାରେ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଏହି ମା-ମ-ଲାରୁ ମୁ-କ୍ତ କରିବା ପାଇଁ ଏନସିବୀର ଜେଣ ଅଫିସର ଡି-ମା-ଣ୍ଡ କରିଥିଲେ ୨୫ କୋଟି ଟଙ୍କା ।
ଏହି ମା-ମ-ଲାରେ ଜଣେ ସାକ୍ଷୀ ଆଣିଛନ୍ତି ଏମିତି ସାଂ-ଘା-ତି-କ ଅ-ଭି-ଯୋ-ଗ । ଯାହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ହୋଇ ପଡିଛି । ଯେଉଁ ବ୍ୟକ୍ତି ଅ-ଭି-ଯୋ-ଗ କରିଛନ୍ତି ତାଙ୍କ ନାଁ ହେଉଛି ପ୍ରଭାକର ସେଲ । ସେ ନିଜ ମତ ଦେଇଛନ୍ତି ଯେ କୃଜ ଡ୍ର-ଗ୍ସ ପାର୍ଟି ପର ଦିନ ଆର୍ୟନଙ୍କୁ ଛାଡିବା ପାଇଁ ଏକ ଡିଲ ହୋଇଥିଲା । ଏହି ଡିଲ ଅନୁଯାୟୀ ୨୫ କୋପତି ଟଙ୍କା ଦାବି କରା ଯାଇଥିବା ବେଳେ ୧୮ କୋଟି ଟଙ୍କାରେ ଏହି ଡିଲ ଫାଇନାଲ ହୋଇଥିଲା । ଏଥିରେ ଏନିସିବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଦେ ୮ କୋଟି ଟଙ୍କା ନେଇଥାନ୍ତେ ।
ଅନ୍ୟ ଟଙ୍କା ଗୁଡିକ ଅନୁ ଅଧିକାରୀ ମାନଙ୍କୁ ବଣ୍ଟା ଯାଇଥାନ୍ତା ବୋଲି ଏହି ଡିଲରେ ଫାଇନାଲ ହୋଇଥିଲା । ଆର୍ୟାନ ଗିରଫ ହେବା ପରେ ଜଣେ ବ୍ୟକ୍ତିବଙ୍କା ସହ ତାଙ୍କର ଫୋଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେହି ବ୍ୟକ୍ତି ଜଣକ ହେଉଛନ୍ତି କିରଣ ଗୋସାଭି । ପ୍ରଭାକର ତାଙ୍କର ବଡିଗାର୍ଡ ଥିଲେ ବୋଲି ଜଣା ପଡିଛି । ଘଟଣା ଦିନ ରାତିରେ ପ୍ରଭାକର ଙ୍କୁ ଏହି ଡିଲ ସମ୍ପର୍କରେ ସୂଚନା ମ୍ଳିଥିଲା । ଏପରିକି ମହାଲକ୍ଷ୍ମୀ ଷ୍ଟ୍ରିଟକୁ ଯାଇ ୫୦ ଲକ୍ଷ ଟଙ୍କା ନଗତ ଆଣିବାକୁ କୁହା ଯାଇଥିଲା ।
ଏକ ନୀଳ କାରରେ କିଛି ଲୋକ ମାନେ ୩୮ ଲକ୍ଷ ଟଙ୍କା ନେଇ ତା ପର ଦିନ ଦେବାକୁ କହିଥିଲେ । ଏହି ମା-ମ-ଲାରେ ଶାହରୁଖ ଙ୍କ ମ୍ୟାନେଜର ପୂଜା ଓ ସମ ଡିସୋଜାଙ୍କ ନାଁ ସାମିଲ ରହିଛି । ଘଟଣା ଦିନ ରାତିରେ ପୂଜାଙ୍କ ସହ ଆଲୋଚନା ମଧ୍ୟ ହୋଇଥିଲା । ଏହା ସହ ତାଙ୍କ ସହ ଭେଟ କରିବାକୁ ମଧ୍ୟ ଆସିଥିଲେ । କିନ୍ତୁ ରାତିରେ ଫୋନ ରିସିଭ ନ କରିବାରୁ ଏହି ଦିଲ ଅଧାରୁ ରହି ଯାଇଥିଲା । ତେବେ ସମ ଡିସୋଜା କିଏ ତାହା ଏ ଯାଏଁ ଜଣା ପଡି ନାହି ।
ପ୍ରଭାକର ଏ ନେଇ କୋର୍ଟରେ ସତ୍ୟ ପାଠ ଦାଖଲ କରିଛନ୍ତି । ପ୍ରଭାକର ଆଣିଥିବା ଏହି ଅଭଯୋଗକୁ ମିଠା କହିବା ସହ ଏହାର ଖଣ୍ଡନ କରିଛନ୍ତି ସମୀର ୱାଙ୍ଖଡେ । ଏହାର ସଠିକ ଜବାବ ବହୁତ ଜଲ୍ଦି ଦେବେ ବୋଲି ସମୀର ୱାଙ୍ଖଡେ କହିଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।