ଚପଲ ସ୍କୁଟି ରଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ଆଉ ତା ପରେ…

ନମସ୍କାର ବନ୍ଧୁଗଣ । ଭୁବନେଶ୍ଵରର ବିନ୍ଦୁସାଗର ରେ ଏକ ମୃ-ତ ଶରୀର ଉଦ୍ଧାର କରା ଯାଇଛି । ସେହି ମୃ-ତ-କଙ୍କୁ ଖୋଜିବା ପାଇଁ ଅଗ୍ନିସମ ବାହିନୀ ଗତ କାଲି ୧୦ଟାରୁ ସର୍ଚ୍ଚ କରିବାକୁ ଲାଗିଥିଲେ । ସେହି ଅଗ୍ନିସମ ବାହିନୀର ଜଣେ ଅଧିକାରୀ ମତ ଦେଇଛନ୍ତି ଯେ ସେହି ମୃ-ତ-କ ଜଣକ ଗୋଟେ ଜାଗାରେ ଚପଲ ରଖି ହୁଏ ତ ପାଣି ଭିତରକୁ ଡେଇଁ ଆ-ତ୍ମ-ହ-ତ୍ୟା କରିଛନ୍ତି ବୋଲି ଆଶଙ୍କା କରା ଯାଉଛି । ସେହି ମୃ-ତ ବ୍ୟକ୍ତି ଜଣକ ପାଣିରେ ଅଧିକ ଦଳ ଥିବା ଯୋଗୁ ମାଟି ଭିତରେ ଛନ୍ଦି ହୋଇ ତାଙ୍କର ମୃ-ତ୍ୟୁ ହୋଇଛି ବୋଲି ଅନୁମାନ କରା ଯାଉଛି ।

ଯେତିକି ସମୟ ପାଣି ଭିତରେ ବୁଡିବା କଥା ସେତିକି ସମୟ ହୋଇ ନ ଥିଲା ବୋଲି ଆଶଙ୍କା କରା ଯାଉଛି । ଅଗ୍ନିସମ ବାହିନୀ ୧୫ ଫୁଟ ଦୂରରୁ ଯେଉଁଠାରେ ଲୋକ ମାନେ ତୁଠରେ ସ୍ନାନ କରୁଛନ୍ତି ସେହି ଜାଗାରେ ନିଜର ମିସନ ଆରମ୍ଭ କରିଥିଲେ । ଶେଷରେ ସେହି ମୃ-ତ-କଙ୍କ ଶ-ବ ଆଜି ସକାଳୁ ଉଦ୍ଧାର ହୋଇଛି । ରାତି ୧୨ଟାରେ ଅଗ୍ନିସମ ବାହିନୀ ଆସି ସ୍କୃଭା ଡ୍ରାଇଭରଙ୍କ ସାହାଜ୍ଯରେ ପାଣିରେ ବୁଡି ରାତି ୩ଟା ଯାଏଁ ସର୍ଚ୍ଚ କରିଥିଲେ । ସେହି ମୃ-ତ-କ ଯୁବକ ଜଣକ ନିଜର ଇଂଷ୍ଟାଗ୍ରାମରେ ଏକ ଆ-ତ୍ମ-ହ-ତ୍ୟା କରିବାର ଏକ ନୋଟ ପୋଷ୍ଟ କରିଛି ନିଜର ମୃ-ତ୍ୟୁ ପୂର୍ବରୁ ।

ଏହି ପୋଷ୍ଟରେ ମୃ-ତ ଯୁବକ ଜଣକ ୪ଟି ପାରାଗ୍ରାଫ ମଧ୍ୟ ଦେଇ ଥିବାର ନଜର ଆସିଛି । ଏହି ପୋଷ୍ଟରେ ଲେଖା ଯାଇଛି ଯେ ବିଭିନ୍ନ କାରଣ ଯୋଗୁ ଡିପ୍ରେସନରେ ଥିବାରୁ ଯୁବକ ଜଣକ ଆ-ତ୍ମ-ହ-ତ୍ୟା କରୁଛନ୍ତି । ଯାହା ତାଙ୍କର ପରିବାର ଲୋକେ ପଠାଇଛନ୍ତି । ଗତ କଳାଇ ରାତି ୧୦ଟା ରେ ମୃ-ତ ଯୁବକ ଜଣକ ନିଜର ଆତ୍ମହତ୍ୟା କରିବନାର ପୋଷ୍ଟ ଇଂଷ୍ଟାଗ୍ରାମ ରେ ସେୟାର କରିଥିଲେ ।

ବର୍ତ୍ତମାନ ତାଙ୍କର ପରିବାର ଲୋକ ମାନେ ତାଙ୍କର ମୃ-ତ ଶରୀର ଦେଖିବାକୁ ପାଇଛନ୍ତି । ବର୍ତ୍ତମାନ ପୋଲିସ ଏହାର ସଠିକ ଭାବେ ତଦନ୍ତ କରିବା ସହ ଶ-ବକୁ ପୋ-ଷ୍ଟ ମ-ର୍ଟ-ମ କରିବା ପାଇଁ ପଠାଯିବ ବୋଲି ସୂଚନା ଦେଇହି । ତେବେ ମୃ-ତ ଯୁବକ ଜଣକ ଲେଖିଥିବା ପୋଷ୍ଟ ରୁ ସ୍ପଷ୍ଟ ହେଉଛି ଯେ ସେ ଆ-ତ୍ମ-ହ-ତ୍ୟା କରିଛନ୍ତି ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜାରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *