4 ଦିନ ପିଅନ୍ତୁ, ହାଡରେ କଷ୍ଟ, ଅନିଦ୍ରା, କ୍ୟାଲସିୟମର ଅଭାବ 90 ବର୍ଷ ପର୍ଯ୍ୟନ୍ତ ହେବ ନାହିଁ

ବୟସ କ୍ରମେ ଲୋକ ମାନଙ୍କର ଅନେକ ରୋଗ ସୃଷ୍ଟି ହୋଇଥାଏ । ବିଶେଷ କରି ବୃଦ୍ଧାବସତାହରେ ପୁରୁଷ ଓ ମହିଳା ଉଭୟଙ୍କ ଠାରେ ଆଁଠୁ ଗଣ୍ଠି ବା ଅଣ୍ଟା ବିନ୍ଧା ଅଧିକ ଅଧିକ ଦେଖାଯାଏ । ଏଥିପାଇଁ ଅନେକ ଲୋକ ମନେ କଷ୍ଟ ଅନୁଭବ କରିଥାନ୍ତି । କିଛି କ୍ଷେତ୍ରରେ ଲୋକ ଏମାନେ ମେଡ଼ିସିନର ବ୍ୟବହାର କରିଥାନ୍ତି । କିନ୍ତୁ ଏଥିରେ କିଛି ମାତ୍ରାରେ ସୁଫଳ ମିଳିଥାଏ ତ ଆଉ କିଛି କ୍ଷେତ୍ରରେ କୌଣସି ସୁଫଳ ମିଳେ ନାହି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ରେମେଡି ନେଇ ଆସିଛୁ ଯାହାର ପ୍ରୟୋଗ କରିବା ଦ୍ଵାରା ଆପଣଙ୍କର ଏହି ସବୁ ସମସ୍ୟାର ନିବାରଣ ହୋଇ ପାରିବ ।

ତେବେ ଏହି ରେମେଡି ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ରହିଛି ଶୁଖିଲା ନଡିଆ ଯାହା ଶରୀରରେ ରକ୍ତ ସମସ୍ୟାରୁ ଦୂର ରଖିଥାଏ । ଶୁଖିଲା ନଡିଆରେ ପ୍ରଚୁର ପରିମାଣରେ ଆଇରନ ଥିବାରୁ ଏହା ଶରୀର ପାଇଁ ହିତକାରକ ହୋଇଥାଏ । ଏହା ପରେ ରହିଛି ଧଳାରାଶି ଯେଉଁଥିରେ କ୍ୟାଲିସିୟମ, ଜିଙ୍କ, କପର, ମ୍ୟାଗ୍ନେସିୟମମ ଓ ଫାଇଭର ପ୍ରଚୁର ପରିମାଣରେ ମିଳିଥାଏ । ଅମା ଶରୀରର ହାଡ ଓ ଦାନ୍ତ ମଜବୁତ କରିବା ପାଇଁ ରାଶି ଲାଭଦାୟକ ହୋଇଥାଏ । ଏହା ମସ୍ତିସ୍କ ପାଇଁ ମଧ୍ୟ ଦରକାରୀ ହୋଇଥାଏ ।

ଏଥିରେ ଥିବା ଏମୀନୋ ଏସିଡ ଦାନ୍ତ, ହାଡ ଓ ମସ୍ତିସ୍କକୁ ଶକ୍ତିଶାଳୀ କରିବାରେ ସାହାଜ୍ଯ କରିତହାଏ । ଏହା ପରେ ରହିଛି ମିଶ୍ରି ଯାହାର ସେବନ ଦ୍ଵାରା ହିମୋଗ୍ଲୋବିନ ବୃଦ୍ଧି ପାଇଥାଏ । ଏହା ସହ ଗଳା ସମସ୍ୟାରୁ ମୁକ୍ତି ପାଇବା ପାଇଁ ମିଶ୍ରିର ଆବଶ୍ୟକ ଅଧିକ ହୋଇଥାଏ । ଶେଷ ସାମଗ୍ରୀ ହେଉଛି ପାନମଧୁରୀ ଯେଉଁଥିରେ ଭରପୁର ମାତ୍ରାରେ କ୍ୟାଲସିୟମ ରହିଥାଏ ଯାହା ଦ୍ଵାରା ଅନେକ ରୋଗର ଉପସମ ହୋଇଥାଏ । ଏହା ପରେ କିଛି ନଡିଆ ଖଣ୍ଡ ସହ ଦୁଇ ଚାମଚ ରାଶି ନେଇ ଭଲ ବାହାବେ ଗୁଣ୍ଡ କରନ୍ତୁ । ପ୍ରଥେମ ଆପଣ ଏକ ଗ୍ଳାସ କ୍ଷୀର ନିଅନ୍ତୁ ।

ଏହା ଭଲ ବାହାବେ ଫୁଟିବା ପରେ ଏଥିରେ ଏକ ଚାମଚ ପାନମଧୁରୀ ଆଡ କରନ୍ତୁ । ଏହାକୁ ଦୁଇରୁ ତିନି ମିନିଟ ଯାଏଁ ଭଲ ଭାବେ ଫୁଟାନ୍ତୁ । ଯେମିତି କ୍ଷୀରରେ ପାନମଧୁରୀର ସବୁ ପୋଷକତତ୍ଵ ମିଶି ପାରିବ । ପାନମଧୁରୀରେ ମିସିଥିବା କ୍ଷୀର ସେବନ କରିବା ଦ୍ଵାରା ଆଁଠୁ ଗଣ୍ଠି ବା ମାଂସପେଶୀରେ କଷ୍ଟ ହେଉଥିଲେ ଏଥିରୁ ଉପସମ ମିଳିବ । ଏହା ସହ ଓଜନ ମଧ୍ୟ ହ୍ରାସ ପାଇବ । ଏହାର ସେବନ ରାତି ସମୟରେ କରିଲେ ନିଦ ଭଲ ହୋଇଥାଏ । କ୍ଷୀର ଓ ପାନମଧୁରୀ ଭଲ ଭାବେ ଫୁଟିବା ପରେ ମିଶ୍ରି ଓ ନଡିଆ ପାଉଡର ପକାନ୍ତୁ ।

ଏହା ପରେ ଏହାକୁ ଏକ ପାତ୍ରରେ ଛାଣି ଦିଅନ୍ତୁ । ଏହି କ୍ଷୀରର ସେବନ ଆପଣ ଦିନକୁ ଦୁଇ ଥର କରି ପାରିବେ । ସକାଳେ ଖାଇବା ସମୟରେ ଓ ରାତିରେ ଖାଇବା ସମୟରେ ଆପଣ ଏହି କ୍ଷୀରର ସେବନ କରିଲେ ଭଲ ହୋଇଥାଏ । ଯେଉଁ ମାନଙ୍କର ନିଦ୍ରା ଜନୀତ ସମସ୍ଯା ରହିଛି ସେମାନେ ମଧ୍ୟ ଏହାର ସେବନ କରି ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *