ମନେପଡେ ଆଜି ମହାବାତ୍ୟାର କରାଳ ରୂପ, ସେଦିନ ଥିଲା Oct 29 ଶୁକ୍ରବାର ଆଜି ବି ଶୁକ୍ରବାର, ପ୍ରଳୟର ସେହି ଦୃଶ୍ୟ ଦେଖିଲେ ଥରି ଉଠେ ଛାତି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ୧୯୯୯ ମସିହାର ଅକ୍ଟୋବର ୨୯ର ମ-ହା-ବା-ତ୍ୟାରେ ପ୍ରକୃତିର କ-ରା-ଲ ରୂପରେ ଛା-ର-ଖା-ର ହୋଇଥିଲା ଓଡିଶା । ୧୯୯୯ ମସିହା ଅକ୍ଟୋବର ୨୫ରେ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିଲା ଲ-ଘୁ-ଚା-ପ ଯାହା ସମୟ କ୍ରମେ ମ-ହା-ବା-ତ୍ୟା-ର ରୂ-ପ ନେଇଥିଲା । ଅକ୍ଟୋବର ୨୮ରେ ସୁଲୁସୁଲିଆ ପବନ ବୋହିବା ସହ ବର୍ଷା ଆରମ୍ଭ ହୋଇଥିଲା । ଏହା ପରେ ଅକ୍ଟୋବର ୨୯ରେ ପ୍ର-ଳ-ୟ-କା-ରୀ ରୂପରେ ଅ-ବ-ପା-ତ ହୋଇଥିଲା ଏହି ମ-ହା-ବା-ତ୍ୟା ଓଡିଶାରେ ।

ସକାଳ ୧୦ଟା୩୦ମିନିଟରେ ଓଡିଶାର ଉପକୂଳ ଜଗତସିଙ୍ଘପୁର ଜିଲ୍ଲାର ଏରସମା ଓ ବାଲିକୁଦ ଅଞ୍ଚଳରେ ହି-ଟ କରିଥିଲା । ସେତେବେ ବେଳକୁ ପବନର ବେଗ ଥିଲା ୨୪୦ରୁ ୨୬୦ କିମି । ମ-ହା-ବା-ତ୍ୟାରେ ପବନର ବେଗ ଯେତିକି ଭ-ୟ-ଙ୍କ-ର ନ ଥିଲା ସେତିକି ଭ-ୟ-ଙ୍କ-ର ଥିଲା ସମୁଦ୍ର । ଯାହା ପାର ୨କିମି ଦୂରକୁ ମା-ଡି ଆସିଥିଲା ୩୦ଫୁଟ ଉଚ୍ଚର ସମୁଦ୍ର ଜୁ-ଆ-ର । ପବନର ବେଗ ସହ ପ୍ରବଳ ବର୍ଷା ଓ ସମୁଦ୍ରର ତା-ଣ୍ଡ-ବ ମିଳିତ ଭାବେ ରଚିଥିଲେ ସଂ-ହା-ର ଲୀଳା । ଦେଖୁ ଦେଖୁ ଘରଦ୍ବାରା ମାଟିରେ ମିଶି ଯାଇଥିଲା ।

ଏମିତି କି ଘଣ୍ଟା ପ୍ରତି ୩୫୦କିମି ବେଗରେ ପବନ ହୋଇଥିଲା । ଓଡିଶରା ଉପକୂଳ ଅଞ୍ଚଳ ଗୁଡିକରେ ପାଖାପାଖି ୩୬ ଘଣ୍ଟା ଯାଏଁ ମ-ହା-ବା-ତ୍ୟା ତା-ଣ୍ଡ-ବ ରଚିଥିଲା । ଗାଁ ଗଣ୍ଡା ଛାରଖାର କରି ଦେଇଥିଲା ଏହି ମ-ହା-ବା-ତ୍ୟା । ସେଦିନର ମା-ହା-ବା-ତ୍ୟା-ରେ- କେନ୍ଦ୍ରାପଡା, ପୁରୀ, କଟକ,ଖୋର୍ଦ୍ଧା ଜିଲ୍ଲାର ପାଖାପାଖି ଦେଢ ଲକ୍ଷ ଲୋକ ବାସହରା ହୋଇଥିବା ବେଳେ ପ୍ରାୟ ୧୦ହଜାର ରୁ ଅଧିକ ଲୋକ ପ୍ରା-ଣ ହ-ରା-ଇ ଥିଲେ । ଏହା ସହ କେତେ ଜୀବଜନ୍ତୁ ପ୍ରା-ଣ ହ-ରା-ଇ-ଛ-ନ୍ତି- ତାହାର ହିସାବ ନାହି । ମ-ହା-ବା-ତ୍ୟା ରେ ସବୁଠାରୁ ଅଧିକ କ୍ଷ-ତି ସହିଥିଲା ଜଗତସିଙ୍ଘପୁର ।

ଅନ୍ୟ ପଟେ ଏରସମା ବ୍ଲକ ରେ ମୃ-ତ୍ୟୁ ର ତା-ଣ୍ଡ-ବ ରଚିଥିଲା ଏହି ମ-ହା-ବା-ତ୍ୟା । ଚାରିଆଡେ ଦେଖିବାକୁ ମିଳିଥିଲା ପ୍ର-ଳ-ୟ ର ପଦ ଚିହ୍ନ । ସେହି ସମୟରେ ଲୋକ ଏମାନେ ନିଜର ଆ-ତ୍ମୀ-ୟ ଓ ପରିବାର ବର୍ଗ ମାନଙ୍କୁ ପାଣି ରେ ଭାସି ଯିବାର ଦୃଶ୍ୟ ଦେଖି ବାହୁନି ବାହୁନି କାନ୍ଦୁଥିଲେ । ଏହି ମ-ହା-ବା-ତ୍ୟାରେ ମା ଆଗରେ ଚାଲିଗଲା ପୁଅ ଓ ସ୍ଵାମୀ ଆଗରେ ଭାସିଗଲା ସ୍ତ୍ରୀ । ଚାରିଆଡେ କେବଳ ଦେଖିବାକୁ ମିଳୁଥିଲା କୂଢ କୂଢ ଶ-ବ । କାହାର ଶ-ବ ଗଛରେ ଥିଲା ତ ଆଉ କାହାର ପାଣିରେ ଭାସୁଥିଲା ।

ସେଦିନର ମ-ହା-ବା-ତ୍ୟାର କ-ରା-ଳ ରୂପ ଆଜି ବି ଲୋକଙ୍କ ମନରେ ଛା-ପ ହୋଇ ରହିଛି । ଆଜି ବି ଲୋକ ମାନେ ମ-ହା-ବା-ତ୍ୟା ରଚିଥିବା ତା-ଣ୍ଡ-ବ-କୁ ଭୁଲି ପାରି ନାହାନ୍ତି । ଏମିତି କି ସେଦିନ ମନେ ପଡିଲେ ରୋ-ମ ଟାଙ୍କୁରି ଉଠେ । ଓଡିଶା ପ୍ରଥମ ଥର ପାଇଁ ଦେଖିଥିଲା ଏମିତି ପ୍ରାକୃତିକ ବିପର୍ଜ୍ୟ । ମ-ହା-ବା-ତ୍ୟାର ଅଭିଜ୍ଞାତା ରାଜ୍ୟବାସୀ ଙ୍କୁ କରାଇଛି ସତର୍କ ଓ ଶିଖାଇଛି ସଂଘର୍ଷ କରି ଜିତିବାର କୌଶଳ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *