ନଭେମ୍ବର 2 ରେ ଧନତେରସରେ ବନୁଛି ଦୁର୍ଲଭ ମହାସଂଯୋଗ…. ଏହି 6 ଟି ରାଶି ହେବେ କୋଟିପତି

ନଭେମ୍ବର ୨ ରେ ଧନତେରସ ପଡିବାକୁ ଯାଉଛି । ଏହି ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରିଲେ ଘରେ ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଥାଏ । ଦୀପାବଳିର ଦୁଇ ଦିନ ପୂର୍ବରୁ ଧନତେରସ ମନାଯାଏ । ଏହି ଦିନ ରାଜଯୋଗ ଓ ମହାସଂଯୋଗ ଘଟିବା ଯୋଗୁ କିଛି ଖାସ ରାଶି ମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି । ଏହି ଦିନ ବିଶେ ରୂପରେ ଲାଭକାରୀ ହେବାକୁ ଯାଉଛି । କିଛି ରାଶି ମାନଙ୍କର ସବୁ ସମସ୍ଯା ଦୂର ହେବା ସହ ଧନର ବର୍ଷା ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ଖାସ ରାଶି ଗୁଡିକ କଣ ରହିଛି ।

ମେଷ ରାଶି : ଏହି ରାଶିର ଲୋକ ମାନଙ୍କ ପାଇଁ ଶୁଭ ସମୟ ରହିବ । ବେପାରରେ ଉନ୍ନତି ହେବ । ଚାକିରି କ୍ଷେତ୍ର ରେ ନୂଆ ପଦ ପାଇବେ । ଆପଣଙ୍କ ଜୀବନର ସବୁ ବାଧା ବିଘ୍ନ ଦୂର ହେବ । କୌଣସି କ୍ଷେତ୍ରରୁ ଧନ ଲାଭ ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହଯୋଗ ଆପଣ ପାଇବେ ।

ମିଥୁନ ରାଶି : ଏହି ରାଶିର ଲୋକ ମାନଙ୍କ ପାଇଁ ସମୟ ଭାଗ୍ୟଶାଳୟ ରହିବ । ଆମ ଲକ୍ଷ୍ମୀ ଓ ଧନର ଦେବତା କୁବେରଙ୍କ କୃପା ଲାଭ ଆପଣଙ୍କୁ ମିଳିବ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ ।

କନ୍ୟା ରାଶି : ଏହି ରାଶିର ଲୋକଅମାନଙ୍କ ଭାଗ୍ୟ ଚମକିବାକୁ ଯାଉଛି । ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ ଧନର ବର୍ଷା ହେବ । ପାରିବାରିକ ମାହୋଲ ଭଲ ରହିବ । ଦାଂପତ୍ଯ ଜୀବନ ସୁଖୟମ ରହିବ । ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ ।

ତୁଳା ରାଶି : ଏହି ରାଶିର ଲୋକ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ । ଛାତ୍ର ମାନଙ୍କ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । ଆପଣଙ୍କର ସବୁ ଇଚ୍ଛା ମା ଲକ୍ଷ୍ମୀଙ୍କ କୃପାରୁ ପୂରଣ ହେବ । ବ୍ୟବସାୟରେ ଭଲ ଲାଭ ହେବା ସହ ଆପଣ ନୂତନ ଯୋଜନା ଆରମ୍ଭ କରିବେ ।

ମୀନ ରାଶି : ଏହି ରାଶିର ଲୋକ ମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ହେବା ହେତୁ ଆପଣଙ୍କ ଭାଗ୍ୟ ଚମକି ଉଠିବ । ଆପଣ ସଠିକ ନିସ୍ପତି ସବୁ କ୍ଷେତ୍ର ରେ ନେବେ । କୌଣସି କ୍ଷେତ୍ରରୁ ଆକସ୍ମିକ ଭାବେ ଧାନ ଲାଭ ହେବ । ସମାଜ ରେ ଆପଣଙ୍କର ମାଣ ସମାନ ପ୍ରତିଷ୍ଠା ହେବ ।

ମକର ରାଶି : ଏହି ରାଶିର ଲୋକ ମାନଙ୍କର ସବୁ କାମରେ ଶୁଭ ଫଳ ଲାଭ ହେବ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ଘରେ ସୁଖ ସମୃଦ୍ଧିର ଆଗମନ ହେବ । ବିଦେଶକୁ ଯାତ୍ରା କରିବେ । ନୂତନ ଚାକିରି ଆପଣ ପାଇବେ । ଆପଣଙ୍କର ଆୟରେ ବୃଦ୍ଧି ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *