99% ଲୋକ ଦୀପାବଳିରେ କରନ୍ତି ଏହି 8ଟି ଭୁଲ, ଯାହା ପାଇଁ ଆପଣଙ୍କ ଘରର ଲକ୍ଷ୍ମୀ ଚାଲି ଯାଆନ୍ତି ଅନ୍ୟ ଘରକୁ…. ଆପଣ କରୁ ନାହାନ୍ତି ତ ଏହି ଭୁଲ

ଚଳିତ ବର୍ଷ ଦୀପାବଳି ନଭେମ୍ବର ମାସ ୪ରେ ପଡିବାକୁ ଯାଉଛି । ଏହି ଦିନ ମା ଲକ୍ଷ୍ମୀଙ୍କ ପୂଜା ପାଠ ଭକ୍ତି ଭାବରେ କରିଲେ ତାଙ୍କର କୃପା ଲାଭ ହୋଇଥାଏ । ଏହି ଦିନ ମା ଲକ୍ଷ୍ମୀଙ୍କ ପୂଜା ରେ ବା ଅନ୍ୟ କୌଣସି ବିଧିରେ ଏମିତି କିଛି ଭୁଲ କରିଥାଉ ଯାହା ଦ୍ଵାରା ମା ଲକ୍ଷ୍ମୀଙ୍କର କୃପା ଲାଭ ହୋଇପାରେ ନାହି । ଏମିତି କିଛି ଜିନିଷ ରହିଛି ଯାହା ଦୀପାବଳି ଦିନ ଦାନ କରିବା ଅନୁଚିତ । ଆଜି ଆମେ ଅପାନ ଅମାନଙ୍କୁ ଦୀପାବଳି ଦିନ କେଉଁ କାମ କରିବା ଉଚିତ ନୁହେଁ ସେହି ବିଷୟରେ କହିବାକୁ ଯାଉଛୁ ।

ଦୀପାବଳିରେ ଜେଣ ଅନ୍ୟ ଜଣଙ୍କୁ ଉପହାର ଦେଇଥାନ୍ତି । କିନ୍ତୁ ଉପହାର ଦେବା ସମୟରେ କେହି ଭାବନ୍ତି ନାହି କି କଣ ଗିଫ୍ଟ ଦେବା ବା ନେବା ଉଚିତ । ଭୁଲରେ ବି ଦୀପାବଳି ଦିନ ମା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ମୂର୍ତ୍ତି ଦାନ କରିବା ଉଚିତ ନୁହେଁ । ଏହା ସହ ଅନ୍ୟ ଠାରୁ ମଧ୍ୟ ଉପହାରା ଆଣନ୍ତୁ ନାହି । ଏପରି କରିବା ଦ୍ଵାରା ଆପଣଙ୍କୁ ପୂଜାର ଫଳ ପ୍ରାପ୍ତ ହେବ । ଦୀପାବଳି ଦିନ ମା ଲକ୍ଷ୍ମୀଙ୍କର ଆଗମନ ହେବା ପାଇଁ ପ୍ରସ୍ତୁତି କରିଥାଉ । କିନ୍ତୁ ଏହି ଦିନ ମା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ଫୋଟୋ ଉପହାର ଆଣିବେ ନାହି କି ଅନ୍ୟକୁ ଦାନ ଦେବେ ନାହି ।

ଏହା ସହ ଦୀପାବଳି ଦିନ ଚାନ୍ଦି କେନ ଯେଉଁଥିରେ ମା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ଫୋଟୋ ଥିଲେ ତାହା କେବେ ବି ଅନ୍ୟକୁ ଗିଫ୍ଟରେ ଦେବା ଉଚିତ ନୁହେଁ । ଏହି ପଇସାକୁ ଆପଣ ନିଜ ଘରେ ଦୀପାବଳି ଦିନ ଘରକୁ ଆଣି ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରନ୍ତୁ । ଏମିତି କି ସୁନା ଜିନିଷ ମଧ୍ୟ ଦିପାବଳି ଦିନ ଅନ୍ୟକୁ ଦେବା ଉଚିତ ନୁହେଁ । ବରଂ ନିଜ ଘରକୁ ନିଜ ସାମର୍ଥ୍ୟ ଅନୁଯାୟୀ ସୁନା ବା ରୂପା ଜିନିଷ ଘରକୁ ଆଣନ୍ତୁ । ଏହି ଦିନ କେବେ ବି ଅନ୍ୟକୁ କରଜ ଦିଅନ୍ତୁ ନାହି କି କରଜ ଆଣନ୍ତୁ ନାହି ।

ଏହା ଦ୍ଵାରା ଆପଣ ଜୀବନ ସାରା ଦରିଦ୍ରତାର ସାମନାକୁ କରିବାକୁ ପଡିବ । ଏହା ବ୍ୟତୀତ ଘଡି ହେଉଛି ସମର ପ୍ରତୀକ । ଯଦି ଦିପାବଳି ଦିନ ଘଡି ଦାନ କରାଯାଏ ତେବେ ଆପଣ ନିଜର ଭଲ ସମୟ ଏନିକୁ ଦେଇଥାଉ । ଏପରି କରିବା ଦ୍ଵାରା ନିଜର ଖରାପ ସମୟର ଆରମ୍ଭ ହେବା ସହ ଅନ୍ୟର ଭଲ ସମୟ ଆରମ୍ଭ ହୋଇଥାଏ । ଦୀପାବଳି ଦିନ ଆପଣ ପୂଜା ସାମଗ୍ରୀ ଅନ୍ୟକୁ ଉପହାର ଦିଅନ୍ତୁ ନାହି କି ଅନ୍ୟ ଠାରୁ ଆଣନ୍ତୁ ନାହି ।

ଏପରି କରିବା ଦ୍ଵାରା ଆପଣ ଯାହାକୁ ପୂଜା ଜିନିଷ ଦିଅନ୍ତୁ ତେବେ ତାର ଫଳ ସେହି ବ୍ୟକ୍ତି ପାଇବେ । ଦୀପାବଳିର ପୂଜା ଶୁଭ ମୂହୁର୍ତ୍ତରେ କରିବା ଉଚିତ । ଏହି ଦିନ ଆପଣଙ୍କ ଘରେ ଥିବା ଭଙ୍ଗା ଘଡି, ଫରନିଚର ବାହାର କରିଦେବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *