ବଦଳିଗଲା କି Salman-SRKଙ୍କ ସଂପର୍କ? ଜାମିନ କାଗଜରେ ଦସ୍ତଖତ ପାଇଁ Juhiଙ୍କୁ କାହିଁକି ବାଛିଲେ ଶାହରୁଖ ?

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବଲିଉଡ କିଙ୍ଗ ଖାନ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଡ୍ର-ଗ୍ସ ମା-ମ-ଲା-ରୁ ମୁ-କ୍ତ ହୋଇ ବର୍ତ୍ତମାନ ଜେ-ଲ-ରୁ ବାହାରି ସାରିଛନ୍ତି । ବର୍ତ୍ତମାନର ବଡ ଖବର ହେଉଛି ଯେ କଣ ସଲାମାନ ଖାନ ଓ ଶାହରୁଖ ଖାନଙ୍କ ସମ୍ପର୍କ ବଦଳି ଯାଇଛି । ପୁଅ ଆରୟନ ଜେ-ଲ-ରୁ ବାହାରକୁ ଆସିବା ପରେ ଗୋଟିଏ କଥା ଚର୍ଚ୍ଚା ହେଉଛି ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଲମାନଙ୍କ ଠାରୁ ଅଧିକ ବିଶ୍ଵାସ ଶାହରୁଖ ଅଭିନେତ୍ରୀ ଜୁହୀ ଚାୱଲାଙ୍କ ଉପରେ କରୁଛନ୍ତି କି ?

କାରଣ ଜୁହୀ ଚାଵଲା ଆର୍ୟନଙ୍କ ସିୟୁରୀତି ବ-ଣ୍ଡ ଉପରେ ସା-ଇ-ନ କରିବା ସହ ୧ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲି ତାଲିକାରେ ଆର୍ୟାନ ଖାନ ବାହାରକୁ ଆସିଥିଲେ । ସାଲାନ ସେହି ବ୍ୟକ୍ତି ଯେତେବେଳେ ଆର୍ୟାନଙ୍କ ବେଳ ଅଗ୍ରାହ୍ୟ ହୋଇଥିଲେ ସେ ଶାହରୁଖଙ୍କୁ ଦେଖା କରିବା ପାଇଁ ମନତ ଆସିଥିଲେ । ଶାହରୁଖଙ୍କ ବି-ପ-ଦ ସମୟରେ ସଲମାନ ତାଙ୍କ ପାଖରେ ରହିବା ସହ ତାଙ୍କୁ ସମର୍ଥନ ମଧ୍ୟ କରିଥିଲେ । ଏମିତିକି ସଲମାନ ନିଜ ପିତା ସଲିମ ଖାନଙ୍କୁ ଧ-ରି ମନତ ଆସିଥିଲେ ।

ତେବେ ବର୍ତ୍ତମାନ ପ୍ରଶ୍ନ ଉଠିଛି କଣ ପାଇଁ ସାହାରୁଖ ସଲମାନଙ୍କ ସାଇନ ନେଲେ ନାହି ଆର୍ୟନଙ୍କ ବେ-ଲ ପାଇଁ ? ଏହାର କାରଣ କଣ ହୋଇପାରେ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହି । ଏମିତି ବି ହୋଇପାରେ ସଲମାନ ଅନେକ ଥର ଜେ-ଲ ଯାଇ ଆସିଥିବାରୁ ତାଙ୍କର ସାଇନ କୌଣସି ମୂଲ୍ୟ ରଖିବ ନାହାଇ ବୋଲି ଶାହରୁଖ ଭାବିଥିବେ । ଏମିତି ବି ହୋଇପାରେ ଶାହରୁଖଙ୍କ ପୁଅର କ୍ଳିନ ଚି-ଟ ଦେବା ପାଇଁ ଏକ ଭଲ ବ୍ୟକ୍ତିର ଆବଶ୍ୟକ ପଡିଥିଲା । ଯାହାର ଅପସନ ଭାବେ ଶାହରୁଖଙ୍କ ପାଖରେ ଜୁହୀ ଚାୱଲାଙ୍କ ଅପେକ୍ଷା କେହି ନ ଥିଲେ ।

ଶାହରୁଖଙ୍କର ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ବ-ନ୍ଧୁ ଅଛନ୍ତି । ଯେମିତକୀ ପୂଜା ଦତ୍ତ ଯିଏ ତାଙ୍କର ମ୍ୟାନେଜର ଭାବେ ସବୁ କାମ କରନ୍ତୁ । ଏମିତିକି ଫରା ଖାନ ଯିଏ ଶାହରୁଖଙ୍କ ଭଲ ବନ୍ଧୁ ଓ ପୁରୁଣା ବନ୍ଧୁ ଭାବେ ଅଭିନେତ୍ରୀ କାଜୋଲ ମଧ୍ୟ ଅଛନ୍ତି । ଏହା ସତ୍ବେ ମଧ୍ୟ ଏମିତି କଣ କାରଣ ଥିଲା କି ଆର୍ୟନ ଙ୍କ ବେ-ଲ ପାଇଁ ସାଇନ କରିବାକୁ ସାହରୁଖ ଜୁହୀ ଚାଵାଲାଙ୍କୁ ଚୟନ କରିଲେ । ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି ଯେ ବୋଧ ହୁଏ ସଲମାନ ଜଣେ ଭଲ ଇଂସୁରେନ୍ସ ନୁହନ୍ତି ଆର୍ୟନ ଖାନଙ୍କ ପାଇଁ ।

ତେଣୁ ଶାହରୁଖ ନିଜ ପୁଅକୁ କୌଣସି ଖ-ରା-ପ ଲୋକଙ୍କ ସଙ୍ଗତରେ ଦେଖିବାକୁ ଇଚ୍ଛା କରନ୍ତି ନାହି । ସଲମାନଙ୍କ ରୋକଠୋକ କଥା ସହ ଦବଙ୍ଗ ଗିରି ବିଷୟରେ କାହାକୁ ନ ଜଣା । ସଲମାନ ନିଜର ସବୁ ଶକ୍ତି ଲଗାଇ ସମୀର ୱାଙ୍ଖଡେଙ୍କ ବି-ରୁ-ଦ୍ଧ-ରେ ସମସ୍ଯା ସୃଷ୍ଟି କରୁଛନ୍ତି ବୋଲି ଶୁଣିବାକୁ ମିଳିଛି । ସମୀରଙ୍କ ଉପରେ ଯେତେବେଳେ ଅ-ଭି-ଯୋ-ଗ ଲାଗିଥିଲା ତାହା ମିଥ୍ୟା ପ୍ରମାଣ କରିବା ସମୟରେ ଆର୍ୟନଙ୍କ ବେ-ଳ ଗ୍ରହଣ କରାଯିବା ଫଳରେ ସେ ଆର୍ଥନ ଜେ-ଲରୁ ବାହାରି ପାରିଛନ୍ତି । ତେବେ ଏହା ଭିତରେ କଣ ରହସ୍ୟ ରହିଛି ତାହା ସମୟ କହିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *