କେମିତି ହୋଇଥିଲା Punit Raj Kumarଙ୍କ ହୃଦଘାତ, ତାଙ୍କ ଘରୋଇ ଡାକ୍ତର ଏବେ ପ୍ରକାଶ କରିଛନ୍ତି… ଦେଖନ୍ତୁ Video କଣ କହୁଛନ୍ତି

ସାଉଥ ସୁପର ଷ୍ଟାର ପୁନୀତ ରାଜକୁମାରଙ୍କ ନି-ଧ-ନ ପରେ ପୁରା ସାଉଥ ଇଣ୍ଡଷ୍ଟ୍ରି ରେ ଶୋ-କର ଛା-ୟା ଖେଳି ଯାଇଛି । ତେବେ ତାଙ୍କର ମୃ-ତ୍ୟୁ ପଛରେ କଣ ର-ହ-ସ୍ୟ ରହିଛି ବର୍ତ୍ତମାନ ପୁନୀତଙ୍କ ଘରୋଇ ଡାକ୍ତର ବଡ ଖୁଲାସା କରିଛନ୍ତି । ପୁନୀତଙ୍କ ଡାକ୍ତର ରାଏ ଦେଇଛନ୍ତି ଯେ ପୁନୀତଙ୍କର ନାଁ ଥିଲା ଡାଇବେଟିସ ନାଁ ଥିଲା ବ୍ଲଡ଼ ପ୍ରେସର ରୋଗ । ଏମିତି କି ଯେତେବେଳେ ପୁନୀତ ତାଙ୍କ ପାଖକୁ ଚେକପ ପାଇଁ ଯାଇଥିଲେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପୁରା ଠିକ ଥିଲା । ଚେକପ ସମୟରେ ପୁନୀତଙ୍କ ରକ୍ତଚାପ ଓ ହୃଦ ସ୍ପନ୍ଦନ ଠିକ ଥିଲା ବୋଲି ତାଙ୍କର ଡାକ୍ତର ମତ ଦେଇଛନ୍ତି ।

ପୁନୀତଙ୍କ ମୃ-ତ୍ୟୁ ଘଟଣା ପରେ ତାଙ୍କ ଘରୋଇ ଡାକ୍ତର ରାମନାରାଓ ଜାତୀୟ ଗଣ ମାଧ୍ୟମରେ ଏକ ଇଣ୍ଟରବିୟୁରେ କହିଛନ୍ତି । ସେ ପୁନୀତଙ୍କ ବ୍ୟକ୍ତିଗତ ଚିକିତ୍ସକ ହୋଇଥିବାରୁ ପୁନୀତଙ୍କ ସ୍ୱାସ୍ଥ୍ୟ କଥା ବୁଝନ୍ତି ବୋଲି ଡାକ୍ତର ରାମନାରାଓ କହିଛନ୍ତି । ସେ କହିଛନ୍ତି ଯେ ଅକ୍ଟୋବର ୨୯ ତାରିଖ ଦିନ ପୁନୀତ ଡାକ୍ତରଙ୍କ ପାଖକୁ ପ୍ରାୟ ୧୧ଟା ୨୦ ମିନିଟରେ ଚେକପ ଯାଇଥିଲେ । ସେହି ସମୟରେ ତାଙ୍କର ରକ୍ତଚାପ ଓ ହାର୍ଟବିଟ ସଂପୂର୍ଣ୍ଣ ନରମାଲ ଥିଲା । ସେହି ସମୟରେ ପୁନୀତ ଦୁର୍ବଳ ଅନୁଭବ କରିବା ସହ ତାଙ୍କ ଶରୀରରୁ ଅଧିକ ମାତ୍ରାରେ ଝାଳ ବୋହୁଥିଲା ବୋଲି ଡାକ୍ତରଙ୍କୁ କହିଥିଲେ ।

ସେ ନିୟମିତ ଭାବେ ଜିମ ଯାଇ ବ୍ୟାୟାମ ଓ ବକସିଙ୍ଗ କରି ସେଦିନ ଫେରିଥିଲେ । ଦେହ ଠିକ ନ ଲାଗିବାରୁ ପୁନୀତ ତାଙ୍କ ଡାକ୍ତରଙ୍କ ପାଖକୁ ଆସିଥିଲେ । କିନ୍ତୁ ତାଙ୍କ ଶରୀରରୁ ଝାଳ ବୋହିବା କିଛି ସ୍ଵାଭାବିକ ଲାଗୁ ନ ଥିଲା । ଇଶଯୀ ରିପୋର୍ଟ ରେ କିଛି କାରଣ ଦେଖାଯିବା ପରେ ଡାକ୍ତର ରାମନରାଓ ପୁନୀତଙ୍କୁ ତୁରନ୍ତ ବିକ୍ରମ ହସ୍ପିଟାଲକୁ ରେଫର କରିଥିଲେ । ସେହି ସମୟରେ ପୁନୀତଙ୍କ ବ୍ଲଡ଼ ପ୍ରେସର ହାର ୧୫୦/୯୦ ଥିଲା । ତାଙ୍କର ଲଂସ ମଧ୍ୟ ଠିକ ଥିଲା । କିନ୍ତୁ ବିକ୍ରମ ହସ୍ପିଟାଲ ରେ ପହଞ୍ଚିବା ପୂର୍ବରୁ ପୁନୀତଙ୍କର ଆଉ ଏକ ହାର୍ଟ ଆଟାକ ଆସିଥିଲା ।

ଯାହା ପୁନୀତଙ୍କ ପାଇଁ ବହୁତ ମା-ରା-ତ୍ମ-କ ଥିଲା । ତେଣୁ ପୁନୀତଙ୍କ ସହ ଯାହା ଘଟିଲା ତାହା ଭାଗ୍ୟର ନିଷ୍ଠୁରତା ବୋଲି ଡାକ୍ତର ସୂଚନା ଦେଇଛନ୍ତି । ପୁନୀତ ଜଣେ ହସ ଖୁସିରେ ରହୁଥିବା ବ୍ୟକ୍ତି ଅଟନ୍ତି । ସେ ତାଙ୍କର ଶରୀରକୁ ନେଇ ପୁରା ଫିଟ୍ଣେସ ଥିଲେ । ସେ ତାଙ୍କର ସ୍ୱାସ୍ଥ୍ୟ କୁ ନେଇ ବହୁତ ଧ୍ୟାନ ଦେଉଥିଲେ ।

ତେବେ ପୁନୀତଙ୍କର ଏପରି ଅ-କା-ଳ ମୃ-ତ୍ୟୁ ପାଇଁ ଦୁଖ ପ୍ରକାଶ କରିଛନ୍ତି ଡାକ୍ତର ରାମନରାଓ । ପୁନୀତଙ୍କର ମୃ-ତ୍ୟୁରେ ତାଙ୍କ ପୁରା ପରିବାର ଦୁଖରେ ଭାଙ୍ଗି ପଡିଛନ୍ତି । ତେବେ ଏହା ସ୍ପଷ୍ଟ ହୋଇଛି ଯେ ପୁନୀତ ରାଜକୁମାରଙ୍କ ମୃ-ତ୍ୟୁ ହୃଦଘାତ ଯୋଗୁ ଘଟିଛି ଅନ୍ୟ କୌଣସି କାରଣ ପାଇଁ ନୁହେଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *