ଯେବେ 80 ବର୍ଷ ପୁରୁଣା ଘରୁ ମିଳିଲା ସାପମାନଙ୍କ ପୁରା ପରିବାର, ଉଦ୍ଧାର କରିବା ସମୟରେ ଯାହା ଘଟିଲା କ୍ୟାମେରାରେ ହେଲା କଏଦ…. ଦେଖନ୍ତୁ Video

ଆମ ଦେଶରେ ଅନେକ ପ୍ରକାରର ସା-ପ ଦେଖିବାକୁ ମିଳିଥାଏ । କିଛି ସା-ପ ଏତେ ବି-ଷ-ଧ-ର ହୋଇଥାନ୍ତି ଯାହାର ଚୋ-ଟରେ ବ୍ୟକ୍ତିର ମୃ-ତ୍ୟୁ ହୋଇଯାଏ । ବିଶେଷ କରି ବର୍ଷା ଦିନରେ ସା-ପ ମାନଙ୍କର ପ୍ରାଦୁର୍ଭାବ ଅଧିକ ଦେଖା ଯାଇଥାଏ । ଆଜିର ଆମ ବି-ଷୟ ବସ୍ତୁ ରହିଛି ଗୋଟିଏ ପରିବାରରୁ ସା-ପ ମାନଙ୍କର ପରିବାର ମିଳିଛି ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗିବା ସହ ଭ-ୟ ମଧ୍ୟ ଲାଗିବ । ଏହି ଘଟଣା ଟି ଘଟିଛି ରତ୍ନାବୀର ଗାଁ ରେ । ଏହି ଗାଁ ରେ ଜଣଙ୍କ ଘରୁ ରୋଷେଇ ଘରୁ କୋବ୍ରା ସା-ପର ଛୁଆ ଗୁଡିକ ଉଧାର କରା ଯାଇଛି ।

ଏହି ଭି-ଡି-ଓ ରେ ଆପଣ ମାନେ ଦେଖିବାକୁ ପାଇବେ ଯେ କୋବ୍ରା ସା-ପର ପୁରା ପରିବାର ରାଇଛି । ଏମିତି କି କୋବ୍ରା ସା-ପର କିଛି ଅଣ୍ଡା ମଧ୍ୟ ରହିଥିବା ବେଳେ ଅନ୍ୟ କିଛି ଛୁଆ ମଧ୍ୟ ବାହାରୁଛନ୍ତି ଯାହା ଏହି ଭି-ଡି-ଓ ରେ ଦୃଶ୍ୟ ହେଉଛି । ତେବେ ସେହି ଘର ପରିବାର ଲୋକେ ଏହିଭଳି ଦୃଶ୍ୟ ଦେଖିବା ପରେ ସା-ପ ଧରାଳି ଙ୍କୁ ତୁରନ୍ତ ସୂଚନା ଦେଇଥିଲେ । ଏହା ପରେ ସା-ପ ଧରାଳି ଜଣକ ଘଟଣା ସ୍ଥଳରେ ପହଞ୍ଚି ସେଠାରୁ କୋବ୍ରା ସା-ପର ସବୁ ଛୁଆ ଗୁଡିକୁ ଉ-ଦ୍ଧା-ର କରିବାରେ ସଫଳ ହୋଇଛି । ଯାହା ଏହି ଭି-ଡି-ଓ ଜରିଆରେ ଆପଣ ମାନେ ଦେଖି ପାରିବେ ।

ସା-ପ ଗୁଡିକ ମାଟିଆର ଏତେ ତଳକୁ ରହିଛନ୍ତି ଯାହାର କଳ୍ପନା କେହି କେବେ କରି ନ ଥିବେ । କୋବ୍ରା ସା-ପର ବି-ଷ ଏତେ ଭ-ୟ-ଙ୍କ-ର ଯେ ଏହାର ଚୋ-ଟରେ ବ୍ୟକ୍ତିର ମୃ-ତ୍ୟୁ ହୋଇଯାଏ । ପାଖାପାଖି ୨୨ ରୁ ଅଧିକ କୋବ୍ରା ସା-ପର ଛୁଆ ଗୁଡିକୁ ଉ-ଦ୍ଧା-ର କରା ଯାଇଛି । ଏହା ପରେ ସା-ପ ଧରାଳି ଜଣକ ଆହୁରି ମାଟି ଖୋଲିବାରେ ଲାଗିଛନ୍ତି । କାରଣ ସେ ଛୁଆ ଗୁଡିକର ମା ଅର୍ଥାତ କୋବ୍ରା ସା-ପକୁ ଖୋଜୁଛନ୍ତି । ତେବେ ଶେଷରେ ସା-ପ ଧରାଳି ଜଣକ କୋବ୍ରା ସା-ପକୁ ଅନେକ ଉଦ୍ୟମ କରିବା ପରେ ଉ-ଦ୍ଧା-ର କରିବାରେ ସଫଳ ହୋଇଛନ୍ତି ।

କୋବ୍ରା ସା-ପ ପ୍ରାୟତ ଘର ମାନଙ୍କରେ ଦେଖିବାକୁ ମିଳିଥାନ୍ତି । କାରଣ ମୂଷା ହେଉଛି ଏମାନଙ୍କର ପ୍ରଧାନ ଖାଦ୍ଯ ଯାହା ଖାଇବା ପାଇଁ ଏମାନେ ଘରେ ପ୍ରବେଶ କରିଥାନ୍ତି । ଏହା ସହ କୋବ୍ରା ସା-ପ ବିଲରେ ମଧ୍ୟ ଲୁଚି କରି ରହିଥାନ୍ତି । କୋବ୍ରା ସା-ପ ଧରା ପଡିବା ସମୟରେ ତାର ଶରୀରରେ ଚମକ ଆସୁଥିଲା କାରଣ ସେ ତାର କେଞ୍ଚୁଲୀ ବାହାର କରୁଥିଲା । ଏହା ସହ ୨୦ରୁ ୨୨ ଟି କୋବ୍ରା ସା-ପର ଅଣ୍ଡା ମଧ୍ୟ ଉ-ଦ୍ଧା-ର କରା ଯାଇଛି । ଯାହା କିଛି ଦିନ ପରେ ଫୁଟିବା ପରେ ସେଥିରୁ ଚୋ-ଟ ଚୋ-ଟ କୋବ୍ରା ସା-ପ ବାହାରିବ । ସା-ପ ଧରାଳି ଜଣକ କୋବ୍ରା ସା-ପକୁ ଏକ ଡବା ଭିତରେ ପୁରାଇବାରେ ସଫଳ ହୋଇଛନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜନିଆବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *