ନମସ୍କାର ବନ୍ଧୁଗଣ । ପେନସନ କଥା ଶୁଣିଲେ ବାର୍ଦ୍ଧକ୍ୟ କଥା ମନେ ପଡିଥାଏ । କାରଣ ୬୦ ବର୍ଷ ପରେ ପେନସନ ମିଳିଥାଏ । ଏହି ନିୟମକୁ ବର୍ତ୍ତମାନ ବଦଳାଇ ଦିଆ ଯାଇଛି । ଏଥିପାଇଁ ଆପଣଙ୍କୁ ଏବେ ୬୦ ବର୍ଷ ଅପେକ୍ଷା କରିବାକୁ ପଡିବ ନାହି । ସୂଚନା ନଉସରେ ଏଲଆଇସି ଏମିତି ଏକ ସ୍କିମ ଆଣିଛି ଯେଉଁଥିରେ ୬୦ ବର୍ଷ ବଦଳରେ ୪୦ ବର୍ଷରୁ ପେନସନ ମିଳିବା ଆରମ୍ଭ ହେବ । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଏଥିରେ ମାତ୍ର ଥରେ ପ୍ରିମିୟମ ଭରିବାକୁ ପଡିବ ।
ଏଲଆଇସି ର ଏହି ସ୍କିମର ନାଁ ହେଉଛି ସରଳ ପେନସନ ଯୋଜନା । ତେବେ ଆସନ୍ତୁ ଜାଣିବା ଏହି ସରଳ ଯୋଜନା କଣ ଓ ଏହାର କିପରି ଭାବେ ଲାଭ ଉଠାଯାଇ ପାରିବ । ଏହି ସରଳ ଯୋଜନାରେ ଆପଣଙ୍କୁ ଥରେ ପ୍ରିମିୟମ ଦେବାକୁ ପଡିବ ଓ ଜୀବନ ସାରା ଆପଣ ବଞ୍ଚିଥିବା ଯାଏଁ ପେନସନ ପାଇ ପାରିବେ । ପେନସନଧାରିଙ୍କ ମୃ-ତ୍ୟୁ ହୋଇଗଲେ ତାଙ୍କ ନୋମିନୀଙ୍କୁ ପୁରା ଟଙ୍କା ଫେରସ୍ତ ହୋଇଯିବ । ଏଥିରେ ଆପଣ ପଲିଶି ନେବା ପରେ ପେନସନ ମିଳିବା ଆରମ୍ଭ ହୋଇଯିବ । ପଲିଶି ନେବା ପରେ ଆପଣ ଯେତେ ଟଙ୍କା ପେନସନ ପାଇବେ ।
ଏହି ପଲିସି ଆପଣ ଶିଂଗଲ ଲାଇଫ ଓ ଜଏଣ୍ଟ ଲାଇଫ ଭଳି ୨ ପ୍ରକାରର କରି ପାରିବେ । ଶିଂଗଲ ଲାଇଫ ପଲିଶି ଅନୁସାରେ ଜଣଙ୍କ ନାଁ ରେ ପଲିଶି ହୋଇ ପାରିବ । ସେ ବ୍ୟକ୍ତି ଜଣକ ଯେତେ ଦିନ ଜୀବିତ ଥିବେ ସେତେ ଦିନ ଯାଏଁ ପେନସନ ପାଉଥିବେ । ବ୍ୟକ୍ତିଙ୍କର ମୃ-ତ୍ୟୁ ପରେ ତାଙ୍କର ନୋମିନୀଙ୍କୁ ପ୍ରିମିୟମ ଟଙ୍କା ଦିଆଯିବ । ସେହିପରି ଜଏଣ୍ଟ ଲାଇଫ ପଲିଶିରେ ଯେଉଁ ଯାଏଁ ପ୍ରିମିୟମ ପେନସନଧାରି ଜୀବିତ ଥିବେ ସେତେ ଦିନ ଯାଏଁ ପେନସନ ପାଉଥିବେ । ତାଙ୍କ ମୃ-ତ୍ୟୁ ପରେ ସ୍ଵାମୀ ବା ସ୍ତ୍ରୀଙ୍କୁ ପେନସନ ମିଳିବ ।
ଉଭୟଙ୍କ ମୃ-ତ୍ୟୁ ପରେ ନିମିନୀଙ୍କୁ ପ୍ରିମିୟମ ଟଙ୍କା ମିଳିବ । ୪୦ରୁ ୮୦ ବର୍ଷ ଲୋକ ମାନେ ଏହି ପେନସନ ପ୍ଳାନ ନେଇ ପାରିବେ । ପଲିଶି ହେବାର ୬ମାସ ପରେ ଯେବେ ଚାହିଁବେ ଆପଣ ଏହାକୁ ଉଠାଇ ନେଇ ପାରିବେ । ସ୍କିମ ଅନୁସାରେ ମାସକୁ ୧୦୦୦ଟଙ୍କା ପେନସନ ନେବାକୁ ପଡିବ । ଏହା ସହ ୪ଟି ବିକଳ୍ପ ଜରିଆରେ ପେନସନ ନେବାକୁ ପଡିବ । ଯଦି ଆପଣଙ୍କ ବୟସ ୪୦ବର୍ଷ ଓ ଆପଣ ୧୦ଲକ୍ଷ ଟଣକ ପ୍ରିମିୟମ ଜମା କରିବେ ତେବେ ଆପଣଙ୍କୁ ବର୍ଷକୁ ୫୦ହଜାର ୨୭୦ଟଙ୍କା ପେନସନରେ ପାଇବେ ।
ଯଦି ଆପଣ ଗୁ-ରୁ-ତ୍ଵ-ର ଭାବେ ଅସୁସ୍ଥ ଅଛନ୍ତି ତେବେ ଚିକିତ୍ସା ପାଇଁ ଆପଣ ଏହି ପ୍ରିମିୟମ ଟଙ୍କା ଉଠାଇ ପାରିବେ । ପାଳନ ନେବା ସମୟରେ ଗୁ-ରୁ-ତ୍ଵ-ର ହେବାର ଲିଷ୍ଟ ଦେବାକୁ ପଡିବ ଯାହା ପାଇଁ ଆପଣ ଏହା ପ୍ରିମିୟମ ଟଙ୍କା ଭାବେ ପାଇ ପାରିବେ । ଏହି ଯୋଜନାରେ ଆପଣ ପଲିଶି କରିବାର ୬ ମାସ ପରେ ଲୋନ ମଧ୍ୟ ନେଇ ପାରିବେ ।
ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।