Sahid Kapoorଙ୍କ “ବିବାହ” ଫିଲ୍ମ ରେ ଛୋଟୀ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଆଜି ଦେଖାଯାଉଛନ୍ତି ବହୁତ ହଟ ଓ ବୋଲ୍ଡ

ବଲିଉଡ ଜଗତରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ଦର୍ଶକ ମାନଙ୍କ ହୃଦୟ ଜିଣି ପରିହକନ୍ତି । କିଛି କଳାକାର ମାନେ ନିଜର ସାନଦାର ଷ୍ଟାଇଲ, ଲୁକ ଓ ପର୍ଶନାଲିଟି ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଛନ୍ତି । ବିଶେଷ କରି ଅଭିନେତ୍ରୀ ମାନେ ନିଜର ସୁନ୍ଦରତା ପାଇଁ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଆପଣ ମାନେ “ବିବାହ” ଫିଲ୍ମ ନିଶ୍ଚୟ ଦେଖିଥିବେ । ଏହି ଫିଲମରେ ଅଭିନେତା ସାହିଦ କପୁର ଓ ଅଭିନେତ୍ରୀ ଅମ୍ରିତା ରାଓ ଙ୍କର ଜବରଦସ୍ତ ଲଭ ଷ୍ଟୋରି ଏହି ଫିଲମରେ ଦେଖିବାକୁ ମିଳିଥିଲା ।

ତେବେ ଏହି ଫିଲ୍ମରେ ଅଭିନେତ୍ରୀ ଯିଏ ଛୋଟୀ ଚରିତ୍ରରେ ଅଭିନୟ କରିଥିଲେ ଆଜି ସେ ଦେଖିବାକୁ କେମିତି ଲାଗୁଛନ୍ତି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । “ବିବାହ” ଫିଲ୍ମରେ ଦମଦାର ଅଭିନୟ କରି ସାହିଦ କପୁର ଓ ଅମ୍ରିତା ରାଓ ବେଶ ଚର୍ଚ୍ଚା ରେ ଆସିଥିଲେ । ଆଜି ବି ଦର୍ଶକ ମାନେ ଏହି ଫିଲ୍ମ କୁ ମନେ ରଖିଛନ୍ତି । ଏହି ଫିଲ୍ମକୁ ଦର୍ଶକ ମାନେ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଥିଲେ । ଏହି ଫିଲ୍ମ ଟି ସୁପର ଡୂପର ହିଟ ହୋଇଥିଲା ।

ଏହି ଫିଲମରେ ଅମ୍ରିତା ରାଓଙ୍କ ଛୋଟ ଭଉଣୀ ଚରିତ୍ରରେ ଯେଉଁ ଅଭିନେତ୍ରୀ ଅଭିନୟ କରିଥିଲେ ତାଙ୍କର ପ୍ରକୃତ ନାଁ ହେଉଛି ଅମ୍ରିତା ପ୍ରକାଶ । ଅଭିନେତ୍ରୀ ଅମ୍ରିତା ପ୍ରକାଶଙ୍କ ବହୁତ ଭଲ ଅଭିନୟ କରି ଥିବାରୁ ଦର୍ଶକ ମାନେ ବେଶ ପସନ୍ଦ କରିଥିଲେ ।

ସେ ତାଙ୍କ କ୍ଯାରିୟର ର ଆରମ୍ଭ ମାତ୍ର ୪ ବର୍ଷ ରୁ ଶିଶୁ କଳାକାର ଭାବେ କରିଥିଲେ । ସେ ଏକ ଟିଭି ସୋ ରେ ନିଜର ଅଭିନୟ ଦୁନିଆ ଆରମ୍ବ କରିଥିଲେ । ଏହା ପରେ ବଲିଉଡ ଫିଲ୍ମ “ତୁମ ବିନ” ରେ ପ୍ରଥମ ଥର ପାଇଁ ଅଭିନୟ କରି ଚର୍ଚ୍ଚା କୁ ଆସିଥିଲେ ।

ଏହା ପରେ ସେ ନିଜର ପାଠ ପଢା ଶେଷ କରିଥିଲେ । ସେ ମୁମ୍ବାଇରେ କମର୍ଷ ରେ ଡିଗ୍ରୀ ହାସଲ କରିଛନ୍ତି । ଫିଲ୍ମ “ବିବାହ” ରେ ଅମ୍ରିତା ପ୍ରକାଶ ଏକ ଶ୍ୟାମଳ ରଙ୍ଗର ଫେସ ଥିବା ଝିଅ ଭୂମିକାରେ ଅଭିନୟ କରିଥିଲେ । ଆଜିକା ଡେଟରେ ଅଭିନେତ୍ରୀ ଅମ୍ରିତା ପ୍ରକାଶ ଦେଖିବାକୁ ବହୁତ ସୁନ୍ଦର ଲାଗିବା ସହ ଲାଜବାବ ମଧ୍ୟ ଲାଗୁଛନ୍ତି । ତାଙ୍କର ହେୟାର ଷ୍ଟାଇଲ ଠାରୁ ଆରମ୍ଭ କରି ଡ୍ରେସ ଷ୍ଟାଇଲ ପର୍ଯ୍ୟନ୍ତ ସବୁ ଭିନ୍ନ ଭିନ୍ନ ରହିଛି । ଆଗ ଅପେକ୍ଷା ସେ ଦେଖିଆବାକୁ ବହୁତ ଗରଜେସ ହେବା ସହ ତାଙ୍କର ସ୍ଵଭାବ ରେ ମଧ୍ୟ ପରିବର୍ତ୍ତନ ଆସିଛି ।

ବନ୍ଧୁଗଣ ଆପଣ ମାନଙ୍କୁ “ବିବାହ” ଫିଲ୍ମ ରେ ଛୋଟୀ ଚରିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ଅମ୍ରିତା ପ୍ରକାଶ ଙ୍କ ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *