ଆପଣ ମାନେ ଜାଣିଥିବେ ପ୍ରାୟତ ଶୀତଦିନରେ କିଛି ଲୋକ ମାନାଙ୍କର ସ୍କିନ ଜନିତ ସମସ୍ଯା ଦେଖା ଯାଇଥାଏ । ଶୀତଦିନରେ ବିଶେଷ କରି ମହିଳା ମାନଙ୍କ କ୍ଷେତ୍ର ରେ ମୁହଁ, ଗୋଡ, ହାତ ଫାଟିବା ଭଳି ସମସ୍ଯା ଦେଖା ଯାଇଥାଏ । କାରଣ ଶୀତଦିନରେ ସ୍କିନ ଶୁଖିଲା ହୋଇ ଡ୍ରାଏ ହୋଇଯାଏ ଯାହା କାରଣରୁ ସ୍କିନ ଫାଟିଥାଏ । ଆଜି ଆମେ ଆପଣ ମାନଙ୍କୁ ସିତଦିନରେ କିପରି ଭାବେ ତ୍ଵଚାର ଧ୍ୟାନ ରଖିବା ଉଚିତ ସେହି ବିଷୟରେ କହିବାକୁ ଯାଉଛୁ ।
ଶୀତଦିନରେ ସ୍ନାନ କରିବା ସମୟରେ ଷ୍ଟ୍ରାଙ୍ଗ ସାବୁନ ବା ସରଫ ର ବ୍ୟବହାର କରିବା ଉଚିତ ନୁହେଁ । ଏହା ଦ୍ଵାରା ସ୍କିନରେ ଖରାପ ପ୍ରଭାବ ପଡିଥାଏ । ଯେଉଁ ଅମନକର ଶୀତଦିନରେ ସ୍କିନ ଡ୍ରାଏ ବା ସେଂସେଟିଭ ରହୁଛି ସେମାନେ ଗାଧୋଇବା ପରେ କୌଣସି ମଶ୍ଚୁରାଇଜର ଲଗାଇବା ଉଚିତ । ଏହା ଦ୍ଵାରା ସ୍କିନ ସଫ୍ଟ ଓ ନରମ ରହିଥାଏ । ଯେଉଁ ମାନଙ୍କର ଡ୍ରାଏ ସ୍କିନ ଯୋଗୁ ମୁହଁ ରେ ଫାଟୁଛି ସେମାନେ କୌଣସି ଭଲ ମଶ୍ଚୁରାଇଜର ବା କ୍ରିମ ବ୍ୟବହାର କରିବା ଉଚିତ ।
ଏହା ବ୍ଯତୀତ ଅନ୍ୟ ଏକ ଉପାୟ ହେଉଛି ଡାଏଟ କରିବା ଯାହା ଦ୍ଵାରା ସ୍କିନ ଭଲ ରହିଥାଏ । ଏଥିପାଇଁ ସତେଜ ଫଳ ଓ ପନିପରିବା ଯେଉଁଥିରେ ଭିଟାମିନ, ପ୍ରୋଟିନ ଓ କ୍ୟାଳିଶ୍ୟାମ ଥିବ ଥର ସେବନ କରିବା ଉଚିତ । ଭିଟାମିନ-ସି ଓ ଇ ଜାତୀୟ ଖାଦ୍ୟ ଖାଇବା ଦ୍ଵାରା ଆମ ସ୍କିନ ସୁସ୍ଥ ରହିଥାଏ । ଏହି ସବୁ ଆମ ସ୍କିନ ପାଇଁ ବହୁତ ଗୁରୁତ୍ଵ ପୂର୍ଣ୍ଣ ଅଟେ । ଏହା ବ୍ଯତୀତ ଯେଉଁ ମାନଙ୍କର ଏକଜିମା ବା କୌଣସି କାରଣରୁ ଆଲର୍ଜି ରହିଛି ତେବେ ସେହି କ୍ଷେତ୍ର ରେ ଆମେ ଘରୁ ବାହାରିବା ସମୟରେ ସ୍କିନ କୁ ଯେତେ ସମ୍ଭବ ଘୋଡାଇ ରଖିବା ଉଚିତ ।
ଏପରି କରିବା ଦ୍ଵାରା ସୂର୍ଯ୍ୟ କିରଣ ଆମ ଶରୀର ରେ ଏତେ ମାତ୍ରା ରେ ପ୍ରଭାବ ପକାଇ ପାରିବ ନାହିଁ । ଏହା ସହ ସ୍କିନ ରେ କୌଣସି ସନସ୍କ୍ରିନ ବ୍ୟବହାର କରିବା ଉଚିତ । ଏହା ଛଡା ଶରୀରକୁ ଛତା ବା ଟୋପି ବା ସନ ଗ୍ଳାସ ଦ୍ଵାରା କଭର କରି ରଖିବା ଦ୍ଵାରା ସ୍କିନ ଏତେ ମାତ୍ରା ରେ ଫାଟିବ ନାହି । ପ୍ରତି ଦିନ ୮ ଲିଟର ରୁ ଅଧିକ ପାଣି ର ସେବନ କରିବା ଉଚିତ । ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଗୁରୁତ୍ଵ ପୂର୍ଣ୍ଣ ହୋଇଥାଏ ।
ତେବେ ଏହିପରି ଭାବେ ସିତଦିନରେ ତ୍ଵଚା ର ଧ୍ୟାନ ରଖିବା ଉଚିତ । ଏହା ସହ ବାହାରୁ ଘରକୁ ଆସିବା ପରେ କୌଣସି ଫେସୱାସ ଦ୍ଵାରା ମୁହଁ ଭଲ ଭାବେ ଧୋଇବା ଉଚିତ । ଏହା ଦ୍ଵାରା ମୁହଁ ଏତ ମାତ୍ରା ରେ ଫାଟିବ ନାହିଁ । ରାତିରେ ଶୋଇବା ପୂର୍ବ ରୁ ମଧ୍ୟ କୌଣସି ମଶ୍ଚୁରାଇଜର ସ୍କିନ ରେ ଲାଗାଇବା ଉଚିତ । ଏହା ଦ୍ଵାରା ସ୍କିନ ସଫ୍ଟ ରହିଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।