ଆପଣ ମାନେ ଜାଣିଥିବେ ଇଣ୍ଟରବିୟୁରେ ଅନେକ ପ୍ରଶ୍ନ ପଚରା ଯାଇଥାଏ । ଯାହାର କିଛି ଉତ୍ତର ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯାହାକୁ ପାଠ ପଢୁଥିବା ପିଲା ମାନେ ପଢି ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ଖେଳ ।
୧- ଏମିତି କଣ ଜିନିଷ ଅଛି ଯାହାର ନାମ ଧରାଯାଏ କିନ୍ତୁ ତାହା ଦେଖାଯାଏ ନାହି ?
ଉତ୍ତର- ବଚନ
୨- ଛୋଟ ଭାରତ କେଉଁ ଦେଶକୁ କୁହାଯାଏ ?
ଉତ୍ତର- ଫିଜୀ ଦେଶକୁ
୩- ଦୁନିଆର ସବୁଠାରୁ କ୍ଷୁଦ୍ର ଦେଶ କଣ ଅଟେ ?
ଉତ୍ତର- ବେଟିକାନ ସିଟି
୪- ଏମିତି କଣ ଜିନିଷ ଅଛି ଯାହା ହାତରେ ବିକ୍ରି କରିବା ପରେ ପବନରେ ଉଡାଯାଏ ?
ଉତ୍ତର- ପତାକା
୫- ମାନବ ଶରୀରର କେଉଁ ଅଙ୍ଗ ଅନ୍ଧାର ହେବା ପରେ ବଡ ହୋଇଯାଏ ?
ଉତ୍ତର- ଆଖିର ପୂତଳି
୬- ଏମିତି କେଉଁ ପ୍ରାଣୀର ରକ୍ତ ନୀଳ ରଙ୍ଗ ହୋଇଥାଏ ?
ଉତ୍ତର- ଅକ୍ଟୋପାସ
୭- କେଉଁ ଦେଶରେ ଗୋଟିଏ ଛୁଆର ବି ଜନ୍ମ ହୁଏ ନାହି ?
ଉତ୍ତର- ବେଟିକନ ସିଟି
୮- ଏମିତି କଣ ଅଛି ଯାହା କଞ୍ଚା ହେବା ପରେ ସବଜି ହୁଏ ଓ ପାଚିଗଲା ପରେ ଫଳ ଭାବେ ଖାଇଥାଉ ?
ଉତ୍ତର- କଟହଳ
୯- ଭାରତର ସବୁଠାରୁ ମହଙ୍ଗା ଫିଲ୍ମ କଣ ଅଟେ ?
ଉତ୍ତର- ବାହୁବଲି ୨
୧୦- ଏମିତି କେଉଁ ଡର ଅଛି ଯାହା ଆମକୁ ସୁନ୍ଦର ଦେଖିବାରେ ସାହାଜ୍ଯ କରିଥାଏ ?
ଉତ୍ତର- ପାଉଡର
୧୧- ଦୁନିଆରେ ସବୁଠାରୁ ତୀବ୍ର ଗତି କେଉଁଥିରେ ହୋଇଥାଏ ?
ଉତ୍ତର- କିରଣ
୧୨- ଏମିତି କିଏ ଅଛି ଯିଏ ନିଜର କାମ ହାତ ବଦଳରେ ନାକରେ କରିଥାଏ ?
ଉତ୍ତର- ହାତୀ
୧୩- ଏମିତି କେଉଁ ଜିନିଷ ଅଛି ପାଣି ଢାଳିଲେ ଗରମ ହୋଇଯାଏ ?
ଉତ୍ତର- ବିନା ଭିଜିଥିବା ଚୂନ
୧୪- ଏମିତି କେଉଁ ଜୀବ ଅଛି ଯାହାର ମସ୍ତିସ୍କ ତାର ଶରୀର ଠାରୁ ବଡ ହୋଇଥାଏ ?
ଉତ୍ତର- ପିମ୍ପୁଡି
୧୫- ଏମିତି କଣ ଅଛି ଯାହା ପୁରୁଷ ଥରେ କରିଥାଏ କିନ୍ତୁ ନାରୀ ବାରମ୍ବାର କରିଥାଏ ?
ଉତ୍ତର- ମଥାରେ ସିନ୍ଦୁର ଦେବା
୧୬- ଏମିତି କେଉଁ ମା ଅଛି ଯିଏ ନିଜେ କଳା କିନ୍ତୁ ତାର ଛୁଆ ନୀଳ ରଙ୍ଗର ହୋଇଥାନ୍ତି ?
ଉତ୍ତର- ରେଳଗାଡି
୧୭- କେଉଁ ଦେଶରେ ପତାକା ଓଲଟା ହେଉ ବା ସିଧା ହେଉ କିନ୍ତୁ ସମାନ ହୋଇଥାଏ ?
ଉତ୍ତର- ଜାପାନ
୧୮- ଏମିତି କଣ ଅଛି ଯିଏ ପାଣି ପିଇଲେ ମ-ରି-ଯା-ଏ ?
ଉତ୍ତର- ଶୋଷ
୧୯- ଏମିତି କଣ ଅଛି ଯାହାକୁ ଆମେ ନ ଛୁଇଁ ରୋକୀ ପାରିବା ?
ଉତ୍ତର- ନିଶ୍ଵାସ
୨୦- ସୂର୍ଯ୍ୟ ଏ ଯାଏଁ ପୃଥିବୀ ଉପରେ କଣ ଦେଖି ନାହି ?
ଉତ୍ତର- ଅନ୍ଧାର
୨୧- ଦୁର୍ବିନର ଆବିଷ୍କାର କିଏ କରିଥିଲେ ?
ଉତ୍ତର- ଗେଲିଲିୟୋ
୨୨- ଭାରତରେ ପାକିସ୍ତାନ ନାମର ଗାଁ କେଉଁଠାରେ ଅଛି ?
ଉତ୍ତର- ବିହାରର ପୂର୍ଣ୍ଣିମା ଜିଲ୍ଲାରେ
୨୩- ଝିଅ ମାନେ ଗରମ ଅଧିକ କେଉଁ ସମୟରେ ହୋଇଥାନ୍ତି ?
ଉତ୍ତର- ଯେବେ ଝିଅଙ୍କୁ ଜ୍ଵର ହୋଇଥାଏ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।