ନମସ୍କାର ବନ୍ଧୁଗଣ । ଏହି ଭିଡିଓ ଟି ହେଉଛି ଜୟପୁର ର ଯେଉଁଠାରେ କଂଗ୍ରେସ ଦଳ ଶାନ୍ତିପୂର୍ଣ୍ଣ ଭାବେ ହ-ର-ତା-ଳ ହେଉଛି । ଏଠାରେ ଭାଲୁ ଭାଇନା ଡ୍ରାଇଭର ଭାଇଙ୍କୁ ଉପମା ଡାଲମା ଦେଉଛନ୍ତି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । ଏନି ଜଣେ ଡ୍ରାଇଭର ଭାଇଙ୍କୁ ମଧ୍ୟ ଉପା ତରକାରୀ ଦେଇ ଭାଲୁ ଭାଇନା ଦେଇ ତେଲୁଗୁ ଭାଷାରେ କଣ ବହସନ ଦେଉଛନ୍ତି । ପ୍ରାୟତ ଅନେକ ଟ୍ରକ ଡ୍ରାଇଭର ଙ୍କୁ ଉପମା ଡାଲମା ଦେଇ ସକାଳର ବ୍ରେକଫାଷ୍ଟ ଦେଉଛନ୍ତି ଭାଲୁ ଭାଇନା ।
ଅନ୍ୟ କ୍ଷେତ୍ର ରେ କଟକ ଓ ଭୁବନେଶ୍ଵର ରେ ବର୍ଷା କାଦୁଅରେ ଓଦା ହୋଇ କଂଗ୍ରେସ ଦଳ ହ-ର-ତା-ଳ କରିବାରେ ଲାଗିଛନ୍ତି । ଏପଟେ ଜୟପୁର ରେ କଂଗ୍ରେସ ନେତା ଭାଲୁ ଭାଇନା ଙ୍କ ଏପରି ହରକତ ଦେଖି ଆଶ୍ଚର୍ଯ୍ୟ ଲାଗୁଛି । ହ-ର-ତା-ଳ ରେ ଗାଡି ଚଳାଚଳ ବନ୍ଦ ହୋଇଥାଏ କିନ୍ତୁ ଜଯପୁରରେ ଏପରି କିଛି ଦେଖିବାକୁ ମିଳି ନାହି । ଏମିତି କି କଂଗ୍ରେସ ନେତା ଭାଲୁ ଭାଇନା ଟ୍ରକ ଡ୍ରାଇଭର ମାନଙ୍କୁ ଉପମା ଡାଲମା ପୁଡିଆ ଦେବା ସହ ପୋଲିସ କର୍ମଚାରୀ ମାନଙ୍କୁ ମଧ୍ୟ ଦେବାର ଦୃଶ୍ୟ ଏହି ଭିଡିଓ ରେ ହେଉଛି ।
ପୋଲିସ ଭାଇ ମାନଙ୍କ ନାଁ ଡାକି ଭାଲୁ ଭାଇନା ଖାଇବା ପୁଡିଆ ଦାନ କରିବାରେ ଲାଗିଛନ୍ତି । କୁହାଯାଏ କି ପୋଲିସ ଏମାନେ ପ୍ରାୟ ସମୟରେ ଭୋକରେ ରହିଥାନ୍ତି । ଏହି କ୍ଷେତ୍ର ରେ ଭାଲୁ ଭାଇନା ନିରଳ ଡାଲମା ଉପମା ଦେଇ ସମସ୍ତଙ୍କୁ ସନ୍ତୁଷ୍ଟ କରିଛନ୍ତି । ହ-ର-ତା-ଳ ହେଲେ ବିବାଦ ଦେଖାଯିବା ସହ ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହେବାର ଦେଖି ଭାଲୁ ଭାଇନା ଉପମା ତରକାରୀ ଦେଇ ସମସ୍ତଙ୍କ ପାଟି ଚୁପ କରି ଦେଲେ । ଏମିତି ଯେଉଁ ପୋଲିସ ମାନେ ହ-ର-ତା-ଳ ସମୟରେ କୌଣସି ବିବାଦ ହେଲେ ନି-ୟ-ନ୍ତ୍ର-ଣ କରିବାକୁ ଡିୟୁଟି ରେ ଥିଲେ ସେମାନଙ୍କୁ ମଧ୍ୟ ଖାଇବାକୁ ଦେଇ ପାଟି ଚୁପ କରି ଦେଇଛନ୍ତି ଭାଲୁ ଭାଇନା ।
ତେବେ କଂଗ୍ରେସ ନେତା ଙ୍କର ଏଭଳି ପଦକ୍ଷେପ ଯଦି ଆଗକୁ ରୁହେ ତେବେ ସବୁ ଦିନ ହ-ର-ତା-ଳ ହେବାରେ ଲାଗିବ । ଆଉ ଦୋକାନ ବଜାର ହେଉ ବା ଗାଡି ଚଳାଚଳ ହେବା ଆବଶ୍ୟକ ପଡିବ ନାହି । ତେବେ ଏହି ଦୃଶ୍ୟ ଦେଖିବାକୁ ଆଶ୍ଚର୍ଯ୍ୟ ଲାଗୁଛି ସେତିକି ମଜାଦାର ମଧ୍ୟ ଲାଗୁଛି । କଂଗ୍ରେସ ର ଏପରି ହରକତ ଜନ ସାଧାରଣ ଙ୍କ ଉପରେ କିପରି ପ୍ରଭାବ ପକାଇବା ତାହା ସମୟ କହିବ ।
ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।