Interesting Gk Questions: ତାହା କଣ ଅଟେ, ଯାହା ଆପଣଙ୍କ ପାଖରେ ଯେତିକି ଅଧିକ ଥିବ ସେତିକି କମ ଦେଖାଦେବ ?

ସମସ୍ତଙ୍କୁ କୌତୁହଳ ପୂର୍ଣ ଓ ରହସ୍ୟ ପୂର୍ଣ ପ୍ରଶ୍ନ ଭଲ ଲାଗେ । ଏହାର ଉତ୍ତର ବହୁତ ସହଜ ହୋଇଥାଏ କିନ୍ତୁ ଏହା ଆମକୁ ଜଣା ନ ଥାଏ । ଆଜି ଆମେ ଆପଣଙ୍କ ପାଇଁ ଏହିଭଳି କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯାହା ବିଷୟରେ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ଆପଣଙ୍କ ସାଧାରଣ ଜ୍ଞାନ ବି ବଢିଯିବ ।

ପ୍ରଶ୍ନ – ଦୁନିଆର ସବୁଠୁ ବିଷଧର ମାଛର ନାଁ କଣ ?

ଉତ୍ତର – ସ୍ଟୋନ ମାଛ

ପ୍ରଶ୍ନ – କେଉଁ ପଶୁକୁ ଆଇନା ଦେଖିବାକୁ ଡର ଲାଗିଥାଏ ?

ଉତ୍ତର – ବାଘ ଓ ସିଂହ

ପ୍ରଶ୍ନ – ଭାରତର କେଉଁ ପ୍ରଧାନମନ୍ତ୍ରୀ କେବେ ବି ବିବାହ କରି ନାହାନ୍ତି ?

ଉତ୍ତର – ଅଟଳ ବିହାରୀ ବାଜପେଇ

ପ୍ରଶ୍ନ – ଭାରତରେ ତିଆରି ହୋଇଥିବା ଆଜି ପର୍ଯ୍ୟନ୍ତ ସବୁଠୁ ମହଙ୍ଗା ଫିଲ୍ମ ର ନାଁ କଣ ?

ଉତ୍ତର – ବାହୁବଳି ୨

ପ୍ରଶ୍ନ – ପୁରା ଦୁନିଆରେ ୧ ମିନିଟରେ ପାଖାପାଖି କେତେ ଶିଶୁ ଜନ୍ମ ହୋଇଥାନ୍ତି ?

ଉତ୍ତର – ପାଖାପାଖି ୨୫୦ ପିଲାମାନେ

ପ୍ରଶ୍ନ – ତାହା କଣ ଅଟେ, ଯାହା ଆପଣଙ୍କ ପାଖରେ ଯେତିକି ଅଧିକ ଥିବ ସେତିକି କମ ଦେଖା ଦେବ ?

ଉତ୍ତର – ଅନ୍ଧକାର

ପ୍ରଶ୍ନ – ଭାରତର କେଉଁ ପ୍ରଧାନମନ୍ତ୍ରୀ ଆଜି ପର୍ଯ୍ୟନ୍ତ ସାଂସଦ ଭବନକୁ ଯାଇ ନାହାନ୍ତି ?

ଉତ୍ତର – ଚୌଧରୀ ଚରଣ ସିଂହ

ପ୍ରଶ୍ନ – ଦୁନିଆରେ ଏକମାତ୍ର ଏମିତି କେଉଁ ଦେଶ ଅଛି ଯେଉଁଠି ଖଟା ମହୁ ମିଳିଥାଏ ?

ଉତ୍ତର – ବ୍ରାଜିଲ

ପ୍ରଶ୍ନ – ଦୁନିଆର ସବୁଠୁ ମହଙ୍ଗା ବିକ୍ରି ନ ହେଉ ଥିବା ପଶୁ କିଏ ?

ଉତ୍ତର – ବାଘ

ପ୍ରଶ୍ନ – ଆମ୍ବର ସହର ନାମ ଦ୍ଵାରା କେଉଁ ସହର ଜଣା ଯାଇଥାଏ ?

ଉତ୍ତର – ଲଖନଊ

ପ୍ରଶ୍ନ – କଣ ରାତିରେ ଦେଖି ହୁଏ, ସ୍ଵପ୍ନ ସତ ହୋଇ ପାରେ ?

ଉତ୍ତର – ହଁ କିଛି ବି ହୋଇପାରେ

ପ୍ରଶ୍ନ – ଝିଅମାନେ ନିଜର ବଡ ନଖ କାହିଁକି ରଖନ୍ତି ?

ଉତ୍ତର – ଫ୍ୟାଶନ ପାଇଁ

ପ୍ରଶ୍ନ – ଇଂସ୍ଟାଗ୍ରାମ ଉପରେ ସବୁଠୁ ଅଧିକ ଫଲୋଅର୍ସ କାହାର ଅଛି ?

ଉତ୍ତର – ବିରାଟ କୋହଲି

ପ୍ରଶ୍ନ – ଭାରତର ଏକମାତ୍ର ଏମିତି କେଉଁ ନଦୀ ଅଛି ଯେଉଁଥିରେ ହୀରା ମିଳିଥାଏ ?

ଉତ୍ତର – କୃଷ୍ଣା ଗୋଦାବରୀ ନଦୀରେ

ପ୍ରଶ୍ନ – ଆପଣ ଜାଣିଛନ୍ତି କି ପୁରା ପୃଥିବୀରେ କେତେ ମନୁଷ୍ୟ ରୁହନ୍ତି ?

ଉତ୍ତର – ୭.୯ ବିଲିୟନ

ପ୍ରଶ୍ନ – ମହିଳା ଓ ପୁରୁଷ ମଧ୍ୟରେ କାହାର ହୃଦୟ ସବୁଠୁ ଅଧିକ ସପନ୍ଦନ କରିଥାଏ ?

ଉତ୍ତର – ମହିଳାଙ୍କ

ପ୍ରଶ୍ନ – ଏମିତି କେଉଁ ଜିନଷ ଅଛି, ଯାହା ଦିନ ରାତି ଚାଲିଥାଏ, କିନ୍ତୁ କ୍ଳାନ୍ତ ହୋଇ ନ ଥାଏ ?

ଉତ୍ତର – ଘଡି

ପ୍ରଶ୍ନ – ଭାରତରେ ସର୍ବେ ପ୍ରଥମେ ରଙ୍ଗୀନ ଟିଭିର ଆରମ୍ଭ କେବେ ହୋଇଥିଲା ?

ଉତ୍ତର – ୧୯୮୨ ରେ

ପ୍ରଶ୍ନ – ଭାରତର ସର୍ବେ ପ୍ରଥମେ ସରକାରୀ ନ୍ୟୁଜ ଚ୍ୟାନେଲ ର ନାଁ କଣ ?

ଉତ୍ତର – ଦୂରଦର୍ଶନ

ପ୍ରଶ୍ନ – ଭାରତର ସର୍ବେ ପ୍ରଥମେ ଇଣ୍ଟରନେଟ କେବେ ଆରମ୍ଭ ହୋଇଥିଲା ?

ଉତ୍ତର – ୧୫ ଅଗଷ୍ଟ ୧୯୯୫ରେ

ପ୍ରଶ୍ନ – ଦୁନିଆରେ ସବୁଠୁ ଅଧିକ ଉପଯୋଗ ହେଉଥିବା ହ୍ଵାଟ୍ସଆପ ଓ ଫସବୁକ କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର – ଆମେରିକାର

ପ୍ରଶ୍ନ – ଝିଟିପିଟିର କେତେ ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରନ୍ତି ?

ଉତ୍ତର – ପାଖାପାଖି ୧୨ ରୁ ୧୩ ମାସ

Leave a Reply

Your email address will not be published. Required fields are marked *