କଙ୍ଗନାଙ୍କ ଫୋଟୋକୁ ଦେଖାଇ କିଛି ଏମିତି କହିଲେ Sura Routray….. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ସୁର ରାଉତରାଏଙ୍କୁ ନେଇ ଅନେକ ଚର୍ଚ୍ଚା ସୋସିଆଲ ମିଡିଆରେ ଚାଲି ରହିଛି । ବର୍ତ୍ତମାନ ସେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ନେଇ କିଛି ନୂଆ କଥା କହିଛନ୍ତି ଯାହା ବର୍ତ୍ତମାନ ଗଣ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ସୁର ଭାଇ କହିଛନ୍ତି ମହାତ୍ମାଗାନ୍ଧୀ ସତ୍ୟାଗ୍ରହ ଆନ୍ଦୋଳନ କରି ଅସହଯୋଗ ଆନ୍ଦୋଳନ କରିଥିଲେ । ଏହା ପରେ ଗାନ୍ଧୀଜୀ ପୂର୍ଣ୍ଣ ସ୍ଵରଜ ଆନ୍ଦୋଳନ କରିଲେ । ଏହା ପରେ ଭାରତ ଛାଡ ଆନ୍ଦୋଳନ କରିଥିଲେ ।

ମହାତ୍ମାଗାନ୍ଧୀ ଦେଶ ପାଇଁ କିଛି କରି ନ ଥିଲେ ସେ କୋଉଠି ଥିଲେ ଏମିତି ପ୍ରଶ୍ନ କରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ଯାହାର ପ୍ରତିବାଦ କରିଛନ୍ତି କଂଗ୍ରେସ ବିଧାୟକ ସୁର ଭାଇ । ସୁର ଭାଇ କଙ୍ଗନାଙ୍କୁ ସ-ମା-ଲୋ-ଚ-ନା କରି କହିଛନ୍ତି ଯେ ତୁ ସେହି ସମୟରେ ଜନ୍ମ ହୋଇଥିଲୁ କି ? କଙ୍ଗନା ଯେଉଁ ଫୋଟୋ ସୋସିଆଲ ମିଡିଆରେ ସେୟାର କରୁଛନ୍ତି ତାହା ଦେଖି ଯୁବପିଢି ମାନେ ନଷ୍ଟ ହୋଇଯିବେ ବୋଲି ସୁର ଭାଇ ମତଦାନ ଦେଇଛନ୍ତି । ଏ ଦେଶର ସୁରକ୍ଷା କର ନାରୀ ସମ୍ମାନକୁ ବଳବତ୍ତର ରଖିବା ପାଇଁ ସୁର ଭାଇ କଙ୍ଗନାଙ୍କୁ କହିଛନ୍ତି ।

ସୁର ଭାଇ କଙ୍ଗନାଙ୍କ ଅ-ଶ୍ଳୀ-ଳ ଫୋ-ଟୋ ଏହି ଭିଡିଓ ଜରାଇଆରେ ଦେଖାଇଛନ୍ତି ଯାହାକୁ ଜଣେ ବ୍ୟକ୍ତି ଯେପରି ଦିବ୍ୟ ଦର୍ଶନ କରିଛନ୍ତି ସେହିପରି ବ୍ୟବହାର କରୁଛନ୍ତି । ଅଭିନେତ୍ରୀ କଙ୍ଗନା ଏପରି ଫୋଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଜହକୁ ଦେଖି ଆଜିର ଯୁବକ ମାନେ ନଷ୍ଟ ହୋଇଯିବେ ବା ଖରାପ ମାର୍ଗ ଦର୍ଶନ କରିବେ ବୋଲି ସୁର ଭାଇ ମତଦାନ ଦେଇଛନ୍ତି । ବର୍ତ୍ତମାନ ପଦ୍ମ ଶ୍ରୀ ଆୱାର୍ଡରେ ଭୂଷିତ ହୋଇଥିବା ବଲିଉଡ ଲୋକପ୍ରିୟ ଅଭିନେତ୍ରୀ କଙ୍ଗନାଙ୍କର ପ୍ରତିବାଦ କରିଛନ୍ତି ସୁର ଭାଇ ।

ଗତ କିଛି ଦିନ ତଳେ କଙ୍ଗନା ଏକ ସୋ ରେ କହିଥିଲେ ଯେ ୨୦୧୪ରେ ଭାରତ ସ୍ଵାଧୀନତା ପାଇଛି । ଏହି କଥାକୁ ପ୍ର-ତି-ବା-ଦ କରି ସୁର ଭାଇ କଙ୍ଗାନ ଉପରେ ବର୍ଷିଛନ୍ତି । ସୁର ଭାଇ କହିଛନ୍ତି ତୁ ଅତି ଦେଖେଇ ହାଉଛୁ, ମହାତ୍ମାଗାନ୍ଧୀ, ସର୍ଦାର ଭଲ୍ଲଭ ଭାଇ ପଟେଲଙ୍କୁ ଅ-ପ-ମା-ନ କରୁଛୁ । କଙ୍ଗନାଙ୍କର ଏପରି ଖ-ରା-ପ ଫୋ-ଟୋକୁ ଲ-ଜ୍ୟା-ଜ-ନ-କ ବୋଲି ସୁର ଭାଇ କହିଛନ୍ତି ।

ନାଲି ଘରେ ଗୋବିନ୍ଦ ସାହୁ ବ୍ୟବହାର କରୁଥିଲା ଯେଉଁଠାରେ ବହୁ ଏମଏଲଏ, ମନ୍ତ୍ରୀ ଯାଇଛନ୍ତି ଏହି ଘଟଣା ର ତଦନ୍ତ କଣ ପାଇଁ ହେଉ ନାହି ପ୍ରଣସ ଉଠାଇଛନ୍ତି ସୁର ଭାଇ ଯାହା ମୁଖ୍ୟ ପ୍ରସଙ୍ଗର କାରଣ ରହିଛି । ଦିତୀୟ ମହଲାରେ ସବୁ ଅଛନ୍ତି ଯାହାର ନାଁ ଶୁଣି ମୁଖ୍ୟମନ୍ତ୍ରୀଙ୍କ ଥୋବଣି ବାହାରି ପଡୁଛି ଏପରି ଅ-ପ-ଶ-ବ୍ଦ-ର ପ୍ରୟୋଗ କରିଛନ୍ତି ସୁର ରାଉତରାଏ ।

ବନ୍ଧୁଗଣ ଆପଣ ମାନଙ୍କର ଅଭିନେତ୍ରୀ କଙ୍ଗାଙ୍କର ଏହି ଫୋଟୋକୁ ନେଇ ସୁର ରାଉତରାଏ ଯେଉଁ ସମାଲୋଚନା କରିଛନ୍ତି ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇଆବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *