ସ୍ଵାମୀ ପଛରେ ବସି ମହିଳା କଲେ ଖେଳ, ଭାଇରାଲ ହେଉଛି Video

ଆମ ସାମ୍ନାକୁ ବେଳେ ବେଳେ ଏମିତି କିଛି ଭିଡିଓ ଚାଲି ଆସେ ଯାହାକୁ ଆମେ ଆଗରୁ କେବେ ବି ଦେଖି ନ ଥାଉ । ଏହା ଏତେ ଆଶ୍ଚର୍ଯ୍ୟକର ହୋଇଥାଏ କି ଲୋକମାନେ ବିଶ୍ଵାସ ବି କରି ପାରନ୍ତି ନାହିଁ କି କଣ ଏହା ସତ । ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ଭିଡିଓ ନେଇ ଆସିଛୁ । ଯାହାକି ବହୁତ ମଜାଦାର ଅଟେ । ଏହାକୁ ଆପଣ ବାଇକ ପ୍ରେମ ବି କହି ପାରିବେ । ଏହି ଭିଡିଓରେ ବାଇକରେ ଯାଉଥିବା ସମୟରେ ଜଣେ ଯୁବକ ଓ ଅନ୍ୟ ଜଣକ ସ୍ତ୍ରୀଙ୍କ ସହ ପ୍ରେମ କରୁଛନ୍ତି ।

ଏହି ଭିଡିଓରେ ଯେମିତି କି ଆପଣ ଦେଖି ପାରୁଥିବେ ଜଣେ ମହିଳା ତାଙ୍କ ସ୍ଵାମୀଙ୍କ ସହ ବାଇକରେ ବସି ଯାଉଛନ୍ତି । ଆଗରେ ସ୍ଵାମୀ ହେଲମେଟ ପିନ୍ଧି ବସି ଗାଡି ଚଳାଉଛନ୍ତି ଓ ପଛରେ ସ୍ତ୍ରୀ ବସିଛନ୍ତି ।

ଏହି ସମୟରେ ତାଙ୍କ ପଛରେ ଜଣେ ଯୁବକ ନିଜର ଷ୍ଟାଇଲିସ ବାଇକ ଧରି କନ୍ଧରେ ବ୍ୟାଗ ପକାଇ ମୁଣ୍ଡରେ ହେଲମେଟ ପିନ୍ଧି ଆସୁଛନ୍ତି । ସେ ଆସ୍ତେ ଆସ୍ତେ ମହିଳା ପାଖକୁ ଗଲେ ଓ ମହିଳାର ଗାଲକୁ ଧରି ଗୋଟିଏ ଚୁମା ଦେଲେ । ସବୁଠୁ ଆଶ୍ଚର୍ଯ୍ୟ କର କଥା ଏହା ଅଟେ କି ମହିଳା ଜଣକ ବି ନିଜ ସ୍ଵାମୀକୁ ଭୟ ନ କରି ସେହି ଯୁବକର ସାଥ ଦେଉଛନ୍ତି । ମହିଳା ଜଣକ ପଛକୁ ବୁଲି ଗୋଟିଏ ଲୟରେ ଯୁବକକୁ ଚାହିଁଛନ୍ତି ଓ ଯୁବକର ଏହିଭଳି କରିବା ସତ୍ବେ ବି ମହିଳା ଜଣକ କିଛି କହୁ ନାହାନ୍ତି ।

କହିବାକୁ ଗଲେ ସେହି ଯୁବକ ଜଣକ ବହୁତ ସମୟ ହେବ ସେହି ମହିଳାର ପିଛା କରୁଥିଲେ । ପିଛା କରୁ କରୁ ସେ ମହିଳାର ଚୁମା ନେଇଗଲେ । ରାସ୍ତାରେ ଯାଉ ଯାଉ ଦୁଇ ଜଣ ଦୁଇ ଜଣଙ୍କୁ ପସନ୍ଦ କରି ଦେଇଥିଲେ । ସେଥିପାଇଁ ଯୁବକ ର ଏହିଭଳି ବ୍ୟବହାର ସତ୍ବେ ବି ମହିଳା ଜଣକ କିଛି କହିଲେ ନାହିଁ ।

ତାଙ୍କ ପଛରେ ଯାଉଥିବା ଆଉ ଜଣେ ଯୁବକ ଏହି ଦୃଶ୍ୟକୁ ନିଜ ମୋବାଇଲରେ ରେକର୍ଡିଂ କରି ନେଇଥିଲେ । ଯାହାକି ଦେଖୁ ଦେଖୁ ବହୁତ ଭାଇରାଲ ହୋଇଗଲା । ସବୁଠୁ ବଡ ଆଶ୍ଚର୍ଯ୍ୟ କର କଥା ଏହା ଅଟେ କି ଏହିଭଳି କରିବା ସମୟରେ ସ୍ଵାମୀ ଜଣକ କିଛି ବି ଜାଣି ପାରି ନ ଥିଲା । କହିବାକୁ ଗଲେ ଏହି ଦୃଶ୍ୟ ବହୁତ ମଜାଦାର ।

Leave a Reply

Your email address will not be published. Required fields are marked *