ଓଡିଆ ସେଲିବ୍ରେଟି Somalin ତାଙ୍କ ମ୍ୟାରେଜରେ ଭଉଣୀ Janklinଙ୍କ ସହ ମିଶି ବାପାଙ୍କ ସହ କଲେ ଜବରଦସ୍ତ ଡ୍ୟାନ୍ସ, ଦେଖନ୍ତୁ Video

ଓଡିଆ ଇଣ୍ଡଷ୍ଟ୍ରି ରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । କିଛି କଳାକାର ମାନେ ପରସ୍ପର ସହ ପ୍ରେମ ବିବାହ କରି ବେଶ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି । ବିଶେଷ କରି ଅଭିନେତ୍ରୀ ମାନେ ତାଙ୍କର ଲୁକ, ଷ୍ଟାଇଲିସ ଅନ୍ଦାଜ ଓ ପର୍ଶନାଲିଟି ପାଇଁ ବେଶ ଚର୍ଚ୍ଚା ରେ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ସୋମାଲିନ ପରିଡା ଓ ଜ୍ୟାକଲିନ ପରିଡା କିପରି ତାଙ୍କ ବାପାଙ୍କ ସହ ସୋମାଲିନଙ୍କ ବିବାହରେ ବିବାହ ଡ୍ୟାନ୍ସ କରୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର ତଥା ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ଜ୍ୟାକଲିନ ପରିଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ଟିଭି ସିରିଏଲରେ ଜବରଦସ୍ତ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ମୋହୀ ନେଇଛନ୍ତି ।

ଠିକ ସେହିଭଳି ଜ୍ୟାକଲିନଙ୍କ ଭଉଣୀ ସୋମାଲିନ ପରିଡା ମଧ୍ୟ ଜଣେ ଜଣାଶୁଣା ଅଭିନେତ୍ରୀ ଭାବେ ପରିଚିତ ଅଟନ୍ତି । ତେବେ ସୋମାଲିନଙ୍କ ବିବାହ ସମ୍ପନ୍ନ ହୋଇଛି । ସୋମାଲିନ ନିଜ ମ୍ୟାରେଜ ରେ ଭଉଣୀ ଜ୍ୟାକଲିନ ଓ ବାପା ଙ୍କ ସହ ଜବରଦସ୍ତ ଡ୍ୟାନ୍ସ କରିବାର ନଜର ଆସିଛନ୍ତି ।

ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ କିପରି ଭାବେ ଦୁଇ ଭଉଣୀ ନିଜ ଜନ୍ମ କରିଥିବା ବାପାଙ୍କ ସହ ଖୁସିରେ ଡ୍ୟାନ୍ସ କରୁଛନ୍ତି । ଦୁଇ ଭଉଣୀ ହାତ ଧରା ଧରି ହୋଇ ବାପାଙ୍କୁ ସ୍ଟେଜ ମଝିରେ ଠିଆ କରି ଡ୍ୟାନ୍ସ କରୁଛନ୍ତି ।

ଏହା ସହ ସୋମାଲିନ ନିଜର ମ୍ୟାରେଜ କୁ ନେଇ ବହୁତ ଖୁସି ଥିବାର ମଧ୍ୟ ଜଣା ପଡ଼ୁଛନ୍ତି । ତେବେ ଦୁଇ ଭଉଣୀ ନିଜ ବାପାଙ୍କ ସହ ଏପରି ନିଆରା ଡ୍ୟାନ୍ସ କରିଛନ୍ତି ଦେଖିଲେ ଲାଗୁଛି ଯେମିତି ଏମାନେ ବାପା ଝିଅ ନୁହେଁ ବରଂ ସାଙ୍ଗ ଭଳି ମାନେ ହେଉଛନ୍ତି ।

ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସୋର ରେ ଭାଇରାଲ ହେବାରେ ଲାଗିଛି । ନିଜର ବିବାହକୁ ସୋମାଲିନ ବହୁତ ଖୁସି ହେବା ସହ ତାଙ୍କର ପରିବାର ଲୋକେ ମଧ୍ୟ ବହୁତ ଖୁସି ଅଛନ୍ତି । ସୋମାଲିନ ଖୁବ ସୁନ୍ଦର ଲେହେଙ୍ଗା ପିନ୍ଧିଛନ୍ତି ଯେଉଁଥିରେ ସେ ବହୁତ ଗରଜେସ ଲାଗୁଛନ୍ତି । ଏହା ସହ ଜ୍ୟାକଲିନ ମଧ୍ୟ ନିଜ ଭଉଣୀ ବାହାଘରକୁ ନେଇ ବହୁତ ମଜାମସ୍ତି କରିବା ସହ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି ଯାହା ବର୍ତ୍ତମାନ ଚର୍ଚ୍ଚା ରେ ରହିଛି ।

ତେବେ ଖୁବ ଧୂମଧାମ ରେ ସୋମାଲିନ ଙ୍କ ବିବାହ ସବୁ ରୀତି ନୀତି ଅନୁସାରେ ସମ୍ପନ୍ନ ହୋଇଛି । ତାଙ୍କ ବାପା ସୋମାଲିନଙ୍କ ସହ ଡ୍ୟାନ୍ସ କରି ଏହି ସୁନ୍ଦର ମୂହୁର୍ତ୍ତକୁ ଆହୁରି ଛାଡ଼ ଚାନ୍ଦ ଲଗାଇ ଦେଇଛନ୍ତି । ଆଶା କରୁଛୁ ସୋମାଲିନଙ୍କ ବୈବାହିକ ଜୀବନ ସୁଖମୟ ରହିବ ।

ବନ୍ଧୁଗଣ ଆପଣ ମାନଙ୍କର ସୋମାଲିନ ଓ ଜ୍ୟାକଲିନଙ୍କ ତାଙ୍କ ବାପାଙ୍କ ସହ ଡ୍ୟାନ୍ସ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *