ଦେଖନ୍ତୁ Somalinଙ୍କ ବିବାହର ଫୁଲ Video, କେମିତି କରୁଛନ୍ତି ମସ୍ତି

ବିବାହ ହେଉଛି ଏମିତି ଏକ ପବିତ୍ର ବନ୍ଧନ ଯାହା ଜନ୍ମ ଜନ୍ମାନ୍ତର ପାଇଁ ହୋଇଥାଏ । ଏହି ପବିତ୍ର ବ-ନ୍ଧ-ନ-ରେ ଥରେ ବା-ନ୍ଧି ହୋଇଗଲେ ଉଭୟ ପୁଅ ଓ ଝିଅର ଜୀବନ ବଦଳି ଯାଇଥାଏ । ବିବାହରେ ପୁଅ ଓ ଝିଅ ଅନେକ ମଜାମସ୍ତି କରିବା ସହ ଉପୋଭୋଗ ମଧ୍ୟ କରିଥାନ୍ତି । କାରଣ ଏହା ଜୀବନରେ ଥରେ ମାତ୍ର ହୋଇଥାଏ । ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ମାନେ ବିବାହ ବନ୍ଧନ ରେ ଆବଦ୍ଧ ହୋଇ ସାରିଛନ୍ତି । ଆଉ କେତେକ ବହୁତ ଜଲ୍ଦି ହେବାକୁ ଯାଉଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଓଡିଆ ଜଗତର ଜଣାଶୁଣା ଅଭିନେତ୍ରୀ ସୋମାଲିନ ପରିଡାଙ୍କ ମ୍ୟାରେଜ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ସୋମାଲିନ ପରିଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ ।

ସେ ଅନେକ ଓଡିଆ ସିରିଏଲରେ ଜବରଦସ୍ତ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ତେବେ ଗତ କାଲି ତାଙ୍କର ବିବାହ ନିଶିତଙ୍କ ସହ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି । ଆପଣ ମାନେ ଏହି ଭିଡିଓ ରେ ସୋମାଲିନଙ୍କ ବିବାହର ସବୁ ମୂହୁର୍ତ୍ତ ଦେଖି ପାରିବେ ।

ଏହି ଭିଡିଓ ରେ ସୋମାଲିନ ନିଜର ମେହେନ୍ଦି ରସମରେ କିପରି ଗୀତ ଗାଇ ଜବରଦସ୍ତ ଡ୍ୟାନ୍ସ କରି ପାଳନ କରିଛନ୍ତି । ଏହା ସହ ତାଙ୍କର ହଳଦୀ ରସମ ମଧ୍ୟ ହୋଇଛି । ତାଙ୍କ ହଳଦୀରେ ସୋମାଲିନ ବହୁତ ସୁନ୍ଦର ଲାଗିବା ସହ ସବୁ ରୀତିନୀତି ଅନୁସାରେ ହଳଦୀ ରସମ ଶେଷ ହୋଇଛି ।

ଏହା ସହ ବିବାହ ଦିନ ସ୍ଟେଜରେ ସୋମାଲିନ ନିଜ ବାପା, ମା ଓ ଭଉଣୀ ଜ୍ୟାଙ୍କଲିନଙ୍କ ସହ ଦମଦାର ଡ୍ୟାନ୍ସ କରିଛନ୍ତି ଯାହା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଚର୍ଚ୍ଚା ହେବାରେ ଲାଗିଛି । ଏହା ବ୍ଯତୀତ ନିଶିତଙ୍କ ବରଯାତ୍ରୀ ଆସିଥିବାର ଦୃଶ୍ୟ ମଧ୍ୟ ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ । ସୋମାଲିନ ଓ ନିଶିତଙ୍କ ବିବାହର ସବୁ ରସମ ଏହି ଭିଡିଓ ରେ ଦୃଶ୍ୟ ହେଉଛି ।

ଦୁହେଁ ପରସ୍ପରକୁ ବରମାଳା ପିନ୍ଧାଇବା ସହ ନିଜର ବିବାହକୁ ଉପୋଭୋଗ କରିବାର ନଜର ଆସୁଛନ୍ତି । ଏହା ବ୍ଯତୀତ ନିଶିତ ସୋମାଲିନଙ୍କ ମଥା ରେ ସିନ୍ଦୁର ଦେବା ଠାରୁ ଆରମ୍ଭ କରି ହୋମ ନିଆଁରେ ଖାଇ ପକାଇବା ଯାଏଁ ସବୁ ରସମ ଏହି ଭିଡିଓ ରେ ରହିଛି । ଦୁହେଁ ନିଜର ବିବାହକୁ ନେଇ ଅଭୁତ ଖୁସି ଥିବାର ନଜର ଆସୁଛନ୍ତି ।

ଏହା ସହ ତାଙ୍କ ପରିବାର ଲୋକେ ମଧ୍ୟ ସୋମାଲିନଙ୍କ ବିବାହ ରେ କୌଣସି କମି ରଖି ନାହାନ୍ତି । ସୋମାଲିନ ନିଜ ଶାଶୁଘରେ କିପରି ନିଶିତଙ୍କ ସହ ହସ ଖୁସିରେ ଅଛନ୍ତି ତାହା ମଧ୍ୟ ଏହି ଭିଡିଓ ରେ ରହିଛି । ଆଶା କରୁଛୁ ଦୁହିଙ୍କର ଯୋଡି ଏମିତି ଆଗକୁ ଏକାଠି ରହିବ । ଦୁହେଁ ଏମିତି ହସ ଖୁସିରେ ଘର ସଂସାର କରନ୍ତୁ ଏହା ଆମର କାମନା ।

ବନ୍ଧୁଗଣ ଆପଣ ମାନଙ୍କୁ ସୋମାଲିନଙ୍କ ବିବାହର ଦୃଶ୍ୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *