ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତେକ ଦିନ କିଛି ନା କିଛି ଘଟଣା ଘଟୁଛି । ଆପଣ ମାନେ ଜାଣିଥିବେ ବିବାହ ହେଉଛି ଏମିତି ଏକ ପବିତ୍ର ବନ୍ଧନ ଯାହା ଉଭୟ ପୁଅ ଓ ଝିଅର ସହମତିରେ ହୋଇଥାଏ । ବିବାହ ଜୀବନରେ ଥରେ ମାତ୍ର ହୋଇଥାଏ । ବିବାହରେ କେବଳ ପୁଅ ଓ ଝିଅର ମିଳନ ହୁଏ ନାହି ବରଂ ଉଭୟଙ୍କ ପରିବାରର ମଧ୍ୟ ସମ୍ପର୍କ ନିବିଡ ହୋଇଥାଏ । କିନ୍ତୁ ଆଜିକାଲି ବିବାହକୁ ନେଇ କିଛି ଲୋକ ମାନେ ମଜାକ କରୁଛନ୍ତି ।
କିଛି ଲୋକ ମାନେ ନିଜର ବିବାହକୁ ନେଇ ସିରିଏସ ଥିବା ବେଳେ ଆଉ କିଛି ଲୋକ ମାନେ ଏମିତି କାମ କରୁଛନ୍ତି ଯାହା ପାଇଁ ଏହି ପବିତ୍ର ଶବ୍ଦର ଅ-ପ-ମା-ନ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଘଟନା ବିଷୟରେ କହିବାକୁ ଯାଉଛୁ । ମୁଁ ବାହା ହେବା ପାଇଁ ଆସିଛି କିନ୍ତୁ ମୋ ସ୍ଵାମୀ ଆସି ନାହାନ୍ତି । ପଇସା ନେଇ ପୋଲିସ ବାଲା ପାଟି ଚୁପ କରି ରହିଛନ୍ତି । ବିବାହର ପ୍ରତିଶ୍ରୁତି ଦେଇ ପ୍ର-ତା–ରଣା ଅ-ଭି-ଯୋ-ଗରେ ଶ୍ଵଶୁର ଘର ଆଗରେ ବୋହୁର ଧାରଣା ।
ବୋହୁ ଟି ଚିତ୍କାର କରି କହୁଛି ଆପଣ ପଇସା ନେଇଛନ୍ତି କାହାକୁ ଏତେ ଦେଖେଇ ହଉଛନ୍ତି । ଯଦି କାଉନ୍ସିଲିଙ୍ଗ ଆଗରୁ ହୋଇଥିଲା ତେବେ ମୁଁ କଣ ଆସିନୀ ଏମିତି ମୋତେ କହୁଛ ବୋଲି ବୋହୁ ଟି ପ୍ର-ତି-ବା-ଦ କରି କହୁଛି । କାଉନ୍ସିଲିଙ୍ଗ ରେ ଯଦି ମୁଁ ଆସି ନ ଥିଲି ତେବେ ଆଜି କାହିଁକି ଆସିଛି ବୋଲି ପ୍ରଶ୍ନ କରିଛି ବୋହୁ । ଯଦି ମୁଁ ସଛୋଟ ନୁହେଁ ତେବେ ମୋ ସ୍ଵାମୀ ମୋତେ ଧୋ-କା ଦେବା ପରେ ମୁଁ ମୋ ଶାଶୁଘରକୁ ଆସି ଆଗରୁ ଯାତ୍ରା କରିଥାନ୍ତି ବୋଲି ବୋହୁ ଟି ଦାବି କରିଛି ।
ପୋଲିସ ମାନେ ପଇସା ନେଇ ଏହି କେସକୁ ଦବାଇ ଦେଉଛନ୍ତି ବୋଲି ଅ-ଭି-ଯୋ-ଗ କରିଛି ବୋହୁ । କିନ୍ତୁ ସେ ତାଙ୍କ ଶ୍ଵଶୁର ଘରା ଆଗରୁ ଏମିତି ଧାରଣା ଦେଇ ରହିବେ ଏଠାରୁ କୁଆଡେ ବି ଯିବେ ନାହି ବୋଲି ଅଣ୍ଟା ଭିଡିଛି ବୋହୁ । ଯଦି ତାଙ୍କ ଶ୍ଵଶୁର ଘର ଲୋକେ ତାଙ୍କୁ ସନ୍ଧ୍ୟା ସୁଦ୍ଧା ତାଙ୍କୁ ବୋହୁ ଭାବେ ସ୍ଵୀକାର କରି ଘରକୁ ନ ନିଅନ୍ତି ତେବେ ସେ ଆ-ତ୍ମ-ହ-ତ୍ୟା କରିବେ ବୋଲି କହିଛନ୍ତି ।
ଏଭଳି ଦୃଶ୍ୟ ଆଗରୁ ହୁଏ ତ ଦେଖିବାକୁ ନ ମିଳିଥିବ । ତେବେ ଝିଅର ସ୍ଵାମୀ ତାଙ୍କୁ ବିବାହ କରିଥିଲେ ମଧ୍ୟ ବର୍ତ୍ତମାନ ସ୍ତ୍ରୀ ଭାବେ ଗ୍ରହଣ କରୁ ନାହାନ୍ତି ବୋଲି ପ୍ରତିବାଦ କରିଛି ଝିଅଟି । ଝିଅର ଏପରି ହଙ୍ଗାମା ଦେଖି ସେଠାରେ ଲୋକ ମାନକର ଭିଡ ଜମିଛି ।
ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।