ଯେତେବେଳେ ପିଲାଟି ମା ପେଟ ଭିତରେ ଥାଏ ତେବେ ସେ ୨୪ ଘଣ୍ଟା ମଧ୍ୟରେ କଣ କରିଥାଏ ? ଗର୍ଭ ଧାରଣାର ୪ରୁ ୫ମାସ ମଧ୍ୟରେ ମା ଭୃଣର ପରିବର୍ତ୍ତନ ମା ଅନୁଭବ କରିଥାଏ । ଯେମତିଇ ପିଲାଟି ମା ପେଟରେ ଠିଆବ ଅବସ୍ଥାରେ ଲାତ ମାରିବା, ଭିଡି ମୋଡି ହେବା ଓ ଓଲଟିବା ଇତ୍ୟାଦି । ଯେତେବେଳେ ଅଲଟ୍ରାସାଉଣ୍ଡ ହୁଏ ତେବେ ପିଲାଟି ଖେଳୁଥିବାର ବା ଶୋଇ ଥିବାର ଜଣା ପଡିଥାଏ ।
ତେବେ ପିଲାଟି ଗର୍ଭରେ ଥିବା ବେଳେ କେଉଁ ଭଳି ହରକତ କରିଥାଏ ତାହା ଏକ ରିସର୍ଚ ଟିମ ଅନୁଧ୍ୟାନ କରିଛନ୍ତି । ତେବେ ଏକ ବିଚିତ୍ର ତଥ୍ୟ ସାମନାକୁ ଆଇଛି ଯେ ପିଲାଟି ଗର୍ଭରେ ଥିବା ଅବସ୍ଥାରେ ଅଲଟ୍ରାସାଉଣ୍ଡ କରିବା ସମୟରେ କାନ୍ଦୁଛି ଯାହାକୁ ଦେଖି ବିଶେଷଜ୍ଞ ମାନେ ଚିନ୍ତାରେ ପଡି ଯାଇଛନ୍ତି । ଏହି ରିସର୍ଚ ଗର୍ଭବତୀ ଥିବା ମହିଳାଙ୍କ ଠାରେ କରା ଯାଇଥିଲା ।
ସେହି ସମୟରେ ବୈଜ୍ଞାନିକ ମାନେ ଜାଣିଥିଲେ ପିଲାଟି ଗର୍ଭରେ କାନ୍ଦିଥାଏ । ଏ ନେଇ ବୈଜ୍ଞାନିକ ମାନେ ଅଧିକ ରିସର୍ଚ କରିବାରେ ଲାଗିଛନ୍ତି । ୨୦୦୫ର ଏହି ତଥ୍ୟକୁ ଏକ ଟିମ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି ଯେ କେମିତି ଗର୍ଭସ୍ଥ ଶିଶୁଟି କାନ୍ଦିଥାଏ ? ଏହି ରିସର୍ଚରେ ଗର୍ଭସ୍ଥ ଶିଶୁର ମୁହଁଟି ପରୀକ୍ଷା କରା ଯାଇଥିଲା ।
ସେହି ସମୟରେ ପିଲାଋ ବିଭିନ୍ନ ଭାବଭଙ୍ଗି ଦେଖାଇ ଥିଲା । ସେହି ସମୟରେ ଶିଶୁଟି କାନ୍ଦିବାର ଦେଖା ଯାଇଥିଲା । କୁହାଯାଏ ମା ର ମାନସିକତା ଯେମିତି ରହିବ ପିଲାର ମାନସିକତା ମଧ୍ୟ ସେମିତି ରହିବ । ସେଥିପାଇଁ ଏହି ସମୟରେ ମାକୁ ଖୁସିରେ ରହିବା ସହ ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକା ବହି ପଢିବା ପାଇଁ କୁହାଯାଏ ।
ଗର୍ଭ ଧାରଣ ସମୟରେ ମାଟି ଯେମତି ଚିନ୍ତା, ଦୁଖ, ଅବସାଦରୁ ଦୂରେଇ ରହିବ ତାହା ନେଇ ସତରକ କରାଯାଏ । କିନ୍ତୁ ଏହି ରିସର୍ଚ ସମୟରେ ଜେତବେଳେ ମା ର ଅଲଟ୍ରାସାଉଣ୍ଡ କରା ଯାଇଥିଲା ସେହି ସମୟରେ ଗର୍ଭସ୍ଥ ଶିଶୁଟି ସନତ ଶିଷ୍ଟ ଥିଲା । ଏହା ପରେ ସେମାନେ ଭ୍ରୂଣକୁ କିଛି କମ୍ପନ ଓ ଶବ୍ଦ ଶୁଣାଇଥିଲେ । ଯେମିତି ଏହି କମ୍ପନ ଓ ଶବ୍ଦକୁ ଭ୍ରୂଣ ଅନୁଭବ କରିଛି ହାତକୁ ମୁଠା କରିଦେଲା ।
ଏହା ପରେ ୩ ଥର ଶିଶୁର ଛାତି ଧଡପଡ ହେବାର ଦେଖିବାକୁ ମିଳିଥିଲା । ଯେମତି ମଣିଷ କୋହରେ କାନ୍ଦିଥାଏ ସେମିତି ପିଲାଟି କମ୍ପନ ଯୋଗୁ କାନ୍ଦିଥିଲା । ଏହା ପରେ ବିଶେଷଗ ମାନେ ଜାଣିବାକୁ ପାଇଲେ ଯେମତି ମଣିଷ କାନ୍ଦିଲେ ଛାତି ଧଡପଡ ହୁଏ ସେମିତି ଭ୍ରୂଣ ମଧ୍ୟ କାନ୍ଦୁଛି ।
ଏହି ପରୀକ୍ଷା ୬୦ ଜଣ ପିଲାଙ୍କୁ ନେଇ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣ ଶିଶୁ ଏମିତି କାନ୍ଦିବାର ଦେଖା ଯାଇଛି । ଯଦିଓ ମଣିଷର କାନ୍ଦିବାର ପ୍ରକ୍ରିୟା ଅଲଗା ରହିଥାଏ । କିନ୍ତୁ କାନ୍ଦିବା ସମୟରେ ଏହି ପ୍ରକ୍ରିୟା ହୋଇଥାଏ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ଶିଶୁଟି ଦୁନିଆକୁ ଆସିବା ଆଗକୁ ମା ଗର୍ଭରେ କାନ୍ଦିଥାଏ ବୋଲି ବିଶେଷଜ୍ଞ ମାନେ ରାଏ ଦେଇଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମର ପୋଷ୍ଟଟି ଭଲ ଲାଗିଥାଏ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।