Paytm ଆଣିଛି ନୂଆ ଅଫର, LPG ଗ୍ୟାସ ସିଲିଣ୍ଡର ବୁକିଙ୍ଗ କରିଲେ ମିଳିବ ଏତେ ଟଙ୍କା Cashback… ଜାଣନ୍ତୁ କେତେ

ନମସ୍କାର ବନ୍ଧୁଗଣ । ଏଲପିଜି ସିଲିଣ୍ଡରକୁ ନେଇ ଗ୍ରାହକ ଚିନ୍ତା ରେ ଥିବା ବେଳେ ଏବେ ପେଟିଏମ ଆଣିଛି ଭଲ ଖବର । ଏଥର ଗ୍ରାହକ ମାନେ ସିଲିଣ୍ଡର ବୁକିଙ୍ଗ କରି ପାରିବେ କ୍ୟାସବ୍ୟାକ ଅଫର । ଏହା ସହ ରହିଛି ଅନେକ ସୁବିଧା । ଏକ ସ୍ଵତନ୍ତ୍ର ଅଫାର ଅଧୀନରେ ଏଲପିଜି ସିଲିଣ୍ଡର ବୁକିଙ୍ଗ କରିଲେ ଗ୍ରାହକ ପାଇ ପାରିବେ ୨୭୦୦ ଟଙ୍କା ଯାଏଁ ସୁବର୍ଣ୍ଣ ଫାଇଦା । ଏହି ସୁବିଧା ପାଇବାକୁ ଆପଣଙ୍କୁ ଅଧିକ କିଛି କରିବାକୁ ପଡିବ ନାହି ।

ବରଂ ପେଟିମ ମାଧ୍ୟମରେ ଗ୍ଯାସ ବୁକିଙ୍ଗ କରିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ଗ୍ରାହକଙ୍କୁ ଏହା ଅଧୀନରେ କେଉଁ ପ୍ରକାର ସୁବିଧା ମିଳିବାକୁ ଯାଉଛି । ଏହି ଖାସ ଅଫର ମୁତାବକ ଯଦି ଆପଣ ପେଟିଏମ ରେ ଗ୍ଯାସ ବୁକିଙ୍ଗ କରୁଛନ୍ତି ତେବେ ଆପଣଙ୍କୁ ୨୭୦୦ ଟଙ୍କା ପର୍ଯ୍ୟନ୍ତ ସିଧା ସଳଖ ଫାଇଦା ମିଳିବ । କାରଣ ଏଲପିଜି ସିଲିଣ୍ଡର ବୁକିଙ୍ଗ ଉପରେ କ୍ୟାସ ବ୍ୟାକ ସହ ରହିଛି ଏକାଧିକ ସୁବିଧା ।

ଏହି କଥା ଟି ଘୋଷଣା କରିଛି ପେଟିଏମ । ବର୍ତ୍ତମାନ ଆରମ୍ଭ ହୋଇଛି ପେଟିଏମ ର 3-ପିଟ ୨୭୦୦ ଟଙ୍କା ନାଁ ରେ ଏକ ନୂଆ ସ୍କିମ । ଏହି ସୁବିଧା ନୂଆ ଗ୍ରାହକ ମାନଙ୍କ ପାଇଁ ଲାଗୁ ହେବାକୁ ଯାଉଛି । ଏହି ଅଫର ଜରିଆରେ ଯେଉଁ ମାନେ ନୂଆ ଗ୍ରାହକ ସେମାନଙ୍କୁ ତିନି ମାସ ଯାଏଁ ଗ୍ଯାସ ବୁକିଙ୍ଗ ଉପରେ ୯୦୦ ଟଙ୍କା ଯାଏଁ କ୍ୟାସ ବ୍ୟାକ ମିଳି ପାରିବ ।

ଏହି ଅଫର ପାଇଁ କିଛି ସର୍ତ୍ତାବଳି ମଧ୍ୟ ରହିଛି । ଏଥିପାଇଁ ଗ୍ରାହକ ମାନଙ୍କୁ ପ୍ରଥମେ ପେଟିଏମ ଆପ ଡାଉନଲୋଡ କରିବାକୁ ପଡିବ । ଏହା ପରେ ସିଲିଣ୍ଡର ବୁକିଙ୍ଗ ଅପସନ ଉପରେ କ୍ଲିକ କରିବାକୁ ପଡିବ । ଏଥିରେ ଆପଣଙ୍କୁ ୩ଟି ବିକଳ୍ପ ମିଳିବ । ଯେମିତିକି ଭାରତ ଗ୍ୟାସ, ଇଣ୍ଡିଆନ ଗ୍ଯାସ ଓ ଏଚପି ଗ୍ଯାସ ଅପସନ ଆସିବ । ଏଠାରେ ନିଜ ଗ୍ଯାସ ଏଜେନ୍ସିକୁ ଚୟନ କରନ୍ତୁ ।

ଏହା ପରେ ନିଜ ରେଜିଷ୍ଟର ନମ୍ବର ବା ଏଲପିଜି ଆଇଡ଼ି କଷ୍ଟମର ଲେଖିବାକୁ ପଡିବ । ଏ ସବୁ ତଥ୍ୟ ଦେବା ପରେ ପ୍ରୋସିଡ ବଟନ ଉପରେ କ୍ଲିକ କରି ପେମେଣ୍ଟ କରିବାକୁ ପଡିବ । ଏହି ନୂଆ ଅଫର ଏଲପିଜି ଗ୍ଯାସ । ଇଣ୍ଡିଆନ ଗ୍ଯାସ ଓ ଭାରତ ଗ୍ଯାସ ଭଳି ୩ଟି ପ୍ରମୁଖ ଗ୍ଯାସ କମ୍ପାନୀ ଉପରେ ଲାଗୁ ହେଉଛି ।

ଏହି ଅଫରରେ ୟୁଜର୍ସଙ୍କୁ ଗ୍ଯାସ ବୁକିଙ୍ଗ କରିବା ସହ ନିଶ୍ଚିନ୍ତ ଉପହାରର ବ୍ୟବସ୍ଥା ରହିଛି । ପୁରସ୍କାର ବାବଦରେ ୟୁଜର୍ସଙ୍କୁ କିଛି ଗିଫ୍ଟ ଭାଉଚର ମଧ୍ୟ ମିଳିବ । ଏବେ ପେଟିଏମ ଏକ ନୂଆ ଆପ ଆଣିଛି । ଏହି ନୂଆ ଆପ ଡାଉନଲୋଡ କରି ଗ୍ରାହକ ଗ୍ଯାସ ଡେଲିଭରିକୁ ମଧ୍ୟ ଟ୍ରାକ କରି ପାରିବେ । ଏହା ସହ ଗ୍ରାହକଙ୍କ ଫୋନରେ ସିଲିଣ୍ଡର ଭରିବାକୁ ରିମାଇଣ୍ଡର ମଧ୍ୟ ଉପଲବ୍ଧ ରହିବ ।

ବନ୍ଧୁଗଣ ଏହି ଘଟଣାରେ ଆପଣଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *