ବାସ ଗୋଟିଏ ମିସକଲ ! ଘର ଦୁଆର ମୁହଁରେ ଆସି ପହଞ୍ଚିଯିବ LPG ଗ୍ୟାସ, ଜାଣନ୍ତୁ କେମିତି

ନମସ୍କାର ବନ୍ଧୁଗଣ । ଆସିଲା ବଡ ଖବର । ଏଲପିଜି ବ୍ୟବହାର କରୁଥିବା ଗ୍ରାହକ ମାନଙ୍କ ପାଇଁ ଆସିଲା ଗୁରୁତ୍ୱପୂର୍ଣ୍ଣ ଖବର । ଜାଡ୍ୟ ଆପଣ ଏଲପିଜି ଗ୍ଯାସ ବୁକିଙ୍ଗ କରିବାକୁ ନେଇ ଚିନ୍ତାରେ ଅଛନ୍ତି ତେବେ ଆପଣଙ୍କ ପାଇନ ଆସିଛି ଖୁସି ଖବର । ବର୍ତ୍ତମାନର ବଡ ଖବର ହେଉଛି ଏଲପିଜି ଗ୍ଯାସ ବୁକିଙ୍ଗ କରିବା ଖୁବ ସହଜ ହୋଇଛି । ଆପଣ ଗ୍ଯାସ ସିଲିଣ୍ଡର ବୁକିଙ୍ଗ କରିବା ପାଇଁ ଆପଣଙ୍କୁ ଏକ ମିସକଲ ଦେବାକୁ ପଡିବ ଯାହା ଦ୍ଵାରା ଆପଣଙ୍କ ଘର ପାଖରେ ପହଞ୍ଚି ଯିବ ଏଲପିଜି ସିଲିଣ୍ଡର ।

ଦେଶରେ ଯେ କୌଣସି ଅଞ୍ଚଳରୁ ଥାଇ ମିସକଲ ଦେଇ ଏଲପିଜି ସିଲିଣ୍ଡର ବୁକ କରି ପାରିବେ । ଗ୍ରାହକ ମାନଙ୍କୁ ଏତେ ସହଜ ଓ ସରଳ ସୁବିଧା ଯୋଗାଇ ଦେଇଛି ଇଣ୍ଡିଆନ ଅଏଲ କରପେରସନ । ଚଳିତ ବର୍ଷ ଆଇଏସି ଏହି ଉବିଧା ଫେବୃଆରିରୁ ଦେଇ ଆସୁଛି । ପୂର୍ବରୁ ଗ୍ରାହକ ମାନେ କଷ୍ଟମର କେୟାର ନମ୍ବରକୁ କାଲ କରି ବୁକିଙ୍ଗ କରିବାକୁ ପଡୁଥିଲା । ଅନେକ ସମୟରେ କଲ କୁ ହୋଲ୍ଡ ରଖିବାକୁ ପଡୁଥିଲା ।

ଏବେ ଆଉ ଏହି ଅସୁବିଧାର ସମାନକୁ କରିବାକୁ ପଡିବ ନାହି । କେବଳ ଗୋଟିଏ ମିସକଲ କରିଲେ ଗ୍ଯାସ ସିଲିଣ୍ଡର ଆପଣଙ୍କ ଘର ପାଖରେ ପହଞ୍ଚି ଯିବ । ଆଓସି ଏଲପିଜି ଗ୍ରାହକ ମାନଙ୍କୁ ଏଥିପାଇଁ ଏକ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛି । ମିସକଲ ପାଇଁ ଆଇଓସି ନମ୍ବର ମଧ୍ୟ ଦେଇଛି । ଏହି ନମ୍ବରଟି ହେଉଛି ୮୪୫୪୯୫୫୫୫୫ । ଆପଣଙ୍କୁ କେବଳ ପଞ୍ଜୀକୃତ ମୋବାଇଲ ନମ୍ବର ରୁ କଳା କରିବାକୁ ପଡିବ ।

ଆଇଓସି ଟ୍ବିଟ କରି କହିଛି ଯେ ଗ୍ରାହକ ମାନେ ଏହି ନମ୍ବର ରେ ଗୋଟିଏ ମିସକଲ ଦେଇ ନୂଆ ଗ୍ଯାସ ସଂଯୋଗର ବୁକିଙ୍ଗ କରି ପାରିବେ । ଏଥିପାଇଁ ଗ୍ରାହକ ମାନଙ୍କୁ ଅତିରିକ୍ତ ଦେୟ ମଧ୍ୟ ଦେବାକୁ ପଡିବ ନାହି । ମିସକଲ ବ୍ଯତୀତ ଗ୍ଯାସ ବୁକିଙ୍ଗ କରିବା ପାଇଁ ଅନ୍ୟ ଉପାୟ ମାନ ରହିଛି । ଆଇଓସି ଏଚ ପିସିଏଲ ଓ ବିପିସିଏଲ ଗ୍ରାହକ ମାନେ ମଧ୍ୟ SMS ଓ ୱ୍ହାଟସାପ ମାଧ୍ୟମରେ ଗ୍ଯାସ ସିଲିଣ୍ଡର ବୁକିଙ୍ଗ କରି ପାରବେ ।

ଯଦି ଆପଣ ଜେଣ ଇଣ୍ଡିଆନ ଗ୍ଯାସର ଗ୍ରାହକ ଅଟନ୍ତି ତେବେ ଆପଣ ନିଜର ପଞ୍ଜୀକୃତ ମୋବାଇଲ ନମ୍ବରରୁ ୭୭୧୮୯୫୫୫୫୫ କୁ କଳା କରି ଏଲପିଜି ଗ୍ଯାସ ବୁକିଙ୍ଗ କରି ପାରିବେ । ଅନେକ ଉପାୟ ହେଉଛି ୱ୍ହାଟସାପ ରେ ଆପଣ ରିଫିଲ ଲେଖି ୭୫୮୮୮୮୮୮୨୪ରେ ୱ୍ହାଟସାପ କର ପାରିବେ ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *