ନମସ୍କାର ବନ୍ଧୁଗଣ । କଣ ଆପଣ ମାନେ ଜାଣିଛନ୍ତି ଆମେ ଯେଉଁ ନୋଟ ବ୍ୟବହାର କରୁଛୁ ତାହା କେଉଁଥିରେ ତିଆରି ହେଉଛି । ସକାଳୁ ଉଠିବା ପରେ ରାତିରେ ଶୋଇବା ଯାଏଁ ଯେଉଁ ଜିନିଷ ପାଇଁ ଆମ ଜୀବନ ନିର୍ଭର କରୁଛି ତାହା ହେଉଛି ଟଙ୍କା । ବିନା ଟଙ୍କା ପଇସାରେ ଜୀବନ ବଞ୍ଚିବା ସମ୍ଭବ ଅଟେ । କିଛି କିଣିବା ପାଇଁ ହେଉ ବା କୌଣସି ସ୍ଥାନକୁ ଯିବା ଆସିବା ପାଇଁ ହେଉ ବା କିଛି କାମ କରିବା ପାଇଁ ପ୍ରତ୍ଯେକ୍ଷ ବା ପରୋକ୍ଷ ଭାବେ ଟଙ୍କା ପଇସାର ନିହାତି ଆବଶ୍ୟତା ରହିଛି ।
ଆଜି ଆମେ ଆପଣ ମାନଙ୍କୁ ଏହି ଟଙ୍କା ବା ନୋଟ କେଉଁଥିରେ ତିଆରି କରାଯାଏ ସେହି ବିଷୟରେ କହିବାକୁ ଯାଉଛୁ । ଆମେ ସମସ୍ତେ ଜାଣିଛନ୍ତି ଆମେ ଯେଉଁ ଟଙ୍କା ନୀତି ଦିନ ବ୍ୟବହାର କରିଥାଉ ତାହା କାଗଜରେ ତିଆରି ହୋଇଥାଏ । କିନ୍ତୁ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଟଙ୍କା ତିଆରି କରିବା ପାଇଁ କୌଣସି କାଗଜର ବ୍ୟବହାର କରାଯାଏ ନାହି ।
ଏଜା ଜାତୀୟ ଗଣ ମାଧ୍ୟମର ସୂଚନା ଅନୁଯାୟୀ ନୋଟ ତିଆରି କରିବା ପାଇଁ କାଗଜ ନୁହେଁ ବରଂ କପା ଓ ସ୍ଵତନ୍ତ୍ର କଟନର ବ୍ୟବହାର କରା ଯାଇଥାଏ । କାଗଜର ବ୍ୟବହାର କରାଗଲେ ଅଧିକ ଦିନ ଯାଏଁ ନୋଟ ଗୁଡିକ ଭଲ ରହିବ ନାହି । ଏହା ସହ ବହୁତ ଜଲ୍ଦି ନୋଟ ଗୁଡିକ ଚିରି ମଧ୍ୟ ଯିବ । ଏମିତିକି ଆପଣ ମାନେ ଜାଣିଥିବେ ନୋଟ ଟି ପାଣିରେ ଓଦା ହୋଇଗଲେ ତାହା ଖରାପ ହୋଇ ନ ଥାଏ ।
ପାଣିରେ ପଡିଥିବା ନୋଟକୁ ଆମେ ଖରାରେ ଶୁଖାଇ ପୁଣି ଥରେ ବ୍ୟବହାର କରିପାରୁ । ଏହି ସବୁ କାରଣ ପାଇଁ ନୋଟ ଗୁଡିକୁ କାଗଜରେ ନ ଛପା ଯାଇ ସ୍ଵତନ୍ତ୍ର କଟନ ଓ କପା ର ବ୍ୟବହାର କରା ଯାଇଥାଏ । କାଗଜ ନୋଟ ତୁଳନାରେ କପାରେ ତିଆରି ହେଉଥିବା ନୋଟ ଗୁଡିକ ଅଧିକ ମଜବୁତ ଅଟେ । କେବଳ ଭାରତରେ ନୁହେଁ ବରଂ ସାରା ଦେଶର ନୋଟ ତିଆରି କରିବା ପାଇଁ କାପାର ବ୍ୟବହାର କରା ଯାଇଥାଏ । କପାରେ ଗେଟଲିନ ନାମକ ଏକ ଫାଇଭର ରହିଥାଏ ।
ଯେଉଁ ସମୟରେ ନୋଟ ତିଆରି କରାଯାଏ ସେତେବେଳେ କେବଳ କପା ନୁହେଁ ବର୍ମ ଗେଟଳିନର ମଧ୍ୟ ବ୍ୟବହାର କରା ଅଯାଇଥାଏ । ଯାହା ପାଇଁ ନୋଟ ଗୁଡିକ ଅଧିକ ଦିନ ଯାଏଁ ଖରାପ ହୁଏ ନାହି । ଆମ ଦେଶରେ ନୋଟ ଛପାଇବାର ଅଧିକାର କେବଳ ରିଜର୍ଭ ବ୍ଯାଙ୍କ ପାଖରେ ରହିଛି । RBI କୁ ଏହି ଅଧିକାର ଧାରା ୨୨ ଅନୁଯାୟୀ ମିଳିଛି । ଜାଲ ବ ନକଲି ନୋଟ ଜାଣିବା ପାଇଁ ଅସଲି ନୋଟ ଗୁଡିକରେ ଶିକୁରୀଟି ଫିଚର ଦିଆ ଯାଇଅଥାଏ । ଏହି କାରଣରୁ ସମୟ କ୍ରମେ ଭାରତୀୟ ନୋଟରେ ପରିବର୍ତ୍ତନ କରା ଯାଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।