ଜୀବିତ ଥିବା ଅବସ୍ଥାରେ Mihir Dasଙ୍କୁ ମୃତ ଘୋଷଣା କରିଦେଲା Wikipedia

ନମସ୍କାର ବନ୍ଧୁଗଣ । ଓଡିଶାର ଲୋକପ୍ରିୟ ଅଭିନେତା ତଥା ଓଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ମିହିର ଦାସଙ୍କୁ ବଞ୍ଚି ଥାଉ ଥାଉ ମା-ରି-ଦେଲା ୱିକିପିଡିଆ । କିନ୍ତୁ ଗୁରୁବାର ଦିନ ମିହିର ଦାସ ଜୀବିତ ଅଛନ୍ତି ବୋଲି ୱିକିପୀଡିୟାରେ ଅପଡେଟ କରିବା ଚର୍ଚ୍ଚା ରେ ବିଷୟ ହୋଇଛି । ଏହି କଥା ଶୁଣିବା ପରେ ମିହି ଦାସଙ୍କ ପ୍ରଶଂସକ ମାନେ ନି-ନ୍ଦା କରିଛନ୍ତି । ଏହି ଭିଡିଓ ଜରିଆରେ ଆପଣ ମାନେ ଦେଖି ପାରିବେ ବୁଧବାର ଦିନ ୱିକିପୀଡିୟା ର ତଥ୍ୟ ଅନୁଯାୟୀ ମିହିର ଦାସଙ୍କ ଦେ-ହା-ନ୍ତ ଘଟିଛି ।

କିନ୍ତୁ ସେହି ତଥ୍ୟ ପୁଣି ଥରେ ଗୁରୁବାର ଦିନ ଦେଖା ଯାଇଛି ମିହିର ଦାସ ଜୀବିତ ଅଛନ୍ତି । ୱିକିପୀଡିୟା ର ତଥ୍ୟ ଉପରେ କୋଟି କୋଟି ଲୋକ ମାନେ ବିଶ୍ଵାସ କରୁଥିବା ବେଳେ ଏପରି ଏକ ମିଛ ଖବର ପ୍ରକାଶ ପାଇବା ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ସହ ଆଶ୍ଚର୍ଯ୍ୟ କରିଛି । ଏହାକୁ କଡା ନି-ନ୍ଦା କରିଛନ୍ତି ଓଡିଶା ସିନେ ଆସୋସିଏସନ ସମ୍ପାଦକ ଶ୍ରୀତମ ଦାସ ।

ଅଭିନେତା ଶ୍ରିତମ ଦାସ ନିଜ ରାଏ ରେ କହଛନ୍ତି ଯେ କିପରି ଭାବେ ଏତେ ବଡ ସଂସ୍ଥା ୱିକିପୀଡିୟା ଏପରି ମିଛ ସୂଚନା ଦେଇ ପାରିଲା । ତାରିଖ ପକାଇ ମିହିର ଦାସଙ୍କ ଦେ-ହା-ନ୍ତର ମିଛ ପ୍ରଚାର କଣ ପାଇଁ କରାଗଲା ପ୍ରଣସ କରିଛନ୍ତି ଶ୍ରିତମ ଦାସ ।

ଏହାକୁ ଘୋର ନିନାଡା କରିଛନ୍ତି ଫିଲ୍ମ ଜଗତର ସବୁ କଳାକାର ମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ମାନେ । ଗତ କିଛି ହେବ ମିହିର ଦାସ କିଡନି ରୋଗରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏକ ଘରୋଇ ହସପିଟାଲରେ ଭେଣ୍ଟିଲେଟର ରଖା ଯାଇଛି । ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ କଡା ନଜର ରଖିଛନ୍ତି ।

ମିହିର ଦାସଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ଥିବା କଥା ପ୍ରଚାର ହେବା ପରେ ଓଡିଶା ତଥା ଓଡିଆ ବାହାର ଲୋକେ ତାଙ୍କର ଆସୁ ଆରୋଗ୍ଯ କାମନା କରୁଛନ୍ତି । ଏଭଳି ସମୟରେ ୱିକିପୀଡିୟା ରେ ଏମିତି ତଥ୍ୟ ସାମନାକୁ ଆସିବାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ମିହିର ଦାସଙ୍କ ପରିବାର ଓ ତାଙ୍କୁ ଭଲ ପାଉଥିବା ପ୍ରତେକଟି ମଣିଷ । ଏହାର କଡା ନି-ନ୍ଦା କରିଛନ୍ତି ପ୍ରତେକ ଟି ଜନତା ମାନେ । ଏ ନେଇ ମିହିର ଦାସଙ୍କ ପୁଅ ଅମ୍ଳାନ କହିଛନ୍ତି ଯିଏ ଏହି କାମ କରିଛି ତାକୁ ଏଥିରୁ କଣ ମିଳିଛି ତାହା ଜାଣି ହେଉ ନାହି ।

କିପରି ଜଣେ ବଞ୍ଚିଥିବା ଲୋକକୁ ମୃ-ତ ବୋଲି ଘୋଷଣା କରା ଯାଇଛି ତାହା ବାସ୍ତବରେ ନି-ନ୍ଦ-ନୀ-ୟ କଥା ଅଟେ । ଅଭିନେତା ମିହିର ଦାସ ଓଲିଉଡ ଇଣ୍ଡଷ୍ଟ୍ରି କୁ ଅନେକ ସାରା ସୁପର ହିଟ ଫିଲ୍ମ ଦେଇଛନ୍ତି । ଓଡିଆ ଚଳଚ୍ଚିତ୍ର ଭେଟି ଦେବା ସହ ଓଡିଆଙ୍କ ମନରେ ଅଲଗା ସ୍ଥାନ ସୃଷ୍ଟି କରିଛନ୍ତି ଅଭିନେତା ମିହିର ଦାସ । ଏଭଳି ସମୟରେ ଏହି ଖବରଋ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *