Tapaswini ଙ୍କ ଅବସ୍ଥା ଦେଖି Sumit ଓ ତାଙ୍କ ପରିବାର ବିରୁଦ୍ଧରେ ସ୍ଵର ଉଠାଇଲେ ପଡୋଶୀ, ଦେଖନ୍ତୁ Video କଣ କହୁଛନ୍ତି ସେମାନେ

ନମସ୍କାର ବନ୍ଧୁଗଣ । ଦୀର୍ଘ ଦିନ ହେବେ ବ୍ରଂହପୁର ସହରର ବୋହୁ ତପସ୍ଵିନୀ ଦାସ ନିଜର ହକ ଦାବିରେ ଗାଁ ଦାଣ୍ଡରେ ଆଦି ବସିଛନ୍ତି । ଗାଁ ଲୋକ ମାନେ ବାଟରେ ଯାଉଥିବା ବେଳେ ତପସ୍ଵିନୀଙ୍କୁ ଦେଖି ଆହା ପଦେ କହୁଛନ୍ତି । କିନ୍ତୁ ସୁମିତ କି ତାଙ୍କ ବାପା ପ୍ରମୋଦ ସାହୁଙ୍କ ମନରେ ଟିକେ ହେଲେ ବି ଦୟା ଆସୁ ନାହି ତପସ୍ଵିନୀଙ୍କ ପ୍ରତି । ଶେଷରେ ବା-ଧ୍ୟ ହୋଇ ତପସ୍ଵିନୀଙ୍କ ପାଇଁ ମୁହଁ ଖୋଲିଛନ୍ତି ପଡୋଶୀ ମାନେ ।

ସ୍ତ୍ରୀ କୁ ବାହାରେ ବସାଇ ସୁମିତଙ୍କ ପରିବାର ନାଟକ ବଜାଇ ଚଳାଇଛନ୍ତି ବୋଲି ପଡୋଶୀ ମାନେ ଅ-ଭି-ଯୋ-ଗ କରିଛନ୍ତି । ଏପରି କି ସ୍ଵାମୀଙ୍କ ଘରେ ଆଗରେ ଶୀତ କାକର ରେ ଧାରଣା ଦେଇ ବସିଥିବା ତପସ୍ଵିନୀ ଙ୍କୁ ଶାନ୍ତୁନା ଦେଇଛନ୍ତି ପଡୋଶୀ ମାନେ । ସୁମିତଙ୍କୁ ଚୋର କହିବାକୁ ମଧ୍ୟ ପଡୋଶୀ ମାନେ ପଛେଇ ନାହାନ୍ତି । ପଡୋଶୀ ମାନେ କହିଛନ୍ତି ଯେ ଯଦି ସୁମିତଙ୍କ ଦେହ ଖରାପ ଅଛି ତେବେ ସ୍ତ୍ରୀକୁ କଣ ପାଇଁ ପାଖରେ ରଖୁ ନାହି ।

ଯଦି ତାର ଦେହେ ଏତେ ଖରାପ ଅଛି ତେବେ ମେଡିକାଲରେ ଯାଇ ଆଡିମିସନ ହେଉନି କାହିଁକି ବୋଲି ପ୍ରତିକ୍ରିୟା ରଖିଛନ୍ତି ପଡୋଶୀ । ନ୍ୟାୟ ପାଇଁ ସବୁ ମହିଳା ମାନେ ଘରୁ ବାହାରିବା ସହ କବାଟ ଭାଙ୍ଗି ଘରେ ଆସିବାକୁ ପଡୋଶୀ ମାନେ ଦାବି କରିଛନ୍ତି । ସବୁ ଆସି ତପସ୍ଵିନୀଙ୍କ ସାଥ ଦେବା ସହ ତାଲା ଭାଙ୍ଗୁଇ ସୁମିତଙ୍କ ଘରେ ପସିବାକୁ ପଡୋଶି ମାନେ ଅଣ୍ଟା ଭିଡିଛନ୍ତି ।

ତପସ୍ବୀନିଙ୍କ ଅବସ୍ଥା ଦେଖି ସ୍ଥାନୀୟ ଲୋକ ମାନେ ବାହାରିଛନ୍ତି ଯାହାର ସିଧା ସଳଖ ଦୃଶ୍ୟ ଏହି ଭିଡିଓ ରେ ରହିଛି । ଅନ୍ୟ କ୍ଷେତ୍ର ରେ ସୁମିତ ମିଛରେ ଦେହ ଖରାପ କହି ଆଡ ଦେଖାଇ ହସ୍ପିଟାଲ ରେ ନ ରହି ଘରେ ଲୁଚି ରହିଛନ୍ତି ବୋଲି ସ୍ତ୍ରୀ ତପସ୍ଵିନୀ ଅ-ଭି-ଯୋ-ଗ କରିଛନ୍ତି । ସୁମିତ ପାଚେରି ଡେଇଁ ଯାଉ ଥିବାର ନିଜେ ଦେଖିଥିବାର ତପସ୍ଵିନୀ କହିଛନ୍ତି । ବର୍ତ୍ତମାନ ତପସ୍ଵିନୀ ଙ୍କ ସହ ପଡୋଶୀ ମାନେ ଠିଆ ହୋଇଛନ୍ତି ।

ଏହା ବ୍ଯତୀତ ପଡୋଶୀ ମହିଳା ମାନେ ମଧ୍ୟ ରାଗି ଯାଇ ସୁମିତ ଓ ତାଙ୍କ ପରିବାରକୁ ଗା-ଳି ଗୁ-ଲ-ଜ କରୁଛନ୍ତି । ଯଦି ସୁମିତ ତପସ୍ଵିନୀଙ୍କୁ ବିବାହ କରି ତା ସହ ସମ୍ପର୍କ ରଖିଛି ବୋଲି ସ୍ଵୀକାର କରିଛି ତେବେ ତାକୁ ଘରେ ରଖିବାକୁ ଅସୁବିଧା କଣ ହେଉଛି ଏହା ଉପରେ କଡା ପ୍ରତିକ୍ରିୟା ରଖିଛନ୍ତି ପଡୋଶୀ ମାନେ । ତେବେ ଆଗକୁ ଏହି ମାମଲାରେ କଣ ହେବେ ତାହା ସମୟ କହିବ ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *