ମା ହେଲା ରାକ୍ଷସୀ, ଶିଳପୁଆରେ ଛେଚି ନେଇଗଲା ଝିଅର ଜୀବନ… କାରଣ ଜାଣି ବିଶ୍ଵାସ ହେବନି

ନମସ୍କାର ବନ୍ଧୁଗଣ । ସୁନ୍ଦରଗଡ ଜିଲ୍ଲା ହେମଗିରୀ ଥାନା ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । କଳାମେଘ ଏନ୍ସିପିସି ପୂର୍ଣବାସ ଥାଇଥାନ ଅଞ୍ଚଳରୁ ଆସିଛି ସାଂଘାତିକ ଅଭିଯୋଗ । ମା ର ଶିଳପୁଆ ମାଡରେ ଝିଅର ମୃତ୍ୟୁ ଅଭିଯୋଗ ହୋଇଛି । ତା ପରେ ମା ର ଆତ୍ମହତ୍ୟା ଉଦ୍ୟମ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ହେମଗିରୀ ହସପିଟାଲରେ ଭର୍ତ୍ତି କରା ଯାଇଛି । ସୂଚନା ଯୋଗ୍ୟ କି ପୂର୍ବରୁ ବାପାଙ୍କର ମୃତ୍ୟୁ ହୋଇ ସାରିଛି ।

ମା ଓ ଝିଅ ଏକାଠି ରହୁଥିଲେ । ଝିଅଟି କୌଣସି ପୁଅ ସହ କଥା ହେଲେ ମା ବିରକ୍ତ ପ୍ରକାଶ କରିବା ସହ ସ୍ଵାମୀଙ୍କର ମୃତ୍ୟୁ ପରେ ମାର ଅନ୍ୟ ପୁରୁଷଙ୍କ ସହ ଖରାପ ସମ୍ପର୍କ ଥିବାର ଝିଅଟି ସନ୍ଦେହ କରୁଥିଲା । ଏ ନେଇ ମା ଝିଅଙ୍କ ମଧ୍ୟରେ ଅନେକ ଥର ଝଗଡା ହୁଏ । କିନ୍ତୁ ଦିନକ ତଳେ ଏହି କଥାକୁ ନେଇ ଏତେ ଜୋରରେ ଝଗଡା ହେଲା କି ମା ଝିଅକୁ ଶିଳପୁଆରେ ଛେଚି ଦେଲା ଯାହା ପାଇଁ ଝିଅର ଅକାଳ ମୃତ୍ୟୁ ଘଟିଛି ।

ମୃ-ତ ଦେହକୁ ମା ଘରେ ରଖି ହେମଗିରୀ ଚାଲି ଯାଇଥିଲେ । ଏହା ପରେ ପୋଲିସ ସୂଚନା ପାଇ ଘରେ ପହଞ୍ଚି ମୃତ ଦେହ ଉଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମା ଜଣକ ୟୁରିୟା ସାରା ଖାଇ ଦେଇ ଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରା ଯାଇଛି । ଏହି ଘଟଣାଟି ବାସ୍ତବରେ ହୃଦୟ ବିଦାରକ ଓ ଅଭାବନୀୟ ଅଟେ ।

ସୂଚନା ଯୋଗ୍ୟ କି ଆସନ୍ତା ୧୭ ରେ ଝିଅଟି ଫୋନରେ କୌଣସି ପୁଅ ସହ କଥା ହେଉଥିବା ବେଳେ ମା ଏହାର ବାରଣ କରିଥିଲେ । କିନ୍ତୁ ଝିଅଟି ମା କଥା ଶୁଣି ନ ଥିଲା । ଯାହା ଫଳରେ ଦୁହିଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା । କଳହ ଏତେ ମାତ୍ରା ରେ ଅଧିକ ହୋଇଗଲା କି ମା ଘରେ ଥିବା ଶିଳପୁଆ ଆଣି ଝିଅ ମୁହଁରେ ଛେଚି ଛେଚି ତାକୁ ମା-ରି ଦେଇଛି ।

ଏହା ପରେ ମା ହେମଗିରୀ ବୁଲିବାକୁ ଯାଇ ରାତିରେ ଘରକୁ ପେହରିଥିଲା । କିନ୍ତୁ ମୃ-ତ ଝିଅର ଶରୀର ଘର ଭିତରେ ବନ୍ଦ କରି ରଖିଥିଲା ମା । ତା ପର ଦିନ ସକାଳେ ୧୮ ତାରିଖରେ ପଡୋଶୀ ମାନଙ୍କୁ ମା ଡାକିକୁ କହିଲା କି ତା ଝିଅକୁ କେହି ମା-ରି ଦେଇଛି ।

ଏହା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର କରିଥିଲେ । ଯାହା ପରେ ମୃ-ତ ଶରୀରକୁ ଉଧାର କରା ଯାଇଥିଲା । ମା ଜଣକ ଝିଅ ଚାଲିଯିବା ପରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା ଯାହା ପାଇଁ ହସପିଟାଲରେ ଭର୍ତ୍ତି ହୋଇଛି । ପରବର୍ତ୍ତୀ ଅବସ୍ଥାରେ ମା ନିଜ ଝିଅକୁ ନିଜେ ମା-ରି-ଛି ବୋଲି ସ୍ଵୀକାର କରିଥିଲା । ବର୍ତ୍ତମାନ ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି । ମା ର ହୋସ ଆସିବା ପରେ ତାକୁ ଗି-ର-ଫ କରାଯିବ ବୋଲି ସୂଚନା ରହିଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *