ଯେବେ ଆପଣଙ୍କ ମନ ଅଶାନ୍ତ ଥିବ ତେବେ ଏହା ଶୁଣି ନିଅନ୍ତୁ ଶାନ୍ତି ମିଳିବ- Krishna Vani

ମଣିଷର ମନ ବଡ ବିଚିତ୍ର ହୋଇଥାଏ । ଆମ ମନରେ କେତେବେଳେ କାହା ପାଇଁ କଣ ବିଚାର ଆସିବ ତାହା କେହି କହି ପାରିବେ ନାହି । ଶରୀର ର କେଉଁ ଅଙ୍ଗରେ ଆମ ମନ ଘର କରିଥାଏ ତାହା କେହି ଜାଣନ୍ତି ନାହି । କିନ୍ତୁ ସମ୍ପୂର୍ଣ୍ଣ ଶରୀର ମନର ସବୁ ଇଚ୍ଛା ପୁରା କରିବା ପାଇଁ ସର୍ବଦା ଉଦ୍ୟମ ଜାରି ରଖିଥାଏ । ଯଦି ଆମ ମନ କିଛି ଖାଇବା ପାଇଁ ହୁଏ ତେବେ ବ୍ୟକ୍ତି ଖାଦ୍ୟ ସନ୍ଧାନ ରେ ଲାଗି ପଡିଥାଏ ।

ଯଦି ଆମ ମନ କାହାକୁ ଶତ୍ରୁ ମାନେ କରିଦିଏ ତେବେ ବ୍ୟକ୍ତି ଏହା ସମ୍ଭବ କରିବାକୁ ପୁରା ଚେଷ୍ଟା କରିଥାଏ । ଯଦି ବ୍ୟକ୍ତି କାହାକୁ ଭଲ ପାଇ ବସେ ତେବେ ତାକୁ ପ୍ରସନ୍ନତା କରିବା ପାଇଁ ତାର ସବୁ ଇଚ୍ଛା ପୁରା କରିବା ପାଇଁ ସବୁ ସୀମା ଅତିକ୍ରମ କରିଥାଏ । ଯଦି ମଣିଷ ଜୀବନ ସୁଖଦ କରିବାର ଅଛି ତେବେ ମନ ଖାଲି ରହିବା ଉଚିତ ବୋଲି ଭଗବାନ କୃଷ୍ଣ କହିଛନ୍ତି । ବଇଁଶି ଭୀତରେ କିଛି ବି ନ ଥାଏ । ନାଁ ରାଗ ଥାଏ ନାଁ ସ୍ଵର ଥାଏ ।

ଏହା ପରେ ମଧ୍ୟ ବଂଶୀ ଭିତରୁ ସୁମଧୁର ସ୍ଵର ବାହାରିଥାଏ । ଠିକ ସେହିପରି ମନକୁ ହଦମଧ୍ୟ ଭାବନାରୁ ମୁକ୍ତ ରଖିବା ଉଚିତ ଯେମିତି ବଂଶୀର ସ୍ଵର । ପ୍ରତେକ ବ୍ୟକ୍ତି ଧ୍ୟାନ ରଖିବା ଉଚିତ ମନରେ କିଛି ଭାରି ଗଲେ ତାହା ପୁରା କରିବା ପାଇଁ ଜୋସ ଆସିଥାଏ । କିନ୍ତୁ ମନକୁ ଭାରି କେବେ ବି ବଞ୍ଚି ହେବେ ନାହି । ମନରେ ଯେତେବେଳେ ଯାହା ପ୍ରତି ଯେପରି ଭାବନା ଆସିବା ତାହା ଭଲ ହୋଇଥିବା ଆବଶ୍ୟକ ଅଟେ ।

କେବେ ବି ଅନ୍ୟ ମାନଙ୍କ ପ୍ରତି ଖରାପ କଥା ବା ଘୃଣା ଭାବ ଆଣିବା ଉଚିତ ନୁହେଁ । ପ୍ରତେକ ବ୍ୟକ୍ତି ଙ୍କ ପ୍ରତି ପ୍ରେମ ଭାବନା ରହିବା ନିହାତି ଜରୁରି ହୋଇଥାଏ । ଯାହା ଦ୍ଵାରା ଆପଣଙ୍କ ମନରେ ମଧ୍ୟ ସେହି ଭାବନା ରହିବ । ଆପଣ ଅନ୍ୟର ଭଲ ଚିନ୍ତା କରିଲେ କାଲି ଯାଇ ଆପଣଙ୍କର ମଧ୍ୟ ଭଲ ହେବ । କେବେ ବି ମନକୁ ଆସନ୍ତା ରଖିବା ଉଚିତ ନୁହେଁ ।

ଏପରି କରିବା ଦ୍ଵାରା ଆପଣଙ୍କ ମନରେ ନିଜ ପ୍ରତି ହେଉ ବା ଅନ୍ୟ ମାନଙ୍କ ପ୍ରତି ହେଉ ଖରାପ ଚିନ୍ତାଧାରା ଓ ବିଚାର ଆସିଥାଏ । ତେଣୁ ସବୁ ସମୟରେ ସବୁ ମୂହୁର୍ତ୍ତ ରେ ମନକୁ ଶାନ୍ତ ରଖିବା ଉଚିତ ବୋଲି ଭଗବାନ କୃଷ୍ଣ ମତ ଦେଇଛନ୍ତି । ଜୀବନରେ ବଡ ସଫଳତା ପାଇବାକୁ ହେଲେ ବ୍ୟକ୍ତିକୁ ନିଜର ମନକୁ ଶାନ୍ତ ରଖିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *