ଟିଭି ଇଣ୍ଡଷ୍ଟ୍ରିରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ବେଶ ନାଁ କମାଇ ପାଇଛନ୍ତି । କିଛି କଳାକାର ମାନେ ନିଜର ଅଭିନୟ ବ୍ଯତୀତ ଷ୍ଟାଇଲ, ଲୁକ ଓ ବ୍ୟକ୍ତିତ୍ବ କୁ ନେଇ ବେଶ ଚର୍ଚ୍ଚା ରେ ରହିଛନ୍ତି । ଖାସ କରି ଅଭିନେତା ଓ ଅଭିନେତ୍ରୀ ମାନଙ୍କର ରିୟଲ ଲାଇଫ ମ୍ୟାରେଜକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଟିଭି ଜଗତର ଅଭିନେତା ସିଦ୍ଧାର୍ଥ ଙ୍କ ହଳଦୀ ରସମ ପଛରେ କଣ ଲୁଚି ରହିଛି ରହସ୍ୟ ସେହି ବିଷୟରେ କହିବାକୁ ଯାଉଛୁ ।
ଆପଣ ମାନେ ଜି ସାର୍ଥ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ସବୁଠାରୁ ଲୋକପ୍ରିୟ ସିରିଏଲ “ମାନିନୀ” ନିଶ୍ଚୟ ଦେଖିଥିବେ । ଏହି ସିରିଏଲେ ରେ ମୁଖ୍ୟ ନାୟକ ଭାବେ ଅଭିନେତା ସିଦ୍ଧାର୍ଥ ଖୁବ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣିଥିଲେ । ସିଦ୍ଧାର୍ଥଙ୍କର ରିୟଲ ନାମ ହେଉଛି ଜୟଜିତ । ସବୁଠାରୁ ଖୁସି ଖବର ହେଉଛି ତାଙ୍କର ହଳଦୀ ରସମ ସବୁ ରୀତି ନୀତି ଅନୁସାରେ ସମ୍ପନ୍ନ ହୋଇଛି ।
ଏହି କଥା ସୋସିଆଲ ମିଡିଆରେ ଏବେ ପ୍ରଚୁର ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । କାରଣ ଜଯଜିତ ନିଜେ ନିଜର ସୋସିଆଲ ଆକାଉଣ୍ଟରେ ନିଜର କିଛି ଫୋଟୋ ଓ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଜୟଜିତ ନିଜେ ହଳଦୀ ଲଗାଇବା ସହ ହଳଦୀ ରସମ ହେବାର ନଜର ଆସୁଛି ।
ପ୍ରକୃତ କଥା ହେଉଛି ଜୟଜିତଙ୍କ ହଳଦୀ ରସମ ହେଉ ନାହି ବରଂ ତାଙ୍କ ଭଉଣୀଙ୍କ ବିବାହର ହଳଦୀ ରସମ ହେଉଛି ଯାହାକୁ ସେ ସୋସିଆଲ ଆକାଉଣ୍ଟ ରେ ନିଜର ଫ୍ୟାନ୍ସ ମାନଙ୍କୁ ସେୟାର କରିଛନ୍ତି । ସେ ତାଙ୍କ ଭଉଣୀଙ୍କ ସହ ହଳଦୀ ଲଗାଇବା ସହ ଢେର ସାରା ମଜାମସ୍ତି ମଧ୍ୟ କରିବାର ନଜର ଆସୁଛନ୍ତି ।
ତେବେ ଜୟଜିତ ନିଜ ଭଉଣୀଙ୍କ ମ୍ୟାରେଜକୁ ନେ ବେଶ ଖୁସି ଥିବାର ନଜର ଆସୁଛନ୍ତି । ତେବେ ସେ ଅନେକ ଧାରାବାହିକ ରେ ଅଭିନୟ କରିବା ସହ ଫିଲ୍ମ ରେ ମଧ୍ୟ ଦମଦାର ଅଭିନୟ କରି ଲୋକଲୋଚନାକୁ ଆସିଛନ୍ତି । ତାଙ୍କର ଅଭିନୟ କୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେବା ସହ ପସନ୍ଦ ମଧ୍ୟ କରଛନ୍ତି ।
ସେ “ମାନିନୀ” ସିରିଏଲ ରେ ଅଧିକ ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କର ଓଡିଆ ଇଣ୍ଡଷ୍ଟ୍ରି ରେ ଶେଷ ଫିଲ୍ମ ଥିଲା “କୁଇନ” । ଏହି ଫିଲ୍ମରେ ସେ ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟାଦର୍ଶିନୀଙ୍କ ସହ ଅଭିନୟ କରିବାର ନଜର ଆସିଥିଲେ । ସେ ଓଡିଶାରେ ଅତି ପ୍ରିୟ ଓ ପରିଚିତ ଚେହେରା ଭାବେ ଜଣାଶୁଣା ଅଭିନେତା ଅଟନ୍ତି । ଆଗକୁ ମଧ୍ୟ ସେ ନିଜର ଅଭିନୟ କ୍ଯାରିୟର ଜାରି ରଖିଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ସିଦ୍ଧାର୍ଥଙ୍କ ଅଭିନୟ ଓ ତାଙ୍କ ଭଉଣୀଙ୍କ ହଳଦୀ ରସମ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।