ଏହି ଶୀତ ଦିନରେ ମୁହଁ ଯଦି ଫାଟୁଛି କଳା ପଡୁଛି ତାହେଲେ ଲଗାନ୍ତୁ ଏହି ଜିନିଷ ରାତାରାତି ମୁହଁର ସବୁ ସମସ୍ୟା ଦୁର

ବର୍ତ୍ତମାନ ଶୀତଦିନ ଚାଲି ଥିବାରୁ ଅଧିକାଂଶ ମହିଳା ମାନଙ୍କ କ୍ଷେତ୍ର ରେ ମୁହଁ ଫାଟିବା ଭଳି ସମସ୍ଯା ଦେଖା ଯାଇଥାଏ । ଏହା ଦ୍ଵାରା କିଛି ମହିଳାଙ୍କ କ୍ଷେତ୍ର ରେ ବ୍ରଣ ବା କଳା ଦାଗ ଭଳି ସମସ୍ଯା ଦେଖା ଯାଉଛି । ଏଥିପାଇଁ କିଛି ମହିଳା ମାନେ ବଜାରରେ ମିଳୁଥିବା ଅନେକ ପ୍ରକାରର କ୍ରିମ ବା ଅନ୍ୟ କସମେଟିକ ଜିନିଷର ବ୍ୟବହାର କରିଥାନ୍ତି । ଯାହା ପାଇଁ ଏହି ସମସ୍ଯା ଦୂର ହେବା ବଦଳରେ ଅଧିକ ବଢିବାରେ ଲାଗିଥାଏ ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତ କିଛି ଘରୋଇ ରେମେଡି ନେଇ ଆସିଛୁ ଯାହା ଦ୍ଵାରା ଏହି ସଂଶଯ ଦୂର ହୋଇଯିବ । ତେବେ ଆସନ୍ତୁ ଅଜାଣିବା ଏହି ରେମେଡି କିପରି ପ୍ରସ୍ତୁତ ହେବ । ଏଥିପାଇଁ ଆବଶ୍ୟକ ରହିଛି କଞ୍ଚା କ୍ଷୀର ଯେଉଁଥିରେ ବହୁତ ଭିଟାମିନ ରହିଥାଏ । ଏଥି ଦ୍ଵାରା ସ୍କିନ ଚମକିବା ସହ ଲାଇଟିଙ୍ଗ ହୋଇଥାଏ । ଏକ ପାତ୍ରରେ ଏକ ଚାମଚ କଞ୍ଚା କ୍ଷୀର ନିଅନ୍ତୁ ।

ବାରମ୍ବାର ଫେସରେ ପିମ୍ପଲ ଆସୁଥିଲେ ଏହି ରେମେଡିର ପ୍ରୟୋଗ କରନ୍ତୁ । ଏହା ପରେ ଆଡ କରନ୍ତୁ ଆଲୋଭେରା ଜେଲ । ଫେସରେ ଆସୁଥିବା ଅନେକ ପ୍ରକାରର ସମସ୍ଯା ପାଇଁ ଆଲୋଭେରା ଜେଲ ଆହୁତ ସହାୟକ ହୋଇଥାଏ । କ୍ଷୀର ସହ ଆଲୋଭେରା ଜେଲ ଅଳ୍ପ ମାତ୍ରା ରେ ଆଡ କରନ୍ତୁ ।

ଏହା ପରେ ଆଡ କରନ୍ତୁ ଗୋଲାପ ଜଳ ଯାହା ଆମ ସ୍କିନକୁ ଗ୍ଲୋ କରିବାରେ ସାହାୟକ ହୋଇଥାଏ । ଏହା ପରେ ଏହି ୩ଟି ଜିନିଷର ଭଲ ବାହାବେ ମିଶ୍ରଣ କରନ୍ତୁ । ଏହି ରେମେଡିକୁ ଆପଣ ଆଇଷକ୍ୟୁ ଭାବେ ବ୍ୟବହାର କରି ପାରିବେ । ଏହି ରେମେଡିକୁ ଆପଣ ରାତି ସମୟରେ ପ୍ରୟୋଗ କରି ପାରିବେ । ଏହା ଦ୍ଵାରା ପିମ୍ପଲ ଦୂର ହେବା ସହ ଆଲୋଭେରା ଜେଲ ଦାର୍କ ସର୍କଲ ମଧ୍ୟ ଦୂର ହେବ ।

କଞ୍ଚା କ୍ଷୀର ସ୍କିନକୁ ଲାଇଟିଙ୍ଗ ଓ ବ୍ରାଇଟ କରିବାରେ ସହାୟକ ହେବ । ମାତ୍ର ୧୦ ଦିନ ଆପଣ ଏହି ରେମେଡିର ପ୍ରୟୋଗ କରନ୍ତୁ ଦେଖିବାକୁ ପାଇବେ କି କିପରି ଭାବେ ଆପଣଙ୍କ ମୁହଁ ରୁ ସବୁ କଳା ଦାଗ ଓ ବ୍ରଣ ଭଳି ସମସ୍ଯା ଦୂର ହୋଇ ପାରିବ । ଏହି ଫେସ ପ୍ୟାକକୁ ଆପଣ ଏକ କଟନ କପଡା ବା ତୁଳା ସାହାଜ୍ଯ ରେ ନିଜର ଫେସ ରେ ଲଗାନ୍ତୁ ।

ଏହା ପରେ ପୁରା ସୁଖିବା ଯାଏଁ ଏହାକୁ ଛାଡି ଦିଅନ୍ତୁ । ଏହା ପରେ ଆପଣ ନିଜର ମୁହଁ ଭଲ ଭାବେ ଧୋଇ ନେବେ । ଧୋଇବା ପରେ ଆପଣ ଦେଖିବେ ଆପଣଙ୍କ ଫେସ ରେ କେତେ ଗ୍ଲୋ ଆସିଯିବ । ରାତି ରେ ଶୋଇବା ପୂର୍ବରୁ ଏହି ରେମେଦିର ବ୍ୟବହାର କରିଲେ ଆପଣଙ୍କ ମୁହଁ ରେ ଯେତେ ସବୁ କଳା ଦାଗ ବା ପିମ୍ପଲ ଥିବ ତାହା ଦୂର ହୋଇଯିବ । ଏହି ରେମେଡି ପ୍ରାକୃତିକ ଅଟେ ଯାହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ହେବ ନାହି ।

ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *