ପ୍ରତେକ ବର୍ଷ ଆମ ପାଇଁ କିଛି ନା କିଛି ଖୁସି ଖବର ଆସିଥାଏ । କିଏ ନିଜର କ୍ଯାରିୟରକୁ ନେଇ ତ କିଏ ନିଜର ଚାକିରିକୁ ନେଇ ତ ଆଉ କିଏ ନିଜର ପ୍ରେମ ବିବାହକୁ ନେଇ ଖୁସି ମନାଇଥାନ୍ତି । ପ୍ରେମ ଏକ ପବିତ୍ର ବନ୍ଧନ ଯାହାର ତୁଳନା କାହା ସହ କରାଯାଇ ପାରିବ ନାହି । ଏଥିପାଇଁ ପ୍ରେମ କରୁଥିବା ବ୍ୟକ୍ତିଙ୍କ ପାଖରେ କିଛି ଅଲଗା ଅନୁଭୂତି ରହିତ । ତେବେ ୨୦୨୨ ନୂଆବର୍ଷରେ କିଛି ରାଶି ମାନଙ୍କର ହେବାକୁ ଯାଉଛି ପ୍ରେମ ବିବାହ ବୋଲି ଜ୍ଯୋତିଷ ଶାସ୍ତ୍ରରେ କୁହା ଯାଇଛି ।
ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ । ବୃଷ ରାଶି : ୨୦୨୨ ଏହି ରାଶିର ଲୋକ ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ । ଏହି ବର୍ଷ ପ୍ରେମ ମାମଲା ରେ ଏହି ରାଶିର ଲୋକ ମାନଙ୍କ ପାଇଁ ସମୟ ଭଲ ରହିବ । ଏହି ବର୍ଷ ଆପଣ ମନ କଥା ସାଥିଙ୍କୁ କହି ପାରିବେ । ଘରେ ମଧ୍ୟ ବିବାହ ପାଇଁ ପ୍ରସ୍ତାବ ପକାଇ ପାରିବେ ।
କନ୍ୟା ରାଶି : ନୂଆବର୍ଷରେ ଏହି ରାଶିର ଲୋକଙ୍କର ନୂଆ ଜୋସା ଓ ରୋମାନ୍ସ ସହ ସମୟ ଆରମ୍ଭ ହେବ । ଯେଉଁ ମାନେ ଶିଂଗଲ ଅଛନ୍ତି ସେମାନକୁ ନିଜର ମନ ପସନ୍ଦର ସାଥି ମିଳିପାରେ । ଯେଉଁ ମାନେ ପ୍ରେମ ଜୀବନରେ ଅଛନ୍ତି ସେମାନଙ୍କର ବିବାହ ଯୋଗ ରହିଛି ।
ମେଷ ରାଶି : ବର୍ଷର ଆରମ୍ଭ ଏହି ରାଶିର ଲୋକ ମାନଙ୍କ ପାଇଁ କଷ୍ଟଦାୟକ ରହିଛି । କିନ୍ତୁ ସମୟ ପ୍ରମେ ଏହା ଧୀରେ ଧୀରେ ଦୂର ହେବାରେ ଲାଗିବ । ଯେଉଁ ମାନେ ପ୍ରେମ ଜୀବନରେ ଅଛନ୍ତି ସେମାନଙ୍କୁ ତାଙ୍କର ସଚ୍ଚା ପାର୍ଟନର ମିଳିପାରେ ।
ମିଥୁନ ରାଶି : ଏହି ରାଶିର ଲୋକ ମାନଙ୍କ ପାଇଁ ପ୍ରେମ ମାମଲାରେ ୨୦୨୨ ବର୍ଷଟି ଅତ୍ୟନ୍ତ ଶୁଭ ରହିବ । ଯେଉଁ ମାନେ ପ୍ରେମ ବିବାହ କରିବାକୁ ଇଚ୍ଛା କରିଛନ୍ତି ସେଥିରେ ସଫଳ ହେବେ ।
ସିଂହ ରାଶି : ଏହି ରାଶିର ଲୋକ ମାନଙ୍କ ପାଇଁ ୨୦୨୨ ବର୍ଷଟି ଅନୁକୂଳ ରହିବ । ଏମାନଙ୍କ ପାଇଁ ସମୟ ରୋମାଣ୍ଟିକ ରହିବା ସହ ଖୁସିର ଆଗମନ ହେବ । ଯେଉଁ ମାନଙ୍କୁ ଆପଣ ମନ କଥା କହିବାକୁ ଇଚ୍ଛା କରିଛନ୍ତି ବୁଝି ବିଚାରୀ କରିବେ ।
ମକର ରାଶି : ଏହି ରାଶିର ଲୋକ ମାନଙ୍କ ପାଇଁ ନୂଆବର୍ଷ ଲକି ସାବ୍ୟସ୍ତ ହେବେ । ପ୍ରେମ ଜୀବନରେ ଆପଣଙ୍କର ସମୟ ଭଲ ରହିବ । ଆପଣ କାହାକୁ ପ୍ରପୋଜ କରିବାକୁ ଇଚ୍ଛା କରୁଥିଲେ କରି ପାରିବେ । ବିବାହ ପ୍ରସ୍ତାବ ପରିବାର ଲୋକଙ୍କରେ ଆଗରେ ରଖି ପାରିବେ ।
ବିଛା ରାଶି : ଏହି ରାଶିର ଲୋକ ମାନେ ପ୍ରେମ ଜୀବନରେ ସ୍ଵତନ୍ତ୍ର ସ୍ଥାନ ଦେବେ । ସାଥିଙ୍କ ସହ ବୁଲିବା ପାଇଁ ପ୍ଳାନ କରିବେ । ଆପଣଙ୍କର ପ୍ରେମ ବିବାହ ହେବାର ଯୋଗ ରହିଛି ।
କୁମ୍ଭ ରାଶି : ଏହି ରାଶିର ଲୋକ ମାନଙ୍କର ପ୍ରେମ ବିବାହର ଯୋଗ ରହିଛି । ଆପଣଙ୍କୁ ପ୍ରେମ ପ୍ରପୋଜାଲ ମିଳିପାରେ । ନୂଆବର୍ଷ ୨୦୨୨ ରେ ଆପଣଙ୍କର ପ୍ରେମ ଜୀବନରେ ସମୟ ଅତ୍ୟନ୍ତ ଶୁଭ ରହିବ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।