ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।
୧- ଖାଇବାରେ ଆସେ କାମ ଓଲଟା ସିଧା ଏକ ସମାନ କୁହ ମୁଁ କିଏ ?
ଉତ୍ତର- ଡାଲଡା ବା ଚାମଚ
୨- ଏମିତି କଣ ଅଛି ଯେଉଁଥିରେ ୪ଟି ଆଙ୍ଗୁଳି ଅଛି କିନ୍ତୁ ଜୀବନ ନାହି ?
ଉତ୍ତର- ଦସ୍ତାନା
୩- ଏମିତି କଣ ଜିନିଷ ଅହକି ଯାହା ନାରୀ ବର୍ଷକୁ ଥରେ କିଣିଥାଏ ?
ଉତ୍ତର- ରାକ୍ଷୀ
୪- ଏମିତି କଣ ଜିନିଷ ଅଛି ଯାହା ଥଣ୍ଡାରେ ତରଳିଥାଏ ?
ଉତ୍ତର- ମହମବତି
୫- କେଉଁ ବ୍ୟାଗ ଓଦା ହେବା ପରେ କାମରେ ଆସିଥାଏ ?
ଉତ୍ତର- ଚାହା ବ୍ୟାଗ
୬- କେଉଁ ଜିନିଷ ଅଛି ଯିଏ ଯେତେ ଖାଇଲେ ପେଟ ପୁରେ ନାହି ?
ଉତ୍ତର- ବଚନ
୭- କେଉଁ ଜିନିଷ ଅଛି ଯାହା ଯେତେ ବଢିଲେ ସେତେ କମ ହୋଇଥାଏ ?
ଉତ୍ତର- ବୟସ
୮- କେଉଁ ଜିନିଷ ଅଛି ଯାହା ଯବାନକୁ ବୁଢା ଓ ବୁଢାକୁ ଯବାନ କରିଥାଏ ?
ଉତ୍ତର- ବୟସ
୯- ଏମିତି କଣ ଅଛି ଯାହା ଥରେ ଖାଇଲେ ଆଉ ଥରେ ଖାଇବାକୁ ଇଚ୍ଛା ହୁଏ ନାହି କିନ୍ତୁ ପରେ ଖାଇଥାନ୍ତି ?
ଉତ୍ତର- ଧୋକା
୧୦- ଜଣେ ବ୍ୟକ୍ତି ଜୀବନରେ କଣ ଅଧିକ ଶୁଣିଥାଏ ?
ଉତ୍ତର- ନିଜ ନାମ
୧୧- ଏମିତି କେଉଁ ଡ୍ରାଇଭର ଅଛି ଯାହାର ଲାଇସେନ୍ସ ଦରକାର ନାହି ?
ଉତ୍ତର- ସ୍କୃ ଡ୍ରାଇଭର
୧୨- ଏମିତି କଣ ଅଛି ଯାହାର ପର ନାହି କିନ୍ତୁ ସେ ଉଡିପାରେ ?
ଉତ୍ତର- ଗୁଡି
୧୩- ଏମିତି କଣ ଅଛି ଯାହା ଆମ ପାଖରେ ଅଛି ଆମେ ତାହା ଦେଖିପାରୁ କିନ୍ତୁ ଧରିପାରୁ ନାହୁଁ ?
ଉତ୍ତର- ଛାଇ
୧୪- ସେ ରାତିରେ ଅହକି କିନ୍ତୁ ହୃଦୟରେ ନାହି ଦୀପ ତଳେ ଅଛି କିନ୍ତୁ ଉପରେ ନାହି କୁହ ତାହା କଣ ?
ଉତ୍ତର- ଅନ୍ଧାର
୧୫- ନାଁ ଭୋଜନ ଖାଇଥାଏ ନାଁ ବେତନ ନେଇଥାଏ କିନ୍ତୁ ଜଗୁଆଳି କରିଥାଏ ତାହା କଣ ?
ଉତ୍ତର- ତାଲା
୧୬- ଏମିତି କଣ ଅଛି ଯାହା ମେ ରେ ଅଛି ଡିସେମ୍ବର ରେ ନାହି ନିଆଁରେ ଅଛି କିନ୍ତୁ ପାଣିରେ ନାହି ?
ଉତ୍ତର- ଗରମ
୧୭- ଏମିତି କଣ ଜିନିଷ ଅଛି ଯାହାକୁ କହିଲେ କୌଣସି ଶବ୍ଦ ହୁଏ ନାହି ?
ଉତ୍ତର- ବିଶ୍ଵାସ
୧୮- ଏମିତି କେଉଁ ରୁମ ଅଛି ଯେଉଁଥିରେ ଝରକା ବା କବାଟ ନାହି ?
ଉତ୍ତର- ମସରୁମ
୧୯- ପ୍ୟାସୀ ଭୂମିର ଦେଶର କାହାକୁ କୁହାଯାଏ ?
ଉତ୍ତର- ଅଷ୍ଟ୍ରେଲିୟା
୨୦- ଭାରତରେ ସବୁଠାରୁ ସମ୍ପତି ଥିବା ରାଜ୍ଯର ନାମ କଣ ?
ଉତ୍ତର- ମହାରାଷ୍ଟ୍ର
୨୧- ଗୋଟେ ନଦୀରେ ୨୦ଟି ମାଛ ଅଛି ଯେଉଁଥିରେ ୫ଟି ମାଛ ବାହାର କରାଗଲା, ୪ଟି ମାଛ ପାଣିରେ ମରିଗଲେ ଓ ୩ଟି ମାଛ ପାଣିରେ ବୁଡିଗଲେ କୁହ ପାଣିରେ କେତେ ମାଛ ଆଉ ରହିଲା ?
ଉତ୍ତର- ୧୫
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।