ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।
୧- ନାରୀ ଜୀବନରେ କେତୋଟି ଛୁଆ ଜନ୍ମ କରିପାରେ ?
ଉତ୍ତର- ୪୦ଟି
୨- ଦୁନିଆର କେଉଁ ବ୍ୟକ୍ତିର ୪୦ଟି ସ୍ତ୍ରୀ ଓ ୯୪ଟି ପିଲା ଥିଲେ ?
ଉତ୍ତର- ଜିୟନା ଚାନା
୩- ଏମିତି କଣ ଜିନିଷ ଅଛି ଯାହା ଗରମ କରିଲେ ଜମିଯାଏ ?
ଉତ୍ତର- ଅଣ୍ଡା
୪- ପୁରା ଦୁନିଆରେ ଅଧିକ ଚିନୀ କେଉଁ ଦେଶର ଲୋକେ କାହାଇଥାନ୍ତି ?
ଉତ୍ତର- କ୍ୟୁବା
୫- ପ୍ରଧାନମନ୍ତ୍ରୀ ହେବ ପାଇଁ କେତେ ବୟସ ସୀମା ଆବଶ୍ଯକ ?
ଉତ୍ତର- ୨୫ ବର୍ଷ
୬- ପଛକୁ ଉଡୁଥିବା ପକ୍ଷୀର ନାମ କଣ ?
ଉତ୍ତର- କିବୀ
୭- ନବଜାତ ଶିଶୁ କେତୋଟି ରଙ୍ଗ ଦେଖିପାରେ ?
ଉତ୍ତର- କଳା ଓ ଧଳା
୮- ସବୁଠାରୁ ଅଧିକ ଦୟାଳୁ କେଉଁ ଜୀବ ଅଟେ ?
ଉତ୍ତର- ହାତୀ
୯- କେଉଁ ଦେଶରେ ସବୁଠାରୁ ଅଧିକ ଫାଶୀ ଦଣ୍ଡ ଦିଆଯାଏ ?
ଉତ୍ତର- ଦକ୍ଷିଣ କୋରିୟା
୧୦- ତାଜମହଲ କାହାର ସ୍ମୃତିରେ ନିର୍ମାଣ କରା ଯାଇଛି ?
ଉତ୍ତର- ମୁମତାଜ
୧୧- କେଉଁ ଦେଶରେ ଫିଲ୍ମ ଦେଖିଲେ ଜୋରିମାନା ଲଗାଯାଏ ?
ଉତ୍ତର- ଦକ୍ଷିଣ କୋରିୟା
୧୨- ପୃଥିବୀ ଉପରେ କେଉଁ ଗ୍ଯାସ ଅଧିକ ମିଳିଥାଏ ?
ଉତ୍ତର- ଅକ୍ସିଜେନ
୧୩- ଏମିତି କେଉଁ ଜିନିଷ ଅଛି ଯାହା ଖାଇଥାଉ କିନ୍ତୁ ଦେଖି ନ ଥାଉ ?
ଉତ୍ତର- ବଚନ
୧୪- କେଉଁ ଦେଶରେ ଅଧିକ ସୈନିକ ଅଛି ?
ଉତ୍ତର- ଆମେରିକା
୧୫- ଦୁନିଆରେ ଅଧିକ ଡାକଘର କେଉଁ ଦେଶରେ ଅଛି ?
ଉତ୍ତର- ଇଣ୍ଡିଆ
୧୬- ଭାରତର ସବୁଠାରୁ ଗରିବ ରାଜ୍ୟର ନାମ କଣ ?
ଉତ୍ତର- ଛତିଶଗଡ
୧୭- କେଉଁ ଦେଶ ୨୦୧୧ ରେ ସ୍ଵାଧୀନ ହୋଇଥିଲା ?
ଉତ୍ତର- ସୁଡାନ
୧୮- ନାଲି ନାଲି ରଙ୍ଗ ମୋର ପିଠି ଲେହେରଦାର କାଟିବ ତ ଭିତରେ ମିଳିବ ଜଗୁଆଳି ?
ଉତ୍ତର- ଚୁହାରା
୧୯- ଏମିତି କଣ ଜିନିଷ ଅଛି ଯାହା ଝିଅ ବିବାହ ପୂର୍ବରୁ ପିନ୍ଧିପାରେ ନାହି ?
ଉତ୍ତର- ମଙ୍ଗଳସୂତ୍ର
୨୦- ସେ ରାତିର ପାଣି ଆଖିରୁ ଝରେ ପାଣି କୁହ କଣ ?
ଉତ୍ତର- ମହମବତୀ
୨୧- ଏମିତି କେଉଁ ଜିନିଷ ଅଛି ଯାହା ଝିଅ ଖାଇବା ସହ ପିନ୍ଧିପାରେ ?
ଉତ୍ତର- ଲବଙ୍ଗ
୨୨- ଏମିତି କଣ ଅଛି ଯାହା ଶୁଖାଇବା ସମୟରେ ଓଦା ହୋଇଯାଏ ?
ଉତ୍ତର- ତଉଲିଆ
୨୩- କେଉଁ ଜୀବର ହୃଦୟ ଓ ବୁଦ୍ଧି ଉଭୟ ନ ଥାଏ ?
ଉତ୍ତର- ଜେଲିଫେସି
୨୪- ଭାରତର ସବୁଠାରୁ ଲମ୍ବା ଟ୍ରେନର ନାମ କଣ ?
ଉତ୍ତର- ସେଶନାଗ
୨୫- କେଉଁ ପଶୁର ଆଖି ୩୬୦ ଡିଗ୍ରୀରେ ଦେଖିପାରେ ?
ଉତ୍ତର- ଛେଳି
୨୬- ରାଜାର ରାଜ୍ୟରେ ନାହି, ମାଳୀର ବଗିଚାରେ ନାହି, ଭାଙ୍ଗିବ ତ ଗୁଟଳି ନାହି ଖାଇବ ତ ସ୍ଵାଦ ନାହି ?
ଉତ୍ତର- ଓଲା
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।