ଲେମ୍ବୁ ଉପରେ ବାସ ଏହି ଗୋଟିଏ ସଂଖ୍ୟା ଲେଖି ଘରେ କୌଣସି ଗୁପ୍ତ ସ୍ଥାନରେ ରଖିଦିଅନ୍ତୁ, ଏତେ ଧନ ଆସିବ କି ସମ୍ଭାଳି ପାରିବେନି

ଲେମ୍ବୁ ଉପରେ ଲେଖି ଦିଅନ୍ତୁ ଏହି ଶବ୍ଦ ଯାହା ଦ୍ଵାରା ଆପଣଙ୍କ ଘରେ ଲାଗି ରହିଥିବା ସମସ୍ଯା ଦୂର ହେବା ସହ ଧନ ଜନିତ ସମସ୍ଯା ମଧ୍ୟ ଦୂର ହେବ । ଏହା ଦ୍ଵାରା ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିବା ସହ ଧାନର ବୃଦ୍ଧି ହେବ । ଆପଣଙ୍କ ଜୀବନରେ ଅନେକ ସାରା ଖୁସି ଆସିବ କେବଳ ଏହି ଉପାୟ ଲେମ୍ବୁରେ କରିବା ଦ୍ଵାରା । ଆପଣଙ୍କର ସବୁ ମନସ୍କାମନା ପୁରା ହେବା ସହ ଭାଗ୍ୟ ବଦଳିଯିବ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ଅଙ୍କ ଶାସ୍ତ୍ର ହେଉଛି ଜ୍ଯୋତିଷ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ରର ଏକ ଅଭିନ୍ନ ଅଙ୍ଗ ଅଟେ ଯେଉଁଥିରେ ଲେମ୍ବୁର ଏହି ଉପାୟ ବିଷୟରେ କୁହା ଯାଇଛି । ଏହି ଅଙ୍କ ମଧ୍ୟରେ ରହିଛି ସବୁ ବ୍ରମ୍ହାଣ୍ଡର ଶକ୍ତି । ଏହି ଉପାୟ କୁ କରିବା ପାଇଁ ଆବଶ୍ୟକ ରହିଛି ପାଚିଲା ରଙ୍ଗର ଲେମ୍ବୁ । ଏହି ହଳଦିଆ ରଙ୍ଗର ଲେମ୍ବୁ ଯେମିତି ଭଲ ବହେ ସଫା ସୁତୁରା ହୋଇଥିବ ସେଥିପ୍ରତି ଧ୍ୟାନ ଦେବେ । ଏହି ଉପାୟ କୁ କେବଳ ଗୁରୁବାର ବା ଶୁକ୍ରବାର ଦିନ କରି ପାରିବେ । ଅନ୍ୟଥା ଏହି ଉପାୟଟି ବିଫଳ ହୋଇଥାଏ ।

ଲେମ୍ବୁ ଉପରେ ଏହି ଚମତ୍କାରୀ ଶଙ୍ଖା ଲେଖିବାକୁ ପଡିବ ଯାହା ଦ୍ଵାରା ଆପଣଙ୍କ ଭାଗ୍ୟରେ ଅନେକ ପରିବର୍ତ୍ତନ ଆସିବା ସହ ବହୁତ ସାରା ଖୁସି ଆସିବ । ଆପଣଙ୍କ ଜୀବନରେ ଥିବା ସବୁ ଖରାପ ଶକ୍ତିର ବିନାଶ ହୋଇଥାଏ । ଏହି ସଂଖ୍ୟାକୁ ଲେମ୍ବୁ ଉପରେ ହଳଦୀ ବା ଶ୍ଵେତ ଚନ୍ଦନ ରେ ଲେଖିବାକୁ ହେବ । ସେହି ଶୁଭ ସଂଖ୍ୟାଟି ହେଉଛି ୩୦୩ । ଏହାର ମହତ୍ଵ ହେଉଛି ଲେମ୍ବୁଟି ଏକ ପବିତ୍ର ଓ ଚମତ୍କାରୀ ଫଳ ଯାହାକୁ ପୂଜା ପାଠ, ତନ୍ତ୍ର ମନ୍ତ୍ର, ତାନ୍ତ୍ରିକ କାମ, ଶୁଭ କାମ ବା ମାଙ୍ଗଳିକ କାର୍ଯ୍ୟ ରେ ଏହାର ବ୍ୟବହାର ହୋଇଥାଏ ।

ଲେମ୍ବୁ ଉପରେ ୩୦୩ ସଂଖ୍ୟା ଲେଖି ଘରେ ଏମିତି ଜାଗାରେ ଲୁଚାଇ ରଖନ୍ତୁ ଯେପରି ଅନ୍ୟ କେହି ଦେଖି ପାରିବେ ନାହି । ପୂଜା ଘରେ ମଧ୍ୟ ଲୁଚାଇ ରଖି ପାରିବେ । ଲୋକ ମାନଙ୍କ ନଜର ରୁ ଏହାକୁ ଲୁଚାଇ ରଖିବାକୁ ହେବ । ଏହା ଦ୍ଵାରା ଆପଣଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ହେବାକୁ ପଡିବ । ଜ୍ଯୋତିଷ ଓ ଅଙ୍କ ଶାସ୍ତ୍ର ରେ ଏହି ୩୦୩ ସଂଖ୍ୟା ଟି ଅତ୍ୟନ୍ତ ମହତ୍ବପୂର୍ଣ୍ଣ ସଂଖ୍ୟା ହୋଇଥାଏ । ଏହି ସଂଖ୍ୟା ରେ ସବୁ ଦେବାଦେବୀଙ୍କର ବାସ ହୋଇଥାଏ ।

୩ ର ଅର୍ଥ ବ୍ରମ୍ହା, ବିଶୁଣୁ ଓ ମହେଶ୍ଵର, ୦ ର ଅର୍ଥ ଶୂନ୍ୟ ମଣ୍ଡଳ ଓ ୩ ର ଅର୍ଥ ମା ଲକ୍ଷ୍ମୀ, ସରସ୍ଵତୀ ଓ ମହାକାଳୀ ଅଟନ୍ତି । ତେଣୁ ୩୦୩ ସଂଖ୍ୟାକୁ ଦିବ୍ୟ ଓ ଚମତ୍କାରୀ ସଂଖ୍ୟା କୁହାଯାଏ । ଏହି ସଂଖ୍ୟା ଉପରେ ସମସ୍ତ ସଂସାର ନିର୍ଭରଶୀଳ ହେବା ସହ ବିଶ୍ଵାସ କରିଥାନ୍ତି । ଲେମ୍ବୁ ଉପରେ ୩୦୩ ଶଙ୍ଖା ଲେଖି ରଖିଲେ ଆପଣ ଏତେ ଲାଭ ପାଇବେ ଯାହାର କଳ୍ପନା କେବେ କରିନ ଥିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *