ବେଆଇନ ମଦ କାରବାର କରିବାରେ ଏବେ ଧରା ପଡିଛନ୍ତି କିଛି ମଦ ବେପାରୀ ଯେଉଁ ମାନେ ସରକାର ଙ୍କୁ ଟାକ୍ସ ଫାଙ୍କିବା ସହ ନିୟମ ପାଳନ ନି କରି ବେଆଇନ ଭାବେ ନିଜ କାରବାର କୁ ଚଳାଇ ଛନ୍ତି ତେବେ ଏହି ଖବର ପାଇବା ପରେ କିଛି ସରକାରୀ ଅଧିକାରୀ ଏହାର ଯାଞ୍ଚ କରିଛନ୍ତି । ଅଧିକାରୀ ବିଭାଗ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଥିଲା ଏହା ସହ ସେମାନେ ଯାଇ ଚଢଉ କରିବାରୁ ଏହାର ପ୍ରମାଣ ସହ ଜବତ କରିଛନ୍ତି । ତ୍ତେବେ ଏକ ନୂଆ ଓ ନିଆରା ଢଙ୍ଗରେ ଲୁଚାଇବା କାମ କରିଛନ୍ତି ଏହି ମାଫିଆ ମାନେ ଏହାକୁ ଗଛ ପାଖରେ ଲୁଚାଇ ରଖି ଥିଲେ ।
ପ୍ରାୟ ସାତ ହଜାର ପୋଛା ଜବତ କରା ଯାଇଛି । 460 ଲିଟର ବେଇଆନ ମଦ କୁ ନଷ୍ଠ ମଧ୍ୟ କରା ଯାଇଥିଲା । କେହି ଜଣାଇ ପରିବେଣୀ ଭାବି ଗଛ ଉପରେ ନେଇକି ଏହାକୁ ଲୁଚାଇ ରଖି ଥିଲେ ମଦ ବେପାରୀ ପ୍ରାୟ 100 ସଂଖ୍ୟା ଠାରୁ ଅଧିକ ମଦକୁ ଲୁଚାଇ ରଖି ଥିଲେ ।
ଘଞ୍ଚ ଜଙ୍ଗଲ କୁ କେହି ଯିବାର ନାଇ କି ଏମାନଙ୍କ ଧନ୍ଦା ଧରା ହେବାର ନାଇ ବୋଲି ଭାବି ନେଇଥିଲେ । ମାତ୍ର ଏହା ତାଙ୍କୁ ମହଙ୍ଗା ପଡ଼ିଥିଲା । ଜଙ୍ଗଲି ଜନ୍ତୁ ଓ ଅବକାରୀ ଅଧିକାରୀ ମାନଙ୍କ ଆଖିରୁ ଏହାକୁ ଲୁଚାଇବା ପାଇଁ ଏହି ଭଳି କରିଥିଲେ ବୋଲି କହିଛନ୍ତି । ଏହା କଟକ ଜିଲାର ଆଠଗଡର ଜାଲୁଆ ରିଜର୍ବ ଫରେଷ୍ଟ ରେ ।
ଅନେକ ଜାଗାରେ ମଦ ପାଇ ଲାଇସେନ୍ସ ମିଳବା ପରେ ଅମଧ୍ୟ କିଛି ଅସମାଜିକ ଲୋକମାନେ ଯେଉଁ ମାନେ ଏହା ମଧ୍ୟରେ ସମ୍ପୃକ୍ତ ରହିବା ସହ ରାଜସ୍ୱ କୁ ଠକିବା ପାଇଁ ବେଆଇନ ଭାବେ ନିଜର ଧନ୍ଦା କୁ ଚଲାଉ ଛନ୍ତି ଏହାଙ୍କୁ ଖବର ପାଇବା ମାନେ ଅଧିକାରୀ ବିଭାଗ ଚଢାଉ କରୁଛି ।
କିନ୍ତୁ ନିଜର ବେପାର କୁ ସୁରକ୍ଷା ପ୍ରଦାନ କରିବା ପାଇଁ ମଧ୍ୟ କିଛି ଲୋକମାନେ ନୂଆ ନୂଆ ଉପାୟ ମାନ ବାହାର କରୁଛନ୍ତି ଯାହାକି ଆଜି ପ୍ରମାଣିତ ହୋଇଛି । ସୂତ୍ରରୁ ଏହା ମଧ୍ୟ ଜଣା ପଡିଛି କି କିଛି ମଦ ଯାହା ଭଲ ଭାବେ ଫିଲ୍ଟରେସନ ହେଉନି ଏହାକୁ ପିବା ଦ୍ଵାରା ଅନେକ ଲୋକମାନେ ଅନେକ ପ୍ରକାର ବେମାରି ରେ ପଡିଛନ୍ତି ।
କିଛି ଜଣଙ୍କ ପାଇଁ ଲୋକାମାନେ ସରକାରକୁ ଦାଇ କରିବା ବେଳେ ସରକାର ଏହାକୁ ନିୟନ୍ତ୍ରଣ କରିବାରେ ଲାଗିଛି । ତେବେ ଏହି ଉପାୟ ଏକ ନିଆରା ଉପାୟ ଯାହା ଦ୍ଵାରା ବେପାରୀ ମାନେ ଧରା ନ ପଡିବାର ସମ୍ଭାବନା ଥିଲା ।
ମାତ୍ର ବିଶ୍ଵସ୍ଥ ଅଧିକାରୀ ମାନଙ୍କ ପାଇଁ ଏମାନେ ଏବେ ଧରା ପଡିଛନ୍ତି ଅନେକ ମଦ କୁ ଜବତ କରିବା ସହ ଅନେକ ପୋଛା ମଧ୍ୟ ନଷ୍ଟ କରା ଯାଇଛି । ତେବେ ଏହା କଟକ ଜିଲାର ଆଠଗଡ ଠାରେ ଥିବା ଜାଲୁଆ ଫରେଷ୍ଟ ରେ ରକ୍ଷା ଯାଇଥିଲା ।