ପେନସନ୍ ଭୋଗୀଙ୍କ ପାଇଁ ଖୁସି ଖବ, EPF ଧାରୀ ଏବେ ପାଇବେ 9 ହଜାର ତାଙ୍କା ପର୍ଯ୍ୟନ୍ତ Pension…. ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

ଏବେ ଆସିଲା ସବୁ EPF ଧାରୀଙ୍କ ପାଇଁ ଖୁଶି ଖବର । ଏଣିକି ମାସକୁ 9000 ଟଙ୍କା ପାଇବେ ଏମାନେ । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ତରଫରୁ କର୍ମ ଚାରିଆଙ୍କ ଭବିଷ୍ୟତ କୁ ଦେଖିକି କିଛି ପଦକ୍ଷେପ ନିଆ ଯାଇଥିଲା । ଏମାନେ EPF ରାଶି କୁ ଏବେ 9 ଗୁଣା କରାଇ ପାରନ୍ତି । ଏହାକୁ ନେଇ ଫେବୃୟାରି ମାସରେ ହୋଇ ପାରେ ବୈଠକ । ଏବେ ସରକାର ଏହାକୁ ନେଇ ଗତ ବର୍ଷ ଚର୍ଚା ଆରମ୍ଭ କରିବାର ଥିଲେ ମଧ୍ୟ ଏହାକୁ ଶେଷ ନିଷ୍ପତ୍ତିରେ ପହଞ୍ଚାଇ ପାରି ନଥିଲା କି ଏହା ପାଇଁ ଦ୍ରୁଷ୍ଟି ଦେଇ ପାରୁ ନଥିଲା କିଛି କାରଣ ବଶତଃ ।

କିନ୍ତୁ ଏବେ ଏହାକୁ ବଢାଇବା ପାଇଁ ଅନେକ ଥର ଆଲୋଚନା କରା ଯାଇଛି । ଏହାକୁ ନେଇ ସାଂସଦ ଏକ ବୈଠକ ପାଇଁ ଏକ ସୁପାରିଶ କରିଥିଲା । ଏହାକୁ ନେଇ ଏବେ ଆଲୋଚନା କରିବା ପରେ ଏବେ ସବୁ ଲୋକମାଙ୍କୁ ଏହି ଖୁଶି ଖବର 2022 ରେ ସରକାର ଦେଇ ପାରନ୍ତି ।

ତେବେ କର୍ମଚାରୀ ମାନେ କେବଳ ଏକ ଦାବି କରି ନଥିଲେ EPF ବଢାଇବା ସହ ସେମାନଙ୍କ ଦାବି ଏହା ମଧ୍ୟ ଥିଲା କି ସେମାନଙ୍କ ପେନସନ ସେମାନଙ୍କ ଦରମାର ଅଧା କରାଯାଉ । ଏହି ଦାବି ଉପରେ ମଧ୍ୟ ଶ୍ରମ ମନ୍ତ୍ରାରାଳୟ ନିଷ୍ପତ୍ତି ନେଇ ପାରନ୍ତି ।

ତେବେ ଏହି EPF ସଙ୍ଗଠନରେ ପ୍ରାୟ 6 କୋଟି କର୍ମଚାରୀ ରହି ଥିବା ବେଳେ ଅଣକର୍ମଚାରୀ ସଙ୍ଗଠନରେ ଦୀର୍ଘଦିନ ଧରି ସେବା ଯୋଗାଉଥିଲେ ମଧ୍ୟ ଏହା ତାଙ୍କ ସର୍ବ ନିନ୍ମ ସାଧାରଣ ଆବଶ୍ୟକତା କୁ ପୂରଣ କରି ପାରୁନି ତେଣୁ ଏହାକୁ ନେଇ ସରକାର ଜଲ୍ଦି ନିଷ୍ପତ୍ତି ନିଅନ୍ତୁ ବୋଲି କୁହାଯାଇଛି । ନିଜ ମୌଳିକ ସାଧନ ପାଇଁ ସେମାନେ ଅଧିକ ପେନସନ ଦାବି କରୁଛନ୍ତି ।

ଏହାର ଲାଭ ପାଇବା ପାଇଁ ହେଲେ କର୍ମଚାରୀ ଙ୍କୁ 10 ବର୍ଷ ଯାଏ କାମ କରିବା ନିହାତି ଭାବେ ଦରକକାର ବୋଲି କୁହାଯାଇଛି । କର୍ମଚାରୀ ମାନେ ନିଜ ଶେଷ ବେତନ ର ଅଧା ପେନସନ ଚାହୁଁ ଛନ୍ତି କିନ୍ତୁ ଏବେ 1995 ମଶିହା ପେନସନ ଯୋଜନା ରେ ପେନସନ ପାଉଛନ୍ତି କିନ୍ତୁ ସେମାନେ ସନ୍ତୁଷ୍ଟ ନାହାଁନ୍ତି ।

ଏହା ପାଇଁ ସେମାନେ ଏହି ଦାବି ରଖିଛନ୍ତି । ତେବେ ଏହି ବର୍ଷ ଆରମ୍ଭରୁ ଆପଣମାନେ ଏହାର ଶୁଣାଣୀ ପାଇ ପାରନ୍ତି । ତେବେ ସରକାରୀ କର୍ମ ଚାରି ମାନେ ଚାକିରି କରିବା ବେଳେ ଦରମା ଓ ଚାକିରି କରି ସାରିବା ପରେ ପେନସନ ପାଇବା ନିର୍ଧାରିତ କରା ଯାଇଥିଲା । କିନ୍ତୁ ଯେଉଁ ଭଳି ଜୀବନ ଜଣେ ନିଜର ଚାକିରି କ୍ଷେତ୍ରରେ ଥିବା ବେଳେ ବଞ୍ଚିଚ୍ଛି

ତେବେ ଏହାକୁ ବଦଳାଇ ଏବେ କମ ଦରମାରେ ବଞ୍ଚିବା କଷ୍ଟକର ହୋଇ ଯାଇଛି କିଏ ଲୋନ ନେଇଥିବା ବେଳେ ଆଉ କେହି ଅନ୍ୟ କିଛି କାମରେ ନିଜର ଦରମା କୁ ଲଗାଇଛନ୍ତି । ତେବେ ଏହା ପାଇଁ ସରକାର ଏହି ବର୍ଷ ଆରମ୍ଭରୁ ନିଷ୍ପତ୍ତି ନେବାର ସମ୍ଭାବନା ଅଛି ତେବେ ଦେଖା ଯାଉ ଉଭୟ ସର୍ତ୍ତ ରେ ସରକାର ରାଜି ହେଉଛନ୍ତି କି ମାତ୍ର ଏକ ସର୍ତ୍ତ କୁ ସ୍ବୀକୃତ୍ତି ମିଳିବ ।

Leave a Reply

Your email address will not be published. Required fields are marked *