ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।
୧- ଏମିତି କଣ ଜିନିଷ ଅଛି ଯାହାକୁ ମାରିଲେ ନିଆଁ ଜଳିଥାଏ ଓ ଲିଭିଥାଏ ?
ଉତ୍ତର- ଫୁଙ୍କ
୨- କେଉଁ ଶେଯ ଉପରେ କେହି ଶୋଇବାକୁ ଇଚ୍ଛା କରନ୍ତି ନାହି କିନ୍ତୁ ସମସ୍ତଙ୍କୁ ଶୋଇବାକୁ ପଡିଥାଏ ?
ଉତ୍ତର- କୋକେଇ
୩- ଏମିତି କଣ ଅଛି ଯାହା ତାର ହୋଇଥାଏ ସେ ନିଜେ ଦେଖିପାରେ ଓ ମାତ୍ର ଥରେ ହିଁ ଦେଖିପାରେ କିନ୍ତୁ ଦିତୀୟ ଥର ନୁହେଁ ?
ଉତ୍ତର- ତାର ସ୍ଵପ୍ନ
୪- ଏମିତି କଣ ଜିନିଷ ଅଛି ଯାହା ଆପଣଙ୍କ ଆଖପାଖରେ ରହିଥାଏ କିନ୍ତୁ ତାହା ଦେଖିହୁଏ ନାହି ?
ଉତ୍ତର- ପବନ
୫- ଏମିତି କେଉଁ ମା ଅଛି ଯିଏ ସବୁ ସମୟରେ ଘୁରି ବୁଲିଥାଏ ?
ଉତ୍ତର- ଧରିତ୍ରି ମା
୬- ଏମିତି କେଉଁ ପକ୍ଷୀ ଅଛି ଯିଏ ଚାଲିବା ସହ ଉଡିଥାଏ କିନ୍ତୁ ଗଛରେ ବସେ ନାହିଁ ?
ଉତ୍ତର- ଟିଟୋନୀ
୭- ଦୁନିଆର ସବୁଠାରୁ ଛୋଟ ଯୁଦ୍ଧ କେଉଁ ଦେଶ ମଧ୍ୟରେ ହୋଇଥିଲା ?
ଉତ୍ତର- ବ୍ରିଟେନ ଓ ଜଞ୍ଜାବୀର
୮- ଭାରତର କେଉଁ ରାଜ୍ୟରେ ହାତୀ ମାନଙ୍କର ସ୍ଵାଧୀନତା ଅଧିକ ରହିଛି ?
ଉତ୍ତର- କର୍ଣ୍ଣାଟକ
୯- ବନବାସ ପରେ ଭଗବନା ରାମ କେତେ ବର୍ଷ ଯାଏଁ ଶାସନ କରିଥିଲେ ?
ଉତ୍ତର- ୧୧୦୦୦ ବର୍ଷ
୧୦- କଲୋନୀକୁ ହିନ୍ଦୀରେ କଣ କୁହାଯାଏ ?
ଉତ୍ତର- ବସ୍ତି
୧୧- ବୁଢିଆଣୀ ଜାଲ କେଉଁଥିରେ ତିଆରି ହୋଇଥାଏ ?
ଉତ୍ତର- ପ୍ରୋଟିନ
୧୨- କଳା ପାଣିର ଦଣ୍ଡ ଶୁଣିବା ପରେ ଅପରାଧୀ କାହିଁକି ଡରିଥାନ୍ତି ?
ଉତ୍ତର- କାରଣ ସେମାନଙ୍କୁ ଭୋକିଲା ରଖାଯାଏ
୧୩- କେଉଁ ଦେଶର ଦୁଇ ଜଣ ରାଷ୍ଟ୍ରପତି ରହିଥାନ୍ତି ?
ଉତ୍ତର- ସାନା ମରିନୋ
୧୪- କେଉଁ ଦେଶରେ ଅଧିକ ଡେଙ୍ଗୁ ମସା ରହିଥାଏ ?
ଉତ୍ତର- ଭାରତ
୧୫- କୁକୁର ଅଜଣା ଲୋକଙ୍କୁ ଦେଖି କଣ ପାଇଁ ଭୋକିଥାନ୍ତି ?
ଉତ୍ତର- ନିଜର ସ୍ଥାନ ସୁରକ୍ଷା କରିବା ପାଇଁ
୧୬- ରକେଟର ଆବିଷ୍କାର କେବେ ହୋଇଥିଲା ?
ଉତ୍ତର- ୧୯୨୬ ୧୬ ମାର୍ଚ୍ଚ
୧୭- ଭାରତର ସବୁଠାରୁ ସୁନ୍ଦର ଜିଲ୍ଲାର ନାମ କଣ ?
ଉତ୍ତର- ପିଂକ ସିଟି
୧୮- ପୋଲିସ ହେବା ପାଇଁ କେତେ ଫୁଟ ଲମ୍ବା ହେବ ଆବଶ୍ୟକ ?
ଉତ୍ତର- ୧୬୫ ସେଣ୍ଟିମିଟର
୧୯- ସବୁଠାରୁ ମହଙ୍ଗା ପଶୁର ନାମ କଣ ?
ଉତ୍ତର- ରେସର ଘୋଡା
୨୦- କେଉଁ ଦେଶରେ ପପଜୀ ଖେଳନ୍ତି ନାହି ?
ଉତ୍ତର- ଚୀନ
୨୧- ମଣିଷ ପ୍ରଥମେ କେଉଁ ଫଳ ଖାଇଥିଲା ?
ଉତ୍ତର- ଖଜୁର
୨୨- ଅମିତାଭ ବଚନଙ୍କ ଜନ୍ମ କେଉଁ ରାଜ୍ୟରେ ହୋଇଥିଲା ?
ଉତ୍ତର- ଉତ୍ତରପ୍ରଦେଶ
୨୩- କମ ଖାଇବା ଦ୍ଵାରା ଆମ ଶରୀରରେ କଣ ପ୍ରଭାବ ପଡିଥାଏ ?
ଉତ୍ତର- ଶରୀରର ଓଜନ କମ ହୋଇଥାଏ
୨୪- ଆପଣ କେବଳ ୨ ର ପ୍ରୟୋଗ କରି ୨୩ କୁ କେମିତି ଲେଖି ପାରିବେ ? କୁହ କେମିତି କରିବେ ?
ଉତ୍ତର- ୨୨+୨/୨
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।