Interesting GK Questions – ଏମିତି କେଉଁ ସଂଖ୍ୟା ଅଛି ଯାହାକୁ ଗୁଣନ କରିଲେ ୩୦୦ ଆସିଥାଏ ଓ ମିଶାଇଲେ ୩୫ ହୋଇଥାଏ ? ଏହା ସହ ଆହୁରି 23 GK Quiz

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ଏମିତି କେଉଁ ପ୍ରାଣୀ ଅଛି କେବେ ମରେ ନାହି ବରଂ ବଞ୍ଚିକି ରହିଥାଏ ?

ଉତ୍ତର- ଜେଲିଫିସ

୨- ଏମିତି କେଉଁ ପକ୍ଷୀ ଅଛି ଯିଏ ଗଛରେ କେବେ ବସେ ନାହି ?

ଉତ୍ତର- ଟିଟୋନୀ

୩- ହୱାଇ ଜାହାଜର ଟାୟାରରେ କେଉଁ ଗ୍ଯାସ ଭରାଯାଏ ?

ଉତ୍ତର- ନାଇଟ୍ରୋଜେନ

୪- ବ୍ଲୁ ୱ୍ହେଲ ମାଛର ହୃଦୟର ଓଜନ କେତେ ?

ଉତ୍ତର- ୬୦୦ କିଲୋଗ୍ରାମ

୫- ଏମିତି କେଉଁ ଦେଶ ଅଛି ଯେଉଁଥରେ ଗୋଟିଏ ବି ମାଛ ନାହି ?

ଉତ୍ତର- ଫିନଲ୍ଯାଣ୍ଡ

୬- କେଉଁ ଜୀବ ନିଜର ନିଶ୍ଵାସକୁ ୬ଦିନ ଯାଏଁ ରୋକିପାରେ ?

ଉତ୍ତର- ବିଛା

୭- କେଉଁ ଦେଶରେ ଲୋକେ ଘଣ୍ଟା ପିନ୍ଧନ୍ତି ନାହି ?

ଉତ୍ତର- କ୍ୟୁବା

୮- ଗୋଟେ ହାତୀର ଆୟୁଷ କେତେ ବର୍ଷ ହୋଇଥାଏ ?

ଉତ୍ତର- ୮୦ରୁ ୧୦୦ ବର୍ଷ

୯- କେଉଁ ଜୀବ ଘାୟଲ ହେବା ପରେ ମଣିଷଙ୍କ ଭଳି କାନ୍ଦିଥାଏ ?

ଉତ୍ତର- ଭାଲୁ

୧୦- ସବୁଠାରୁ ଅଧିକ ଦାନ୍ତ କେଉଁ ପଶୁର ମୁହଁରେ ରହିଥାଏ ?

ଉତ୍ତର- ମଗରମାଛ

୧୧- ଦୁନିଆର ସବୁଠାରୁ ମହଙ୍ଗା ପେଟ୍ରୋଲ କେଉଁ ଦେଶରେ ମିଳିଥାଏ ?

ଉତ୍ତର- ଆଇସଲ୍ୟାଣ୍ଡ

୧୨- ଭାରତର ସବୁଠାରୁ ଅଧିକ ଜଙ୍ଗଲ କେଉଁ ରାଜ୍ୟରେ ରହିଛି ?

ଉତ୍ତର- ମଧ୍ୟପ୍ରଦେଶ

୧୩- ଏମିତି କେଉଁ ଦେଶ ଅହକି ଯେଉଁଥରେ ଧଳା କାଉ ଦେଖାଯାଏ ?

ଉତ୍ତର- ଇଯିପ୍ଟ

୧୪- ମଣିଷର ସବୁଠାରୁ ଅଧିକ ଡିଏନଏ କେଉଁ ଜୀବ ସହ ମିସିଥାଏ ?

ଉତ୍ତର- ମାଙ୍କଡ

୧୫- ଦୁନିଆର ସବୁଠାରୁ ବଡ ସ୍କୁଲ କେଉଁଠାରେ ଅଛି ?

ଉତ୍ତର- ଲକ୍ଷ୍ନୌ

୧୬- ଭାରତରେ ସମୁଦାୟ ଟିଭି ଚ୍ଯାନେଲ କେତୋଟି ଅଛି ?

ଉତ୍ତର- ୮୯୨

୧୭- କିଡନିକୁ ହିନ୍ଦୀରେ କଣ କୁହାଯାଏ ?

ଉତ୍ତର- ବୃକକ

୧୮- ଭାରତୀୟ ମୁଦ୍ରାର ନାମ ରୂପୟା କିଏ ରଖିଥିଲେ ?

ଉତ୍ତର- ସେରଶାହ ସୂରୀ

୧୯- କେଉଁ ଫଳକୁ ଅମୃତ ଫଳ କୁହାଯାଏ ?

ଉତ୍ତର- ଅମୃଦ

୨୦- କେଉଁ ଦେଶରେ ଲୋକେ ଗଛରେ ଘର କରି ରହିଥାନ୍ତି ?

ଉତ୍ତର- କାଙ୍ଗୋ ବେଶିନ

୨୧- ଭାରତୀୟ ପ୍ରଥମ ରଙ୍ଗୀନ ଫିଲ୍ମର ନାମ କଣ ?

ଉତ୍ତର- କିଶନ କହ୍ନେୟା

୨୨- ପାକିସ୍ତାନରେ ସମୁଦାୟ କେତୋଟି ଜିଲ୍ଲା ଅଛି ?

ଉତ୍ତର- ୧୩୫ଟି

୨୩- ସଲମାନ ଖାନଙ୍କ ପ୍ରଥମ ଫିଲ୍ମର ନାମ କଣ ?

ଉତ୍ତର- ବିୱି ହୋ ତୋ ଏସି

୨୪- ଏମିତି କେଉଁ ସଂଖ୍ୟା ଅଛି ଯାହାକୁ ଗୁଣନ କରିଲେ ୩୦୦ ଆସିଥାଏ ଓ ମିଶାଣ କରିଲେ ୩୫ ହୋଇଥାଏ ? କୁହ କଣ ?

ଉତ୍ତର- ୧୫ ଓ ୨୦

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *