ମଦ ପିଇ ଯୁବତୀ ଜଣକ ରାସ୍ତା ଉପରେ ମଚାଇଲେ ବୋବାଲ, ଆଉ ତା ପରେ ଯାହା ହେଲା…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ଝିଅ ମାନଙ୍କୁ ଯେଉଁ ଭଳି ଭାବେ ସ୍ବାଧାନିତା ଦିଆ ଯାଇଛି ତାହାର ଉପୋଯୋଗ କିଛି ଝିଅ ମାନେ ଏମିତି କରୁଛନ୍ତି ଯାହା ପାଇଁ ପରେ ତାଙ୍କୁ ଅପମାନିତ ହେବାକୁ ପଡୁଛି । ତେବେ ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ଜଣେ ଝିଅ ମଦ୍ୟପାନ କରି ରାସ୍ତା ମଝିରେ ସୁନାମୀ କରିବାର ନଜର ଆସୁଛନ୍ତି । କହିବାର ଅର୍ଥ ହେଉଛି ଯୁବତୀ ଜଣକ ଏତେ ନିଶାରେ ଅଛନ୍ତି କି ରାସ୍ତା ମଝିରେ ଲୋକ ମାନଙ୍କୁ ଗାଳି ଗୁଲଜ କରିବା ସହ ହାଇ ଡ୍ରାମା ସୃଷ୍ଟି କରିଛନ୍ତି ।

ଏହି ଦୃଶ୍ୟ ଦେଖି ଲୋକ ମାନେ ଗହଳି କରିବାରେ ଲାଗିଛି । ଯୁବତୀଙ୍କର ଏପରି ବ୍ୟବହାର ଦେଖି କିଛି ଲୋକେ ତାଙ୍କୁ ରୋକିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ଯୁବତୀ ଜଣକ ତାଙ୍କୁ ନିଶାରେ ଧକ୍କା ଦେଇ ଗାଳି ଗୁଲଜ କରୁଛନ୍ତି । ଏମିତିକି ଯୁବତୀଙ୍କର ସମ୍ପର୍କୀୟ ଆସି ତାଙ୍କୁ ସେଠାରୁ ନେଇ ଯିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ସେ ତାଙ୍କୁ ମଧ୍ୟ ଦୁର୍ବ୍ୟବହାର କରୁଛନ୍ତି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି ।

ତେବେ ଯୁବତୀ ଜଣକ ଦୋକାନରେ ଠିଆ ହୋଇ ଲୋକ ମାନଙ୍କୁ ଡାକୁଛନ୍ତି ଏଠାକୁ ଆସ କହି । ଏହା ପରେ ଲୋକ ମାନେ ଯୁବତୀଙ୍କର ଏହି ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିବାରେ ଲାଗିଛନ୍ତି ଯାହା ବର୍ତ୍ତମାନ ବେଶ ଚର୍ଚ୍ଚା ରେ ରହିଛି ।

ଯୁବତୀଙ୍କର ଏପରି ହରକତ ଦେଖି ପୋଇଲିସ ମଧ୍ୟ ଘଟଣା ସ୍ଥଳରେ ଆସି ପହଞ୍ଚିଛନ୍ତି । କିନ୍ତୁ ପୋଲିସଙ୍କୁ ଦେଖି ଲାଗୁଛି ସେ ଯୁବତୀଙ୍କର ଏପରି ରୂପ ଓ ହରକତ ଦେଖି ଭୟ କରୁଛନ୍ତି । କିନ୍ତୁ ସତ କଥା ହେଉଛି ଶେଷରେ ଯୁବତୀଙ୍କୁ ପୋଲିସ କର୍ମଚାରୀ ମାନେ ତାଙ୍କ ଗାଡିରେ ବସାଇ ସେଠାରୁ ନେଇ ଯାଉଛନ୍ତି ।

କିନ୍ତୁ ସେଠାରେ ଜମା ହୋଇଥିବା ଲୋକ ମାନେ ଯେଉଁ ମାନେ ଏହି ଦୃଶ୍ୟକୁ ଅଟକାଇବା ବଦଳରେ ଏହାର ଉପୋଭୋଗ କରିବା ବାହାନରେ ଭିଡିଓ କରୁଥିଲେ ସେମାନଙ୍କୁ ଯୁବତୀ ଜଣକ ପୋଲିସ ଗାଡିରେ ବସିବା ପରେ ଗୁଆଘିଅ କହି ସ୍ଵର ଉତ୍ତୋଳନ କରୁଛନ୍ତି । ଏହା ପରେ ଗୁଆଘିଅ ନାଁ ଶୁଣିବାରେ ଯୁବତୀ ଜଣକ ପୋଲିସ ଗାଡିରେ ଠିଆ ହୋଇ ଯୋଡ଼ାରେ ପାଟିତୁଣ୍ଡ କରିବାରେ ଲାଗିଛନ୍ତି ।

ଏମିତି କି ଯୁବତୀ ଜଣକ ଗୁଆଘିଅ କହି ପୋଲିସ ଗାଡିରେ ଚିତ୍କାର କରୁଛନ୍ତି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । ତେବେ ଆମ ଦେଶରେ ଲୋକ ମାନେ ଯେ କୌଣସି ଘଟଣା ଘଟୁଥିଲେ ତାହର ପ୍ରତିବାଦ ନ କରି କିପରି ଘଟଣା ଅଧିକ ବଢିବାରେ ଲାଗିବ ତାହା ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି ।

ଯାହା ସଂପୂର୍ଣ୍ଣ ଭୁଲ ଧାରଣା ଅଟେ । ତେବେ ଯୁବତୀଙ୍କରେ ଏପରି କାର୍ଯ୍ୟ କଳାପ ପାଇଁ ତାଙ୍କ ପରିବାରକୁ କେତେ ଯେ ଅପମାନର ସାମନା କରିବାକୁ ପଶିବ ତାହା ଆପଣ ମାନେ ନିଶ୍ଚିନ୍ତ ଭାବେ ଏହି ଭିଡିଓ ଦେଖି ବୁଝି ପାରୁଥିବେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ବାବଦରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *