ବନ୍ଧୁଗଣ ଆପଣ ମାନେ ଓଲିଉଡ ଜଗତର ଲୋକପ୍ରିୟ କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଓଡିଆ ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଦମଦାର ଅଭିନୟ ଦ୍ଵାରା ପୁର ଓଡିଆ ଫିଲ୍ମ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରି ପାରିଛନ୍ତି । ଦର୍ଶକ ମାନେ ମଧ୍ୟ ତାଙ୍କର ଅଭିନୟକୁ ପ୍ରଶଂସା କରିବା ସହ ବହୁତ ସାରା ଭଲ ପାଇବା ଦେଇଛନ୍ତି । ତେବେ ଓଡିଆ ଫିଲ୍ମ ଜଗତରେ ଏମିତି କିଛି କଳାକାର ଅଛନ୍ତି ଯେଉଁ ମାନେ କମେଡିୟାନ ବା ହାସ୍ୟ ଅଭିନେତା ଭାବେ ପରିଚିତ ଅଟନ୍ତି ।
ସେମାନେ ନିଜର କାମେଡି ଦ୍ଵାରା ଲୋକ ମାନଙ୍କର ମନୋରଞ୍ଜନ କରାଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ବିବାହରେ ହାତ ଗଣ୍ଠି ଫିଟାଇବା ସମୟରେ କଣ ହୋଇଥିଲା ତାହା କହିବାକୁ ଯାଉଛୁ ।
ଆପଣ ମାନେ ଫିଲ୍ମ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ପ୍ରଜ୍ଞା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ତାଙ୍କର ଅଭିନୟ ଯାଦୁରେ ଦର୍ଶକ ମାନଙ୍କୁ ବାନ୍ଧି ରଖି ପାରିଛନ୍ତି । ତେବେ ତାଙ୍କର ବିବାହ ଅଭିନେତ୍ରୀ ସୁନନ୍ଦା ଙ୍କ ସହ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି ।
ପ୍ରଜ୍ଞାଙ୍କ ବିବାହରେ ଯାଇଥିବା ବରଯାତ୍ରୀ ଙ୍କ ଠାରୁ ଆରମ୍ଭ କରି ତାଙ୍କ ବିବାହରେ ଯେଉଁ ସବୁ ମଜାମସ୍ତି ହୋଇଥିଲା ତାହା ସୋସିଆଲ ମିଡିଆରେ ଏବେ ବେଶ ଚର୍ଚ୍ଚା ର ବିଷୟ ହୋଇଛି । ତେବେ ବର୍ତ୍ତମାନ ସୁନନ୍ଦା ଓ ପ୍ରଜ୍ଞାଙ୍କ ବିବାହ ସମୟରେ ହାତ ଗଣ୍ଠି ପଡିବା ସମୟର ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ।
ଦୁହିଙ୍କ ହାତ ଗଣ୍ଠି ପଡିବା ପରେ ସୁନନ୍ଦା ଙ୍କ ଭଉଣୀ ବା ପ୍ରଜ୍ଞାଙ୍କ ଶାଳି କିପରି ମଜାମସ୍ତି କରିବା ପରେ ହାତ ଗଣ୍ଠି ଫିଟାଉଛନ୍ତି । ଦୁହିଙ୍କର ମ୍ୟାରେଜରେ ବହୁତ ସାରା ଧୂମ ଧାମ ହେବ ସହ ଅନେକ ସାରା ମନୋରଞ୍ଜନ ମଧ୍ୟ ହୋଇଛି । ତେବେ ହାତ ଗଣ୍ଠି ଫିଟାଇବା ପରେ ପ୍ରଜ୍ଞା ତାଙ୍କ ଶାଳିଙ୍କୁ ବହୁତ ସୁନ୍ଦର ଉପହାର ଦେଇଛନ୍ତି ଯାହା ବିବାହର ଏକ ବିଧି ବା ପରମ୍ପରା ଅଟେ ।
ତେବେ ଦୁହିଙ୍କ ଯୋଡି ବେଶ ସୁନ୍ଦର ଲାଗିବା ସହ ପ୍ରଜ୍ଞା ବହୁତ ହ୍ୟାଣ୍ଡସମ ଓ ସୁନନ୍ଦା ବହୁତ ଗରଜେସ ଲାଗୁଛନ୍ତି । ଦୁହେଁ ନିଜର ବିଭାର ସବୁ ରୀତିନୀତିକୁ ଉପୋଭୋଗ କରିବାର ନଜର ଆସିଛନ୍ତି । ଦୁହିଙ୍କର ବୈବାହିକ ଜୀବନ ଆଗାମୀ ସମୟରେ ସୁଖମୟ ହେଉ ଏହା ଆମର ଶୁଭେଛା ଓ କାମନା ।
ବନ୍ଧୁଗଣ ଆପଣ ମାନଙ୍କର ପ୍ରଜ୍ଞା ଓ ସୁନନ୍ଦାଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।