ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଓଡିଆ ଜଗତର ହାସ୍ୟ ତଥା କମେଡିଆନ ଅଭିନେତା ପ୍ରଜ୍ଞାନ ଖାଟୁଆ ଙ୍କ ବିବାହ ଗତ ମଙ୍ଗଳବାର ଦିନ ପୁରା ବିଧି ବିଧାନ ଅନୁସାରେ ସମ୍ପନ୍ନ ହୋଇଛି । ତେବେ ପ୍ରଜ୍ଞା ଅଭିନେତ୍ରୀ ସୁନନ୍ଦା ଙ୍କ ସହ ବିବାହ କରିଛନ୍ତି । ଦୁହିଙ୍କର ଅନେକ ଦିନ ପୂର୍ବରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁହେଁ ନିଜର ପ୍ରେମ ସମ୍ପର୍କ କୁ ବିବାହରେ ନାମ ଦେଇଛନ୍ତି । ତେବେ ନିଜ ବିବାହ ବିଷୟରେ ଅଭିନେତା ପ୍ରଜ୍ଞା କିଛି ବିଶେଷ କଥା କହିଛନ୍ତି ଆଜି ଆମେ ସେହି ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।
ଅଭିନେତା ପ୍ରଜ୍ଞା ଙ୍କ ହଳଦୀ ରସମ ଠାରୁ ଆରମ୍ଭ କରି ବିବାହରେ ହୋଇଥିବା ସବୁ ବିଧି ବିଧାନ ଭିଡିଓ ସେ ନିଜର ସୋସିଆଲ ଆକାଉଣ୍ଟ ରେ ନିଜର ଫ୍ୟାନ୍ସ ମାନଙ୍କୁ ସେୟାର କରିଛନ୍ତି । ଏମିତି କି ତାଙ୍କ ବିବାହରେ ଯେଉଁ ବରଯାତ୍ରୀ ମାନେ ଯାଇଥିଲେ ସେମାନେ ଖୁବ ଧୁମାଧାମ ରେ ବାଜା ର ତାଳେ ତାଳେ ନାଚି ନାଚି ସୁନନ୍ଦା ଙ୍କ ଘରେ ଯାଇ ପହଞ୍ଚି ଥିଲେ ।
ଏହା ପରେ ପ୍ରଜ୍ଞାଙ୍କୁ ତାଙ୍କ ଶ୍ଵଶୁର ଘର ତରଫରୁ ଖୁବ ସୁନ୍ଦର ଭାବେ ସ୍ଵାଗତ କରା ଯାଇଥିଲା ଯାହା ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ । ଏହା ପରେ ଆରମ୍ଭ ହୋଇଥିଲା ବିବାହ ବିଧି । ସୁନନ୍ଦା ବୋହୁ ବେସରେ ଖୁବ ସୁନ୍ଦର ଓ ଗରେଜ୍ସ ଲାଗୁଛନ୍ତି । ଏହା ସହ ପ୍ରଜ୍ଞା ମଧ୍ୟ ବହୁତ ହ୍ୟାଣ୍ଡସମ ଲାଗୁଛନ୍ତି ବାର ବେଶରେ ।
ଦୁହିଙ୍କର ହାତ ଗଣ୍ଠି ପଡିବା ଠାରୁ ଆରମ୍ବ କରି ସିନ୍ଦୁର ପିନ୍ଧିବା ବିଧି ରୀତିନୀତି ଅନୁସାରେ ଶେଷ ହୋଇଛି । ହାତ ଗଣ୍ଠି ଫିଟାଇବା ସମୟରେ ବହୁତ ମଜାମସ୍ତି ହେବାର ନଜର ଆସିଛି । ସୁନନ୍ଦା ଇଓ ପ୍ରଜ୍ଞା ନିଜର ବିବାହକୁ ନେ ବେସ ଖୁସି ଥିବାର ନଜର ଆସିଛନ୍ତି ।
ତେବେ ଶେଷରେ ଅଭିନେତା ପ୍ରଜ୍ଞା ନିଜ ବିବାହ ବିଷୟରେ କହିଛନ୍ତି ଯେ ଯାହା ଭଗବାନଙ୍କ ଇଚ୍ଛା ଥିଲା ତାହା ହିଁ ହେବାକୁ ଅଯାଉଛି । ତେଣୁ ସମସ୍ତଙ୍କର ଆଶୀର୍ବାଦ ଓ ଶୁଭକାମନା ସେ ଆସା କରୁଛନ୍ତି । ତାଙ୍କର ବୈବାହିକ ଜୀବନକୁ ନେଇ ସମସ୍ତେ ତାଙ୍କୁ ଆଶୀର୍ବାଦ କରିବା ସହ ସହଯୋଗ କାରଣରୁ ବୋଲି ପ୍ରଜ୍ଞା ମତ ଦେଇଛନ୍ତି ।
ତେବେ ଦୁହିଙ୍କର ବିବାହ ଶେଷ ହେବା ପରେ ବର୍ତ୍ତମାନ ଦୁହେଁ ନିଜର ବୈବାହିକ ଜୀବନକୁ ବେସ ହସ ଖୁସିରେ ଅଛନ୍ତି ବୋଲି ପ୍ରଜ୍ଞା କହିଛନ୍ତି । ସୁନନ୍ଦା ମଧ୍ୟ ନିଜ ଶାଶୁଘରେ ନୂଆ ପରିବାରକୁ ପାଇ ବେସ ଖୁସି ପ୍ରକାଶ କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ପ୍ରଜ୍ଞା ଓ ସୁନନ୍ଦାଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।