ସାଧାରଣ ଜ୍ଞାନ ଆହରଣ କରିବା ଆମ ଜୀବନରେ ଅନେକ କ୍ଷେତ୍ର ରେ କାମରେ ଆସିଥାଏ । ପାଠ ପଢା ଠାରୁ ନେଇ ଚାକିରି ପର୍ଯ୍ୟନ୍ତ ଅନେକ ସମୟରେ ସାଧାରଣ ଜ୍ଞାନ ଆମକୁ ଆଗକୁ ନେବାରେ ସହାୟକ ହୋଇଥାଏ । ସେଥିପାଇଁ ପ୍ରତେକ ବ୍ୟକ୍ତି ଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ଜାଣିବା ନିହାତି ଆବଶ୍ୟକ ଅଟେ । ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ ।
କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ତେବେ ଆପଣଙ୍କ ସାଧାରଣ ଜ୍ଞାନ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।
୧- ଓଡିଶାର କେଉଁ ନଦୀ କୁ ଗୁପ୍ତ ଗଙ୍ଗା କୁହାଯାଏ ?
ଉତ୍ତର- ବୈତରଣୀ
୨- ଏକ ତୁଳା ଯେ କେତେ ଗ୍ରାମର ହୋଇଥାଏ ?
ଉତ୍ତର – ୧୨ ଗ୍ରାମ
୩- ପୃଥିବୀ ର ସର୍ବାଧିକ ଦେଇଥିବା ସଂସ୍ଥା କିଏ ?
ଉତ୍ତର- ଭାରତୀୟ ରେଳ ବିଭାଗ
୪- ଭାରତର କେଉଁ ସ୍ଥାନ କୁ ବ୍ରଜ ଭୂମି କୁହାଯାଏ ?
ଉତ୍ତର- ମଥୁରା
୫- ବିମାନ ଦୁର୍ଘଟଣା କାରଣ ଜାଣିବାକୁ ବିମାନର ଲାଞ୍ଜ ରେ ଯେଉଁ ଜନ୍ତ୍ର ଟି ଖଞ୍ଜା ଯାଇଥାଏ ତାହାର ନାମ କଣ ?
ଉତ୍ତର- ବ୍ଲାକ ବକ୍ସ
୬- ପ୍ରକୃତ ରେ ବ୍ଲାକ ବକ୍ସ ର ରଙ୍ଗ କାଳ କି ?
ଉତ୍ତର- ନାଁ ଏହା କମଳା ରଙ୍ଗର ହୋଇଥାଏ
୭- ପୁରୀ ରେ ମହା ପ୍ରସାଦ ପ୍ରଥମେ କାହାକୁ ସମର୍ପଣ କରାଯାଏ ?
ଉତ୍ତର- ମା ବିମଳା ଙ୍କୁ
୮- କେଉଁ ପରିମାଣର ହରିଡା, ବାହାଡା ଓ ଅଁଳା ମିଶିଲେ ତ୍ରିଫଳା ହୁଏ ?
ଉତ୍ତର- ହରିଡା ୧, ବାହାଡା ୨ ଓ ଅଁଳା ୩ଟି ମିଶିଲେ
୯- କେଉଁ ଦେଶରେ ପିଲା ମାନଙ୍କୁ ପାଠ ପଢାଇବା ପାଇଁ ରୋବର୍ଟ ଶିକ୍ଷକ ଙ୍କୁ ନିଯୁକ୍ତି ଦିଆ ଯାଇଛି ?
ଉତ୍ତର- ଦକ୍ଷିଣ କୋରିୟା
୧୦- କେଉଁ ପିଲା ମାନେ ଏହି ରୋବର୍ଟ ଶିକ୍ଷକ ଙ୍କୁ ଅଧିକ ପସନ୍ଦ କରୁଛନ୍ତି ?
ଉତ୍ତର- ଭେଦଭାବର ଶିକାର ହେଉଥିବା ପିଲା ମାନେ
୧୧- ପୃଥିବୀ ର ସବୁଠାରୁ ବଡ ମଞ୍ଜି କେଉଁଠାରେ ମିଳିଥାଏ ?
ଉତ୍ତର- ଯୋଡା ନଡିଆ
୧୨- କେଉଁ ମଞ୍ଜି ଗଜା ହେବା ପାଇଁ ୧୪ ବର୍ଷ ସମୟ ଲାଗିଥାଏ ?
ଉତ୍ତର- ସିସିଲି ଦ୍ଵିପପୁଞ୍ଜରେ ଥିବା ଯୋଡା ନଡିଆ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।