ଧୋକା ଦେବା ଓ ପ୍ରେମ କରି ଛାଡିଦେବା ଯେଉଁ ଭଳି ଏକ ଫେସନ ହୋଇ ଗଲାଣି ଆଜି କାଲୀ ସମଜା ପାଇଁ । ଯେଉଁ ଭଳି ପକ୍ଷୀ ଟି ଏକ ଡାଳରୁ ଆଉ ଏକ ଡାଳକୁ ଘୁରି ବୁଲେ ସେହି ଭଳି ବାହାବେ କିଛି ଜଣ ନିଜର ପ୍ରେମ କୁ ମଧ୍ୟ ସେୟା ଭାବି ନେଉଛନ୍ତି ତେବେ ଏହାକୁ କିଛି ପିଲା ଗମ୍ଭୀର ଭାବରେ ନେଉଛନ୍ତି କହିବାର ମାନେ ହେଉଛି କି କିଛି ପିଲାମାନେ ଏହାକୁ ନିଜ ର ଜୀବନର ଅନ୍ତ ଭାବି ନେଉଛନ୍ତି ।
ଏହି ଭଳି କିଛି ହୋଇଛି ସୋମ୍ୟ ସହ ଧୋକା ଦେଇଥିବା ଝିଅ ନାମରେ ଏକ ଚିଠି ଲେଖି ଏହି ଦୁନିଆରୁ ବିଦାୟ ନେଇ ଯାଇଛି । ଏହା ପରେ ସେ ଦୁନିଆକୁ ଦେଇ ଯାଇଛି ତାର ଦୁଇ ଆଖି ଯାହା ଦ୍ଵାରା ଆଉ କେହି ଦେଖିବା ଆଇନ ସକ୍ଷମ ହୋଇ ପାରିବ । ଏହା ଯଦି ପରିଣତ ବୟଶ ରେ ସେ କରି ଥାନ୍ତା ଏହା ଏତେ ପ୍ରଭାବ ପକାଇ ନଥାନ୍ତା କିନ୍ତୁ ଏହା ଯାହା ସେ କରିଛି ସଭିଙ୍କ ଆଖିରେ ଲୁହ ଦେଇ ଯାଇଛି । ପ୍ରେମରେ ପ୍ରତାରଣା ସହି ନ ପାରିକି ସେ ଦେଇଛି ନିଜ ଜୀବନର ବଳି ।
ତେବେ ଏହାକୁ ପରିବାର ଲୋକମାନେ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି । କାରଣ ହେଉଛି କି ପିଲା ମାନଙ୍କ ଭୁଲ ବାପା ମା ସହ୍ୟ କରି ପାରିବେ ସେମାନେ ଦୂରେଇ ଗଲେ ମଧ୍ୟ ଭଲରେ ରହୁ ଏହା କାମନା କରିବେ । କିନ୍ତୁ ଏତେ ବଡ ନିଷ୍ପତ୍ତି ତାଙ୍କ ପାଇଁ ଅସହ୍ୟ । ସୋମ୍ୟ ଥିଲା ନିଜ ଘରର ନୟନ ପିତୁଳା ଆଖିର ତାରା ।
ଯାହାକୁ ଦେଖିକି ଉଭୟ ବାପା ମା ଙ୍କ ଦିନ ଓ ରାତି ହେଉଥିଲା । ଏବେ ସେ ମୁହଁ କେବଳ ଫଟରେ ଦେଖିବା ପାଇଁ ପାଇବେ । ଏହା ସହ ସେମାନେ ଏହା ମଧ୍ୟ ଜାଣିଛନ୍ତି ତାଙ୍କ ପୁଅ ଆଖି ଆଜି ଭି ବଞ୍ଚିଛି । ମାନେ ଯିଏ ଚାଲି ଯାଇଛି ସେ ଯାଇକି ମଧ୍ୟ ଯାଇନି ତେବେ ଏହି ବୟଶରେ ପ୍ରେମ ହେବା ସ୍ଵାଭାବିକ କଥା କିନ୍ତୁ ଏହା ପାଇଁ ଜୀବନ ହାରିବା କଣ ଠିକ ।
ଏହାକୁ ନେଇ ଅନେକ ଲୋକମାନେ ପ୍ରଶ୍ନ୍ନ କରିବାରେ ଲାଗିଛନ୍ତି । ସେ କହିଛନ୍ତି କି ଏହା କଣ ଠିକ ଥିଲା ବରଂ ଜୀବନ ଥିବା ବେଳେ ନିଜ ବାପା ମା ଙ୍କ ସେବା କରିବାର ଯେଉଁ ସୁଯୋଗ ଭଗବାନ ତାକୁ ଦେଇଥିଲେ ତାକୁ ମଧ୍ୟ ସେ ହରାଇ ବସିଲା ।
ତେବେ ନିଜ ବାପା ମା ଙ୍କ ଠାରୁ ଦୂରେଇ ଯାଇଥିବା ସୋମ୍ୟ ଙ୍କ ଘରେ ଏବେ ପରିସ୍ଥିତି ଦେଖିବାର ଦ୍ରୁଶ୍ଯ ନୁହେଁ ଏକ ଭଉଣୀ ମଧ୍ୟ ଅଛି ସୋମ୍ୟଙ୍କର । ସୋନାଲୀ ତାଙ୍କୁ ଧୋକା ଦେବା ପରେ ସେ ଆଉ ଏହି ଦୁନିଆରେ ନିଜ କଷ୍ଟ କୁ ସମ୍ଭାଳି ନପାରି ଆର ପାରିକୁ ଚାଲି ଯାଇଥିଲେ । କିନ୍ତୁ ତାଙ୍କ ଆଖି ସହ ଆଉ କିଛି ଅରଗାନ ମଧ୍ୟ ଦାନ ରେ ଦେଇଛନ୍ତି ।
ହୁଏ ତ ଯାହାକୁ ଦେଖି ପାରି ନଥିଲା ସୋମ୍ୟ ଙ୍କ ନିଜ ଶରୀର ତାକୁ ଆଜି ଆଉ କାହା ଆଖି ଦେଖିବା ସୋମ୍ୟ ଙ୍କୁ ନ୍ୟାୟ ମିଳିବ କି ନାଇ ଜଣା ନାଇ କିନ୍ତୁ ସୋମ୍ୟ ଙ୍କ ଜୀବନ ଅମର ହୋଇଗଲା ଆମେ ଆଖି ପାରିବା । ଯିବା ସମୟରେ ସୋମ୍ୟ ଲେଖି ଯାଇଅଛି ନିଜ ଉପରେ ହୋଇଥିବା ଅତ୍ୟାଚାର ର କାହାଣୀ ଓ ଅନୁରୋଧ କରିଛି କି ଏହାକୁ ଇନଭେଷ୍ଟିକେଶନ କରାଯାଉ ବୋଲି ।