ଆପଣ ଏ ଦୁନିଆକୁ କାହିଁକି ଆସିଛନ୍ତି ଜାଣିବା ପାଇଁ ବାଛନ୍ତୁ କୌଣସି ଏକ ନମ୍ବର ଓ ଜାଣନ୍ତୁ ଇଶ୍ଵର ଆପଣଙ୍କୁ କାହିଁକି ଏ ଦୁନିଆକୁ ପଠାଇଛନ୍ତି ? 

ବନ୍ଧୁଗଣ ଆଶା କରୁଛୁ ଆପଣ ମାନେ ବହୁତ ଭଲରେ ଥିବେ । ଆଜିର ଆମର ବିଷୟ ବସ୍ତୁ ରହିଛି କି ଆପଣ ଦୁନିଆକୁ କାହିଁକି ଆସିଛନ୍ତି କେଉଁ କାରଣ ପାଇଁ ଆସିଛନ୍ତି । ଏଥିପାଇଁ ଆପଣଙ୍କୁ ୫ ଟି ନମ୍ବର ମଧ୍ୟରୁ ଗୋଟେ ଚୟନ କରିବାକୁ ହେବ । କିଛି ଲୋକଙ୍କ ମତରେ ମଣିଷ ମାନେ ଦୁନିଆକୁ କିଛି ନା କିଛି କାର୍ଯ୍ୟ କରିବା ପାଇଁ ଜନ୍ମ ନେଇ ଆସିଥାନ୍ତି ଯାହା କିଛି ବୁଝି ପାରନ୍ତି ତ ଆଉ କେହି ବୁଝିପାରନ୍ତି ନାହି । ତେବେ ବାଛନ୍ତୁ ଗୋଟେ ନମ୍ବର । ଏହା ଏକ ଜେନେରାଲ ରିଡିଙ୍ଗ ଅଟେ । ଏହା ଆପଣଙ୍କ ସହ କନେକ୍ଟ ହୋଇପାରେ ନ ହୋଇପାରେ ମଧ୍ୟ । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

୧- ପ୍ରଥମ ନମ୍ବର : ଯଦି ଆପଣ ମାନେ ପ୍ରଥମ ନମ୍ବର ଚୁଜ କରିଛନ୍ତି ଆପଣଙ୍କର ପୂର୍ବ ଜନ୍ମରେ କିଛି ଅନ୍ୟାୟ ହୋଇଛି ଆପଣଙ୍କର ଅଧୁରା ଇଚ୍ଛା ରହିଛି । ଆପଣ ଯେଉଁ ସମୟ ପୂର୍ବ ଜନ୍ମରେ ବଞ୍ଚିପାରି ନାହାନ୍ତି ତାହା ପୁରା କରିବାକୁ ଦୁନିଆକୁ ଆସିଛନ୍ତି । ଆପଣ ନିଜ ଲାଇଫରେ ଅଧୁରା ଇଚ୍ଛା ନିଶ୍ଚୟ ପୂରଣ କରିବେ । ଆପଣ ବହୁତ ଭଲ ବ୍ୟକ୍ତି ଥିଲେ ସେଥିପାଇଁ ଆପଣଙ୍କର ପୁନବାର ଦୁନିଆରେ ଜନ୍ମ ହୋଇଛି ।

୨- ଯେଉଁ ମାନେ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ସେମାନେ ଦ୍ଵିତୀୟ ଥର ଦୁନିଆରେ ଜନ୍ମ ନେଇଛନ୍ତି ଆଉ ସୁଖରେ ଜୀବନ ବ୍ଯତୀତ କରିବାକୁ ଆସିଛନ୍ତି । ପୂର୍ବ ଜନ୍ମରେ ଆପଣ ବହୁତ ମେହନତ କରି ବହୁତ କିଛି ପାଇଥିଲେ କିନ୍ତୁ ସୁଖ ପାଇ ନ ଥିଲେ । ତେଣୁ ଏ ଜନ୍ମରେ ଆପଣ ନିଶ୍ଚିନ୍ତ ଭାବେ ସୁକୁନ ଅନୁଭବ କରିବେ । ଆପଣ କେଉଁଠି ଶାନ୍ତି ଅନୁଭବ କରିବେ ତାହା ବେଶ ଭଲ ଭାବେ ଜାଣିଥିବେ ।

୩- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ଚୁଜ କରିଛନ୍ତି ଆପଣ ପୂର୍ବ ଜନ୍ମରେ ଲୋକଙ୍କ ଠାରୁ ଧୋକା ପାଇଛନ୍ତି ଆପଣଙ୍କୁ ନ୍ୟାୟ ମିଳି ନାହି । ତେଣୁ ଆପଣ ଦ୍ଵିତୀୟ ଥର ଦୁନିଆରେ ଜନ୍ମ ନେଇଛନ୍ତି ଆଉ ସବୁ କିଛି ପାଇବାକୁ ଆସିଛନ୍ତି । ପରିସ୍ଥିତି ଯାହା ବି ହୋଇଥାଉ ନା କାହିଁକି ଆପଣ କର୍ମ କରନ୍ତୁ ନିଶ୍ଚୟ ସଫଳ ହେବେ ।

୪- ଚତୁର୍ଥ ନମ୍ବର : ଆପଣ ଚତୁର୍ଥ ନମ୍ବର ଚୟନ କରିଥିଲେ ଆପଣ ବହୁତ ସଂଘର୍ଷ କରୁଛନ୍ତି ନିଜକୁ ନିଜେ ରାଗୁଛନ୍ତି । ଆପଣ ନିଜର ଲକ୍ଷ୍ୟକୁ ବୁଝିପାରୁ ନାହାନ୍ତି । ଆପଣ ଦୁନିଆକୁ ଆସିଛନ୍ତି ସୁଖରେ ବଞ୍ଚିବା ସହ ପରିବାର ସହ ସମୟ ବ୍ୟଷ୍ଟିତ କରିବେ । ଆପଣ ଅନ୍ୟକୁ ମନ କଥା କୁହନ୍ତୁ ନିଶ୍ଚୟ ଶାନ୍ତି ଅନୁଭବ କରିବେ ।

୫- ପଞ୍ଚମ ନମ୍ବର : ଆପଣ ପଞ୍ଚମ ନମ୍ବର ଚୁଜ କରିଥିଲେ ପୂର୍ବ ଜନ୍ମରେ ଏମିତି କିଛି ହୋଇଛି ଯାହା ଆପଣ ପୁରା କରିପାରି ନାହାନ୍ତି । ତେଣୁ ଏ ଜନ୍ମରେ ଆପଣ ଜନ୍ମ ନେଇଛନ୍ତି ନିଜର ଦକ୍ଷତା ଦେଖାଇବାକୁ । ଲୋକଙ୍କର ପରୱା କରନ୍ତୁ ନାହି ନିଜ ବିଷୟରେ ଭାବନ୍ତୁ । କର୍ମ କରନ୍ତୁ ସଫଳ ହେବେ । ବନ୍ଧୁଗଣ ଆପଣ କେଉଁ ନମ୍ବର ଚୟନ କରିଲେ ଆମକୁ କମେଣ୍ଟ ଜରିଆରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *